• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Electric Mo Bus

Electric Mo Bus
ରାଜଧାନୀରେ ଗଡ଼ିଲା ମୋ ଇ-ବସ୍ ଏବଂ ମୋ ଇ-ଅଟୋ

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍‌ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍‌ରେ ୧୦ଟି ମୋ’ ଇ-ବସ୍‌ ଚାଲିବ। ଇ-ବସ୍‌ରେ ଗାଇଡ୍‌ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ।