ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକ ଭାବେ ମିଳିଥିବା ସିଏଜି ତଥ୍ୟ ଅନୁଯାୟୀ, ପୁରୀର ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ ୮ କୋଟି ଟଙ୍କା କ୍ଷତି ହୋଇଛି ।
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।
ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।
ଭଗବାନଙ୍କ ସମ୍ପତ୍ତି ଉପରେ ଆଖି । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି।