• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ମାମୁଁଘରେ ଦିନ ଗୁଡାକ ଭଲରେ କଟିଲା...ଦେଖୁନୁ କେମିତି ସ୍ମିତ ହାସ୍ୟ ଦେଇ ଜେଲରୁ ବାହାରୁଛନ୍ତି ବାବୁ...

ଆଲୋ ଆଲୋ...ଇଏ ପରା ଭିତରେ ଥିଲେ, ଏବେ କେମିତି ବାହାରିଲେ? ନାରଣ ତୁ ସିଏ ପରା ସୁପ୍ରିମକୋର୍ଟରୁ ବେଲରେ ଆସିଛନ୍ତି। ସେଇଥି ପାଇଁ ବୋଧହୁଏ ଏମିତି ହସି ହସି ଜେଲରୁ ବାହାରୁଛନ୍ତି ପ୍ରଶାନ୍ତ ବାବୁ...

Less Rain
ଧାରା ଶ୍ରାବଣରେ ଧୁ ଧୁ ଖରା, ରାଜ୍ୟରେ ଆହୁରି ତିନି ଚାରି ଦିନ ଖରା ପାଗ

ଫସଲ ବଞ୍ଚେଇବାକୁ ଜମିକୁୁ ପାଣି ବୋହୁଛି ଚାଷୀ । ୬ରେ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ।

CAG
CAG ଧରିଲା ଜଙ୍ଗଲ ବିଭାଗର ବଡ଼ ଦୁର୍ନୀତି ! ଗଛ ଲଗେଇବା ନାଁରେ କୋଟି କୋଟି ଟଙ୍କା ଚଳୁ

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।

Tourist Place
ମନଲୋଭା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଦେଢ଼ଶୂର-ଭାଇବୋହୂ ପାହାଡ଼

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଏହି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼ ।

Sea
ମାଡ଼ିଆସୁଛି ସମୁଦ୍ର ! ଲୀନ ହେବ ଉପକୂଳିଆ ଗାଁ

ଗୋପାଳପୁର ବନ୍ଦର ପାଖରେ ବନ୍ଧ ବନ୍ଧାଯିବା ଦ୍ୱାରା ବଡ଼ ଲହଡ଼ି ମାଡ଼ ହୋଇ କୂଳ ଖାଉଛି। 

Income Tax
Income Tax ରିଟର୍ଣ୍ଣ ଫାଇଲ୍‌ କରିନାହାନ୍ତି ? ଦେବାକୁ ପଡ଼ିବ ମୋଟା ଜୋରିମାନା ! ଜାଣନ୍ତୁ କାହାକୁ କେତେ ?

ଇନ୍‌କମ୍‌ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ତାରିଖରେ ଅର୍ଥାତ୍‌ କେବଳ ରବିବାର ଦିନ, ରାତି ୧୧ଟା ସୁଦ୍ଧା ୬୭ ଲକ୍ଷ ୯୭ ହଜାର ୬୭ ଜଣ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ କରିଛନ୍ତି ।

Odisha Celebrates Sambalpuri Day
ଆଜି ପଶ୍ଚିମ ଓଡ଼ିଶା ପାଳନ କରୁଛି ସମ୍ବଲପୁରୀ ଦିନ୍

ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ....ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଇଥାଏ...

Tusker death in Narasinghapur forest । Some suspects detained; Investigation underway
ନରସିଂହପୁର ହାତୀ ମୃତ୍ୟୁ ଘଟଣା: ଚାଲିଛି ତଦନ୍ତ

ନରସିଂହପୁର ବାଇସିଙ୍ଗାରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ କିଛି ଜଣଙ୍କୁ ଅଟକ ରଖି ଚାଲିଛି ତଦନ୍ତ...

Special story
ନଡ଼ିଆ ଚାରା ଘୋଟାଲା :୨୮ ଲକ୍ଷ ଟଙ୍କାର ବିଲ୍ ହୋଇଛି, ହେଲେ ୨୮ଟି ଗଛ ଦେଖିବାକୁ ମିଳୁନି

ଜଗତସିଂହପୁର ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ଏବେ ନଡ଼ଇା ଚାରା ଘୋଟାଲାକୁ ନେଇ ହଇଚଇ

Teacher Grand Farewell
ଗୁରୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ୭ କିମି ପର୍ଯ୍ୟନ୍ତ ଲମ୍ବିଛି ଶୋଭାଯାତ୍ରା...

ଗୁରୁ ହେବ ତ ଏମିତି। ୪୦ ବର୍ଷର ଶିକ୍ଷୟତା ପରେ ନେଲେ ଅବସର। ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ୭ କିମି ପର୍ଯ୍ୟନ୍ତ ଲାଗିଲା ଶୋଭଯାତ୍ରାର ଲାଇନ୍‌। ସହକର୍ମୀଠୁ ଛାତ୍ରଛାତ୍ରୀ...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିରାମ ସାର୍‌ କେବଳ ଶିକ୍ଷକ ନଥିଲେ ବରଂ ସମସ୍ତଙ୍କ ମନ ଜିତିପାରୁଥିବା ମଣିଷ ଟିଏ ଥିଲେ।

Medical Negligence
ସରକାରୀ ଡାକ୍ତରଖାନାରେ କେବଳ ୬ ଘଣ୍ଟାର ସେବା, ଅନ୍ୟ ସମୟରେ ଭଗବାନ ଭରସା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଦିନକୁ ମାତ୍ର ୬ ଘଂଟା ପାଇଁ ଏଇ ଡାକ୍ତରଖାନାରେ ଚାଲିଛି ରୋଗୀ ଦେଖା। ଯଦି ଡାକ୍ତର ଆସିଲେନି ତାହାଲେ ଫାର୍ମାସିଷ୍ଟ ହିଁ ଦେଖୁଛନ୍ତି ରୋଗୀ..। କହିବାକୁ ଗଲେ ଭଗବାନଙ୍କ ଭରସାରେ ଏଂଇକାର ରୋଗୀ।

Kawariya drowning in a canal in Kamakhyanagar
କେନାଲରେ ଭାସିଗଲେ ବୋଲବମ୍‌ ଭକ୍ତ,ସାଙ୍ଗମାନଙ୍କ ସହ ଜଳଲାଗି ପାଇଁ ଆସିଥିଲେ...

ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ।

Special story
ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ : ପର୍ଯ୍ୟଟକଙ୍କ ପାଇଁ ନେଇ ସ୍ୱତନ୍ତ୍ର ଆୟୋଜନ

ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା

Grand Farewell
ଶିକ୍ଷକତାକୁ ବ୍ରତ କରିଥିଲେ ଅଭିରାମ ସାହୁ

ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।

Health Service
ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଣାୟାତ୍ତ ହଇଜା, ମୃତ୍ୟୁସଂଖ୍ୟା ୧୦ ଛୁଇଁଲା

କଟକ ଏସ୍‌ସିବି ମେଡିକାଲ କଲେଜରେ ବିନା କ୍ୟାନ୍‌ସରରେ ରୋଗୀଙ୍କୁ କ୍ୟାନ୍‌ସର୍ ଟ୍ରିଟମେଣ୍ଟ, ଅଙ୍ଗ ହରାଇଲେ ରୋଗୀ ।

Health Service
ରାଜ୍ୟରେ ବିଗୁଡ଼ୁଛି ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟ ! କ୍ୟାନସର ନଥାଇ କେମୋ, ଭୁଲ ଇଞ୍ଜେକସନ୍‌ରୁ ରୋଗୀ ମୃତ୍ୟୁ

ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଫେଲ: ବିଜେପି । ପ୍ରଶାସନ ଢିଲା, ଶାସନ ପୂରା ଦୁର୍ବଳ: କଂଗ୍ରେସ । ବିଜେଡ଼ି କହିଲା ସବୁ ଠିକ୍ ଚାଲିଛି ।

  • Sunday, 31 July 2022
Grand Farewell
ଶିକ୍ଷକ ହେବ ତ ଏମିତି: ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା

୪୦ ବର୍ଷର ଉତ୍କର୍ଷ ଶିକ୍ଷକତା ପାଇଁ କଳାହାଣ୍ଡି ଗୋଲାମୁଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା । ସେହିପରି ନୟାଗଡରେ ସାର୍‌ଙ୍କ ବଦଳି ପରେ କାନ୍ଦି କାନ୍ଦି ପିଲାଏ ଦେଲେ ଫେୟାର ୱେଲ୍...

Market Building
ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍‌ ବିଲ୍ଡିଂ

ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ- ସଂଘ ।

Khurdha
ସ୍ଥାଣୁ ପୌର ପରିଷଦ! ହନ୍ତସନ୍ତ ସହରବାସୀ, ବସଷ୍ଟାଣ୍ଡ-ଶୌଚାଳୟ- ଟ୍ରାଫିକ ସମସ୍ୟା ଉତ୍କଟ

ସଫା ହେଉନି ଡ୍ରେନ୍, ଜଳୁନି ଷ୍ଟ୍ରିଟ୍ ଲାଇଟ୍ । ବିଧାୟକ କହିଲେ ବହୁ ବିକାଶମୂଳକ କାମ ଅାରମ୍ଭ ହୋଇଛି ।

Monkeypox testing at RMRC Bhubaneswar!
ମଙ୍କିପକ୍ସ ସନ୍ଦିଗ୍ଧଙ୍କ ପାଇଁ ଆଶ୍ୱସ୍ତି: ରାଜଧାନୀ RMRCରେ ହେବ ଟେଷ୍ଟିଂ !

ଭୁବନେଶ୍ୱର RMRC(Regional Medical Research Centre)ରେ ମଙ୍କିପକ୍ସ ଟେଷ୍ଟିଂ ହେବ....

jhmnhmgnwho is sanket sargar meet indias first medallist at the commonwealth games 2022
ପକୋଡ଼ା ଦୋକାନୀ ପୁଅ ରୌପ୍ୟ ଜିତି ଦେଶ ପାଇଁ ଆଣିଲେ ଗୌରବ

ପକୋଡ଼ା ବାଲା ପୁଅ ପାଇଲେ ରୌପ୍ୟ...

Over 6 houses reportedly washed away by high tides at Podampeta village in Ganjam
ସମୁଦ୍ରରେ ଗର୍ଭରେ ଲୀନ ହୋଇଯିବ କି ପୋଡମପେଟା ? ସମୁଦ୍ରର କରାଳ ରୂପ ଦେଖି ଭୟଭୀତ ଲୋକେ

ସମୁଦ୍ରର ଏପରି କରାଳ ରୂପରେ ଗୋଟିଏ ପରେ ଗୋଟିଏ ଘର ଲୀନ ହେବାର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଫଳରେ ନିକଟରେ ଥିବା କଣ୍ଟିଆଗଡ଼ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି।   

  • Sunday, 31 July 2022
Massive corruption in schools building
୪୦ ଲକ୍ଷ ଟଙ୍କାର କାମ ୪ ଦିନ ବି ଗଲାନି...ଭୁଶୁଡ଼ି ପଡ଼ିଲା ପାଚେରୀ, କମ୍ପ୍ୟୁଟରକୁ ହୋଇନି ବିଦ୍ୟୁତ ସଂଯୋଗ

ଭୟଙ୍କର ଦୁର୍ନୀତି ଚାଲିଛି ୫-ଟି ସ୍କୁଲରେ। ୪୦ ଲକ୍ଷର କାମ ୪ ମାସ ଗଲାନି...ଭୁଶୁଡ଼ି ପଡ଼ିଲା ପାଚେରୀ, ଏପର୍ଯ୍ୟନ୍ତ ସ୍କୁଲ କମ୍ପ୍ୟୁଟରରେ ସଂଯୋଗ ହେଲାନି ବିଜୁଳି। ଭିଜିଲାନ୍ସ ତଦନ୍ତ ଦାବି କଲେ ସ୍ଥାନୀୟ ଲୋକ

Koida’s little girl
ପୁଣି ଚର୍ଚ୍ଚାରେ ଭାଇରାଲ ଗର୍ଲ ଦୀପ୍ତିମୟୀ। ବାପାଙ୍କୁ କହିଲେ, ବଡ଼ ହେଲେ ହେବି ସମାଜସେବୀ

“ବାପା ମୁଁ ବଡ଼ ହେଲେ ଡାକ୍ତର କି ଇଞ୍ଜିନିୟର ହୁଏ କିନ୍ତୁ ମୋର ଲକ୍ଷ୍ୟ ହେବ ସମାଜସେବା” କୁନି ବୟସରେ ଏମିତି କହି ପୁଣି ଚର୍ଚ୍ଚାକୁ ଆସିଲେ ଭାଇରାଲ ଗର୍ଲ ଦୀପ୍ତିମୟୀ। ପୂର୍ବରୁ ମହାମାରୀ ସମୟରେ ଲୋକଙ୍କୁ କରୁଥିଲେ ସଚେତନ

News Fuse
୨୨ ବର୍ଷ ହେଲା ଚାଲିଥିଲା, ହେଲେ ଏବେ ବୁଡ଼ିଗଲା ବିଜେଡି ଡଙ୍ଗା

ଆଲୋ ଆଲୋ...୨୨ ବର୍ଷ ହେଲାଣି ଚାଲିଛି, କୋଉଠି ତ ଗୋଟିଏ ମାଇନର୍‌ ଲିକ୍‌ ହେବ ନା ନାହିଁ? ଦେଖୁନୁରେ ନାରଣ କେମିତି ନଈ ଭିତରେ ବୁଡିଗଲା ବିଜେଡ଼ି ଡଙ୍ଗା। ହେଲେ ଏ ଡଙ୍ଗାରେ ବିଜେପି କି କଂଗ୍ରେସ ପାସେଞ୍ଜରଙ୍କୁ ଯିବାର ଅନୁମତି ଅଛି କି ନାହିଁ?