ଆଲୋ ଆଲୋ...୨୨ ବର୍ଷ ହେଲାଣି ଚାଲିଛି, କୋଉଠି ତ ଗୋଟିଏ ମାଇନର୍ ଲିକ୍ ହେବ ନା ନାହିଁ? ଦେଖୁନୁରେ ନାରଣ କେମିତି ନଈ ଭିତରେ ବୁଡିଗଲା ବିଜେଡ଼ି ଡଙ୍ଗା। ହେଲେ ଏ ଡଙ୍ଗାରେ ବିଜେପି କି କଂଗ୍ରେସ ପାସେଞ୍ଜରଙ୍କୁ ଯିବାର ଅନୁମତି ଅଛି କି ନାହିଁ?
Published: Pallipuspa Samal
Last updated: 31 July 2022, 02:26 PM IST
ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।