“ବାପା ମୁଁ ବଡ଼ ହେଲେ ଡାକ୍ତର କି ଇଞ୍ଜିନିୟର ହୁଏ କିନ୍ତୁ ମୋର ଲକ୍ଷ୍ୟ ହେବ ସମାଜସେବା” କୁନି ବୟସରେ ଏମିତି କହି ପୁଣି ଚର୍ଚ୍ଚାକୁ ଆସିଲେ ଭାଇରାଲ ଗର୍ଲ ଦୀପ୍ତିମୟୀ। ପୂର୍ବରୁ ମହାମାରୀ ସମୟରେ ଲୋକଙ୍କୁ କରୁଥିଲେ ସଚେତନ
Published: Pallipuspa Samal
Last updated: 31 July 2022, 02:41 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।