କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...
Published: Otv Khabar Bureau
Last updated: 26 June 2022, 04:47 PM IST
ମୋର ସିନା ଆଖି ନାହିଁ... ହେଲେ ଏ ପ୍ରଶାସନ କ’ଣ ଅନ୍ଧ। କୋହଭରା କଣ୍ଠରେ ଏଇ ପଦିଏ କହି ଗାଁ ଗାଁ ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା ପ୍ରଧାନ...