ରାଇମୋହନ ପରିଡା ଅଭିନୟ ଭିତରେ ଅନେକ ଥର ମରିଛନ୍ତି, କିନ୍ତୁ ଏହା ଏମିତି ଏକ ମୃତ୍ୟୁ ଯେଉଁଠି ଆଉ ଥରେ ରଙ୍ଗ ମାରିବାର ସୁଯୋଗ ନାହିଁ କି ଆକ୍ସନ ଅର୍ଡର ପରେ ପରେ ଡାଇଲଗ ଶୁଭିବାର ସ୍କୋପ ନାହିଁ। ସେ ସିନା ଅକାଳରେ ଚାଲିଗଲେ କିନ୍ତୁ ତାଙ୍କ ଅଭିନୟର ଛାପ ରହିଗଲା, ସବୁଦିନ ପାଇଁ... ଅମର ହୋଇ
Published By: Chandan Shishu
Last updated: 25 June 2022, 05:25 PM IST
ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳେ ପ୍ରଶଂସକଙ୍କ ଭିଡ଼। ସମସ୍ତଙ୍କ ମୁହଁରେ- ଅମର ରହେ... ଅମର ରହେ
ରାଇମୋହନଙ୍କ ଅକାଳ ବିୟୋଗରେ ସମସ୍ତଙ୍କ ଆଖି ଛଳଛଳ, ସମସ୍ତେ ସ୍ତବ୍ଧ
ରାଇମୋହନଙ୍କ ମରଶରୀର ପାଖରେ ବସିଛନ୍ତି ଦୁଇ ଝିଅ
ସ୍ୱର୍ଗଦ୍ୱାରେ ଅନ୍ତିମ ସଂସ୍କାର, ପାଖରେ ଅଛନ୍ତି ଦୁଇ ଝିଅ
କାନ୍ଦି କାନ୍ଦି ବାପାଙ୍କ ଗୋଡକୁ ଆଉଁସି ଦେଉଛି ଝିଅ
ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଲେ ଦୁଇ ଝିଅ, ସତେ ଯେପରି କାନ୍ଦ ବୋବାଳିରେ ଛାତି ଫାଟି ପଡୁଥାଏ