ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଦିନକୁ ମାତ୍ର ୬ ଘଂଟା ପାଇଁ ଏଇ ଡାକ୍ତରଖାନାରେ ଚାଲିଛି ରୋଗୀ ଦେଖା। ଯଦି ଡାକ୍ତର ଆସିଲେନି ତାହାଲେ ଫାର୍ମାସିଷ୍ଟ ହିଁ ଦେଖୁଛନ୍ତି ରୋଗୀ..। କହିବାକୁ ଗଲେ ଭଗବାନଙ୍କ ଭରସାରେ ଏଂଇକାର ରୋଗୀ।
ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ।
ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା
ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।
କଟକ ଏସ୍ସିବି ମେଡିକାଲ କଲେଜରେ ବିନା କ୍ୟାନ୍ସରରେ ରୋଗୀଙ୍କୁ କ୍ୟାନ୍ସର୍ ଟ୍ରିଟମେଣ୍ଟ, ଅଙ୍ଗ ହରାଇଲେ ରୋଗୀ ।
ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଫେଲ: ବିଜେପି । ପ୍ରଶାସନ ଢିଲା, ଶାସନ ପୂରା ଦୁର୍ବଳ: କଂଗ୍ରେସ । ବିଜେଡ଼ି କହିଲା ସବୁ ଠିକ୍ ଚାଲିଛି ।
୪୦ ବର୍ଷର ଉତ୍କର୍ଷ ଶିକ୍ଷକତା ପାଇଁ କଳାହାଣ୍ଡି ଗୋଲାମୁଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା । ସେହିପରି ନୟାଗଡରେ ସାର୍ଙ୍କ ବଦଳି ପରେ କାନ୍ଦି କାନ୍ଦି ପିଲାଏ ଦେଲେ ଫେୟାର ୱେଲ୍...
ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ- ସଂଘ ।
ସଫା ହେଉନି ଡ୍ରେନ୍, ଜଳୁନି ଷ୍ଟ୍ରିଟ୍ ଲାଇଟ୍ । ବିଧାୟକ କହିଲେ ବହୁ ବିକାଶମୂଳକ କାମ ଅାରମ୍ଭ ହୋଇଛି ।
ଭୁବନେଶ୍ୱର RMRC(Regional Medical Research Centre)ରେ ମଙ୍କିପକ୍ସ ଟେଷ୍ଟିଂ ହେବ....
ପକୋଡ଼ା ବାଲା ପୁଅ ପାଇଲେ ରୌପ୍ୟ...
ସମୁଦ୍ରର ଏପରି କରାଳ ରୂପରେ ଗୋଟିଏ ପରେ ଗୋଟିଏ ଘର ଲୀନ ହେବାର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଫଳରେ ନିକଟରେ ଥିବା କଣ୍ଟିଆଗଡ଼ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି।
ଭୟଙ୍କର ଦୁର୍ନୀତି ଚାଲିଛି ୫-ଟି ସ୍କୁଲରେ। ୪୦ ଲକ୍ଷର କାମ ୪ ମାସ ଗଲାନି...ଭୁଶୁଡ଼ି ପଡ଼ିଲା ପାଚେରୀ, ଏପର୍ଯ୍ୟନ୍ତ ସ୍କୁଲ କମ୍ପ୍ୟୁଟରରେ ସଂଯୋଗ ହେଲାନି ବିଜୁଳି। ଭିଜିଲାନ୍ସ ତଦନ୍ତ ଦାବି କଲେ ସ୍ଥାନୀୟ ଲୋକ
“ବାପା ମୁଁ ବଡ଼ ହେଲେ ଡାକ୍ତର କି ଇଞ୍ଜିନିୟର ହୁଏ କିନ୍ତୁ ମୋର ଲକ୍ଷ୍ୟ ହେବ ସମାଜସେବା” କୁନି ବୟସରେ ଏମିତି କହି ପୁଣି ଚର୍ଚ୍ଚାକୁ ଆସିଲେ ଭାଇରାଲ ଗର୍ଲ ଦୀପ୍ତିମୟୀ। ପୂର୍ବରୁ ମହାମାରୀ ସମୟରେ ଲୋକଙ୍କୁ କରୁଥିଲେ ସଚେତନ
ଆଲୋ ଆଲୋ...୨୨ ବର୍ଷ ହେଲାଣି ଚାଲିଛି, କୋଉଠି ତ ଗୋଟିଏ ମାଇନର୍ ଲିକ୍ ହେବ ନା ନାହିଁ? ଦେଖୁନୁରେ ନାରଣ କେମିତି ନଈ ଭିତରେ ବୁଡିଗଲା ବିଜେଡ଼ି ଡଙ୍ଗା। ହେଲେ ଏ ଡଙ୍ଗାରେ ବିଜେପି କି କଂଗ୍ରେସ ପାସେଞ୍ଜରଙ୍କୁ ଯିବାର ଅନୁମତି ଅଛି କି ନାହିଁ?
ପିପିଲି ଛକ ନିକଟରେ ବୋଲବମ୍ ଭକ୍ତଙ୍କ ଉପରେ ମାଡ଼ିଗଲା କାର୍। କଟକ ଗଡ଼ଗଡ଼ିଆ ଘାଟରୁ ନୃସିଂହ ପାଣି ଉଠାଇ ପୁରୀ ଲୋକନାଥ ମନ୍ଦିର ଯାଉଥିଲେ।
ଟିକିଏ ନବାନ୍ଧିଲେ କୁଆଡେ ପଳାଇବ ପୁଅ ଯେ ଖୋଜିବା କଷ୍ଟ। ବାପା-ମାଆ ଚାହୁଁନାହାନ୍ତି ଭେଣ୍ଡିଆ ପୁଅକୁ ବାନ୍ଧିବେ ବୋଲି। କିନ୍ତୁ ଉପାୟ ବି କିଛି ନାହିଁ। ଗୋଡରୁ ବେଡି ଖୋଲିଲେ ପୁଅ କୁଆଡେ ପଳାଇବ ଯେ ମିଳିବା କଷ୍ଟକର। ୮ ବର୍ଷ ହେଲାଣି ଏମିତି ବନ୍ଧା ହୋଇ ରହିଛନ୍ତି ବାସୁଦେବ...ସାହାଯ୍ୟ ମିଳିଲେ ଭଲ ହେବ ଭେଣ୍ଡିଆ ପୁଅ
ଜାଲ ରସିଦ୍ରେ ଚାଲିଛି ମଧ୍ୟାହ୍ନ ଭୋଜନ। ସ୍କୁଲ ଛୁଟି ଥିବା ବେଳେ କେମିତି କିଣାଗଲା ରାସନ ସହିତ ପରିବା ଆଉ ଅଣ୍ଡା ? ପ୍ରଶ୍ନ ପଚାରିଲେ ପାଟି ହୋଇଯାଉଛି ଆଫା ଆଫା, ସେପଟେ ଦୋକାନୀ କହୁଛନ୍ତି ଏ ବିଲ୍ ଆମର ନୁହେଁ...
ରସୁଣ, କଂଚା ଲଙ୍କା, ଜିରା, ହଳଦୀ ଦେଇ ଏମିତି କରନ୍ତୁ ଅମୃତଭଣ୍ଡା ପତ୍ର ପୋଡା। ବାସ୍ ଟିକିଏ ଟମାଟୋ ଦେଲେ ଲାଗିବ ପୂରା ଖଟାଖଟା, ଏବେ ହିଁ ଟିପିରଖନ୍ତୁ ପୂରା ପ୍ରସ୍ତୁତି ପ୍ରଣାଳୀ
୩୦ ହଜାର ଲୋକଙ୍କୁ ନେଇ କଲେକ୍ଟର ଅଫିସ ଘେରାଉ କରୁଥିଲେ, ହେଲେ କଲ୍ୟାଣ ମଣ୍ଡପରେ ହୋଇଗଲା ସମ୍ବର୍ଦ୍ଧନା ଉତ୍ସବ? ଆଗକୁ ଆଦିବାସୀଙ୍କ ପାଇଁ ଆଲୋଚନା ହେବ ନା ଆନ୍ଦୋଳନ ବି ହେବ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି।
ଆରଟିଆଇ ତଥ୍ୟରୁ ମିଳିଥିବା ତଥ୍ୟ ଖୋଲିଛି ବାଣପୁର ବ୍ଲକ ତାଳବୋରେଇ ଆଶ୍ରମ ସ୍କୁଲର ଗୁମର
ତୋ ଗୋଡ ତଳେ ମୁଁ ପଡ଼ୁଛି ମୋ ଫଟୋ ଉଠାନି। ତୁମେ ଯେମିତି ଫଟୋ ଉଠାଉଛ ଆମକୁ ଡର ମାଡୁଛି...ଥରେ ଦେଖୁନ ଏମିତି ହେଡଲାଇନ୍ସ ଦେଲୁ ଯେ...ପାର୍କ ବୁଦା ମୂଳେ ଚାଲିଛି କଣ ? ବାସ୍ ଭ୍ୟୁୟର୍ସ ହେଲେ ୧ ମିଲିୟନ୍
୪ ପିଲାଙ୍କୁ ନେଇ ଗର୍ବିତ ହେଲେ ବାପା। ଏକା ସାଙ୍ଗରେ ତିନିଜଣ ପାଇଲେ ଆଇଏଏସ୍ ଜଣେ ପାଇଲେ ଆଇପିଏସ୍ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ପରିବାରର ଫଟୋ...
ଇତିହାସ ରଚିଲେ ମନୀଷା। ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଭାବରେ ପାଇଲେ ଡିଏସପି ପଦ...ପୂରା ବିଶ୍ୱରେ ମନୀଷାଙ୍କୁ ନେଇ ବଢିଲା ଚର୍ଚ୍ଚା...
ଜୁଲାଇ ପ୍ରଥମ ସପ୍ତାହରେ କାଶୀପୁର ବ୍ଳକ୍ ଅନ୍ତର୍ଗତ ଦୁଡୁକାବାହାଲ ଗାଁରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଏବେ ତାହା କଲ୍ୟାଣସିଂହପୁର ବ୍ଲକ୍କୁ ବ୍ୟାପିଲାଣି।