ନିଜ ଗାଁ ଧାମନପୁରରେ ପ୍ରଥମେ ଏକ ଏମ.ଇ ସ୍କୁଲ ପ୍ରତିଷ୍ଠା କରିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ଶିକ୍ଷକତା । ପରେ ନିଜ ଜାଗାରେ ଆରମ୍ଭ କରିଥିଲେ ଏକ ହାଇସ୍କୁଲ । ନିଜେ ସମ୍ପାଦକ ରହି ସ୍କୁଲର ବିକାଶ କରିଥିଲେ । ଏବେ ଦୁଇଟି ଯାକ ସ୍କୁଲ ସରକାରୀ ମାନ୍ୟତା ପାଇସାରିଛି । ତଥାପି ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।
Published: Satyendu Shekher Mishra
Last updated: 31 July 2022, 09:30 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।