ଛତିଶଗଡ଼ ପିହରିଡ଼ରେ ଯେଉଁଠି ୮୦ ଫୁଟ ଗଭୀର ବୋରୱେଲ୍ ଭିତରୁ ରାହୁଲ ଉଦ୍ଧାର ହୋଇଥିଲା ଓ ରେସ୍କ୍ୟୁ ପାଇଁ ଖୋଳା ହୋଇଥିବା ସ୍ଥାନରେ ଏବେ ମାଟି ପୋତା ଚାଲିଛି।
ଫୁଟ୍ପାଥ୍ରେ ଚାଲିଛି ପିଲାଙ୍କ ଭବିଷ୍ୟତର ପ୍ରସ୍ତୁତି । ରାସ୍ତା କଡ଼ରେ ବସି ପାଠ ପଢୁଛନ୍ତି ପାଖାପାଖି ୧୦୦ ପିଲା । ହେଉଛି ଗୁଜୁରାଟ୍ ଭଦୋଦରା ସହର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ । କେଜିରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିଯର ନିକୁଞ୍ଜ ତ୍ରିବେଦୀ ।
କଥାରେ ଅଛି ଦୃଢ଼ ଇଚ୍ଚାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ ।
ତରଙ୍ଗ ସିନେ ପ୍ରଡକ୍ସନର ଆସ୍ତିକ ନାସ୍ତିକ ଚଳଚିତ୍ରର ସୁଟିଙ୍ଗ୍ ଚାଲିଛି। ଏହି ଚଳଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟଙ୍କ ସ୍କୁଟ ଚଲାବା ତାଙ୍କୁ ନିଜର କଲେଜ ସ୍ମୃତିକୁ ସତେଜ୍ ରଖି ପାରିଛି। ଯାହାକୁ ସେ ଆମ କ୍ୟାମେରା ସାମ୍ନାରେ ବଖାଣିଛନ୍ତି। ଚଳଚିତ୍ରର ଗୀତ ‘ମଧୁବାଲା’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଗୋପାଳ ଭୂମିକାରେ ବୁଦ୍ଧାଦିତ୍ୟ ନଜରେ ଆସିବେ। ଗୋପାଳର ସ୍ତ୍ରୀ ଭୂମିକାରେ ନଜରରେ ଆସିବେ ଅଭିନେତ୍ରୀ ସୁପ୍ରିୟା...
ଭିନ୍ନକ୍ଷମ ବାପାଙ୍କୁ ସାଲ୍ୟୁଟ । ଟ୍ରାଇ ସାଇକେଲରେ ଝିଅକୁ ଛାଡିବାକୁ ଯାଉଛନ୍ତି ସ୍କୁଲ ।
ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ, ଶତ୍ରୁ ଚିହ୍ନିବ। ହେଲେ ମାତ୍ର ୪ ବର୍ଷରେ ଅଗ୍ନିବୀରଙ୍କର କେମିତି ମୂଲ୍ୟାୟନ ହେବ ଜାଣନ୍ତୁ..
ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଆଧୁନିକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ।
ଏ ଯୋଗ ଭାରି କଷ୍ଟରେ ନାରଣ... ଉପକୂଳର ଥଣ୍ଡା ପବନରେ ଯୋଗ କଲେ। ହେଲେ କାମ ଦେଲାନି ପବନ। ଗମଗମ ବୋହିଲା ଝାଳ...
ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ଆରମ୍ଭ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ ।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି।
ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା।
୨୦୧୮ ଏପ୍ରିଲରୁ ସବୁ ଗାଁକୁ ବିଜୁଳି ସଂଯୋଗ ନେଇ ମାରିଥିଲେ ବାହାସ୍ଫୋଟ
ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ
ମହାପ୍ରସାଦ ପାଇଁ ଭକ୍ତ ବ୍ୟାକୁଳ। ଯଦି ମିଳିଯାଏ ଆତ୍ମସନ୍ତୋଷ ମିଳେ। ସେଇଥି ପାଇଁ ମହାପ୍ରସାଦ ବିନା କାଳିଆ ଦର୍ଶନ ଅଧୁରା। ଏବେ ଜାଣନ୍ତୁ କେମିତି କେମିତି ତିଆରି ହୁଏ ମହାପ୍ରସାଦ ?
କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...
ମୋର ସିନା ଆଖି ନାହିଁ... ହେଲେ ଏ ପ୍ରଶାସନ କ’ଣ ଅନ୍ଧ। କୋହଭରା କଣ୍ଠରେ ଏଇ ପଦିଏ କହି ଗାଁ ଗାଁ ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା ପ୍ରଧାନ...
ସେ ନିଜେ ଜଣେ ମୁସଲମାନ ଯୁବକ। ହେଲେ ପଡ଼ିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ। ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ତାଙ୍କର ଭଲ ଜ୍ଞାନ ମଧ୍ୟ ଅଛି। ଅବସର ସମୟରେ ସେ ଗଢ଼ନ୍ତି ମହାପ୍ରଭୁଙ୍କର କୁନି କୁନି ବିଗ୍ରହ। ତାଙ୍କ ମତରେ, ପ୍ରତି ଓଡ଼ିଆ ନିଜ ଶରୀରରେ ମହାପ୍ରଭୁଙ୍କୁ ଧାରଣ କରିଥାଏ।
ହଇରେ ନାରଣ, ଏ କ’ଣ ଚାଲିଛି କିରେ... ଯୋଗ ନାଁରେ ଏଠି ଭୋଗ ଚାଲିଛି ନା’ କଣ ? ଦେଖୁନ, କେମିତି ଭାଲୁ ଭାଇନା ଯୋଗରେ ହାତେ ଜିଭ କାଢିଲେଣି...
୩୦ ବର୍ଷରୁ ଅଧିକ ସମୟ ଧରି ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା
୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।
ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯେଉଁଠି ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି।
ରୋମ୍ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି ।
ହସ୍ପିଟାଲରୁ ପିଲାକୁ ନେଇ ଆଉ ଫେରାଉ ନଥିବା ଅଭିଯୋଗ