ଶୋଇଛି ସ୍ୱାସ୍ଥ୍ୟ ବିଭାଗ । ଜନତା ଛଟପଟ । ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଣାୟାତ୍ତ ହଇଜା, ମୃତ୍ୟୁସଂଖ୍ୟା ୧୦ ଛୁଇଁଲା । ଗଜପତି ଜିଲ୍ଲାରେ ବସୁଧା ପ୍ରକଳ୍ପ ପାଇପ୍ ପାଣିରୁ କୋଲିଫର୍ମ ବ୍ୟାକ୍ଟେରିଆ ଚିହ୍ନଟ, ବ୍ୟାପୁଛି ଝାଡ଼ାବାନ୍ତି । କଟକ ଏସ୍ସିବି ମେଡିକାଲ କଲେଜରେ ବିନା କ୍ୟାନ୍ସରରେ ରୋଗୀଙ୍କୁ କ୍ୟାନ୍ସର୍ ଟ୍ରିଟମେଣ୍ଟ, ଅଙ୍ଗ ହରାଇଲେ ରୋଗୀ ।
Published: Satyendu Shekher Mishra
Last updated: 31 July 2022, 09:29 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।