• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gold Silver Price

Gold Price Today
Gold Price Today 23rd Jan 2023: ରେକର୍ଡ ସ୍ତର ପାଖାପାଖି ସୁନା ଦର, ୫୭ ହଜାର ଉପରେ ଦାମ୍‌

ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ହୋଇଛି। ଏମିତିରେ ବି ଏବେ ବିବାହ ଋତୁ ଚାଲି ଥିବାରୁ ସୁନାର ଡିମାଣ୍ଡ ମଧ୍ୟ ରହିଛି।

Today Gold Price
Today Gold Price - 22nd Sept: ପାର୍ବଣ ବେଳେ ମହଙ୍ଗା ହେଲା ସୁନା

ଆଜି ସୁନା ଦାମ୍‌ ପୁଣି ୫୦ ହଜାର ଟଙ୍କା ପାର୍‌ କରିଛି। ପାର୍ବଣ ସମୟରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ଦର ମହଙ୍ଗା ହୋଇଥିବା କୁହାଯାଉଛି। 

gold price today
Today Gold Price - 8th Sept : ସୁନା ଦାମ୍‌ରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ, କେତେ ଅଛି...

ସାମାନ୍ୟ ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୫୦ ରହିଛି

Gold Price Today
ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ସୁନା ଦର

ଆଜି ସକାଳେ MCXରେ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୩ ଟଙ୍କାରେ କାରବାର ଚାଲିଥିଲା।  ଗତକାଲି ବୁଲିଅନ୍‌ ମାର୍କେଟ୍‌ରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। 

Gold Price Today
କିଛି ଦିନର ବ୍ରେକ୍‌ ପରେ ପୁଣି ବଢ଼ିଲା ସୁନା ଦର

ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୮,୫୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ରହିଛି।

Gold Price Today
ଶସ୍ତା ହେଲା ସୁନା, ମହଙ୍ଗା ହେଲା ରୁପା

ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍‌ କରିଛି।

Gold Price Today
ଆହୁରି ଶସ୍ତା ହେଲା ସୁନା, ରୁପା ଦର ବି କମିଲା

ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୫୦୦ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଓ ରୁପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।

Gold Price Today
ଆହୁରି ଶସ୍ତା ହେଲା ସୁନା

ଗ୍ଲୋବାଲ୍‌ ମାର୍କେଟ୍‌ରେ ସୁନା ଦରରେ ବଡ଼ ଧରଣର ହ୍ରାସ ଯୋଗୁ ଭାରତୀୟ ବଜାରରେ ମଧ୍ୟ ଦାମ୍‌ ହ୍ରାସ ପାଇଛି। ଆଜି ସକାଳେ MCXରେ ୨୪ କ୍ୟାରେଟ୍‌ ସୁନା ୨୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୫୮ ଟଙ୍କାରେ କାରବାର ଚାଲିଥିଲା।

Gold price Today
ଅଲ୍‌ ଟାଇମ୍‌ ରେକର୍ଡରୁ ୪,୮୯୦ ଟଙ୍କା ଶସ୍ତା ହେଲା ସୁନା

ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍‌ ଟାଇମ୍‌ ରେକର୍ଡ ଦାମ୍‌ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍‌ ଟାଇମ୍‌ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ। 

Gold Price Today
କିଛି ଦିନ କମିବା ପରେ ବଢ଼ିଲା ସୁନା ଦାମ୍‌

ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି।