ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ, ଶତ୍ରୁ ଚିହ୍ନିବ। ହେଲେ ମାତ୍ର ୪ ବର୍ଷରେ ଅଗ୍ନିବୀରଙ୍କର କେମିତି ମୂଲ୍ୟାୟନ ହେବ ଜାଣନ୍ତୁ..
ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଆଧୁନିକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ।
ଏ ଯୋଗ ଭାରି କଷ୍ଟରେ ନାରଣ... ଉପକୂଳର ଥଣ୍ଡା ପବନରେ ଯୋଗ କଲେ। ହେଲେ କାମ ଦେଲାନି ପବନ। ଗମଗମ ବୋହିଲା ଝାଳ...
ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ଆରମ୍ଭ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ ।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି।
ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା।
୨୦୧୮ ଏପ୍ରିଲରୁ ସବୁ ଗାଁକୁ ବିଜୁଳି ସଂଯୋଗ ନେଇ ମାରିଥିଲେ ବାହାସ୍ଫୋଟ
ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ
ମହାପ୍ରସାଦ ପାଇଁ ଭକ୍ତ ବ୍ୟାକୁଳ। ଯଦି ମିଳିଯାଏ ଆତ୍ମସନ୍ତୋଷ ମିଳେ। ସେଇଥି ପାଇଁ ମହାପ୍ରସାଦ ବିନା କାଳିଆ ଦର୍ଶନ ଅଧୁରା। ଏବେ ଜାଣନ୍ତୁ କେମିତି କେମିତି ତିଆରି ହୁଏ ମହାପ୍ରସାଦ ?
କିଏ ଜାଣିଥିଲା ଏମିତି ହେବ ବୋଲି। ଆଶା ଥିଲା ପୁଅ ପାଠ ପଢିଲାଣି। ଚାକିର କରିବ। ଘର ବୋଝ ମୁଣ୍ଡ ଉପରକୁ ନେବ। ହେଲେ ସବୁ ଓଲଟିଗଲା। ଏବେ ପୁଅ ବୋଝ ଉଠାଉଛି ବାପା...
ମୋର ସିନା ଆଖି ନାହିଁ... ହେଲେ ଏ ପ୍ରଶାସନ କ’ଣ ଅନ୍ଧ। କୋହଭରା କଣ୍ଠରେ ଏଇ ପଦିଏ କହି ଗାଁ ଗାଁ ବୁଲି ପାଉଁରୁଟି ବିକୁଛନ୍ତି ଦିବ୍ୟାଙ୍ଗ ବାବୁଲା ପ୍ରଧାନ...
ସେ ନିଜେ ଜଣେ ମୁସଲମାନ ଯୁବକ। ହେଲେ ପଡ଼ିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ। ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ତାଙ୍କର ଭଲ ଜ୍ଞାନ ମଧ୍ୟ ଅଛି। ଅବସର ସମୟରେ ସେ ଗଢ଼ନ୍ତି ମହାପ୍ରଭୁଙ୍କର କୁନି କୁନି ବିଗ୍ରହ। ତାଙ୍କ ମତରେ, ପ୍ରତି ଓଡ଼ିଆ ନିଜ ଶରୀରରେ ମହାପ୍ରଭୁଙ୍କୁ ଧାରଣ କରିଥାଏ।
ହଇରେ ନାରଣ, ଏ କ’ଣ ଚାଲିଛି କିରେ... ଯୋଗ ନାଁରେ ଏଠି ଭୋଗ ଚାଲିଛି ନା’ କଣ ? ଦେଖୁନ, କେମିତି ଭାଲୁ ଭାଇନା ଯୋଗରେ ହାତେ ଜିଭ କାଢିଲେଣି...
୩୦ ବର୍ଷରୁ ଅଧିକ ସମୟ ଧରି ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା
୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।
ପାଟଧରା ଜଙ୍ଗଲର ସେହି ସ୍ଥାନରେ ଯେଉଁଠି ୩ ଯବାନ ସହିଦ ହୋଇଥିଲେ, ସେହି ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ ବେଳେ ୪ଟି ଟିଫିନ୍ ବୋମା ସହ କିଛି ବିସ୍ଫୋରକ ଜବତ କରିଛି।
ରୋମ୍ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି ।
ହସ୍ପିଟାଲରୁ ପିଲାକୁ ନେଇ ଆଉ ଫେରାଉ ନଥିବା ଅଭିଯୋଗ
ପ୍ରଶାସନ ଧାନ କିଣୁନି, ଆନ୍ଧ୍ର ବେପାରୀଙ୍କ ପାଖରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି
ଯୁବ ସରପଞ୍ଚ ଚିତ୍ତରଞ୍ଜନ ଏଭଳି ନିଆରା କାମ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇଛନ୍ତି
ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।
ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।
କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି ।