Advertisment

ଗଛରେ ଝୁଲିପଡ଼ିଲେ ଯୁବକ-ଯୁବତୀ

ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bodies of youth and woman found hanging from a tree at Makunda forest under Morada police station

Bodies of youth and woman found hanging from a tree at Makunda forest under Morada police station

ଏକ ଗଛ ଡାଳରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହ । ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ତେବେ ମୃତ ଯୁବକ ଜଣକ ନିକଟସ୍ଥ ଛାତନା ଗାଁର ହୋଇଥିବାବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

Hanging Deadbody
Advertisment
Advertisment