ହଠାତ୍ ଆକାଶରେ ଘୋଟି ଆସିଲା କଳା ବାଦଲ, ଏହାପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଛୁଇଁଲା। ହଠାତ୍ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବାସହ ଭୟଭୀତ ହୋଇଯାଇଥିଲେ।
ଗଛରେ ଝୁଲୁଛି ମୃତଦେହ, ରାସ୍ତାରେ ଫୁଲରେ ସଜେଇ ଲେଖା ହୋଇଛି ‘LOVE U’। ରାସ୍ତାକଡ଼ ନିମ୍ବ ଗଛରୁ ଝୁଲୁନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।
ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର
ଶାଶୂଘର ଲୋକଙ୍କ ଅତ୍ୟାଚାରରେ ବେହୋସ ହୋଇ ପଡ଼ିଲା ମାଆ
କଫି ପରେ କାଜୁକୁ ନେଇ ଏବେ ଭାରି ଚର୍ଚ୍ଚାରେ କୋରାପୁଟ।
ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ
ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।
ନକ୍ସଲ ସଂଗଠନର ଡାକରା ଦେବା ମାତ୍ରେ ବନ୍ଦ ହୋଇଯାଉଛି ସରକାରୀ ବସ୍ ଚଳାଚଳ। ଲାଲ୍ବାହିନୀ ସହିଦ ସପ୍ତାହ ପାଳନ କରୁଥିବାରୁ ଏବେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।
୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ ।
ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା ।
ଭରା ନଈରେ ଏମିତି ନିଜ ଜୀବନକୁ ବାଜିରେ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। କେତେବେଳେ କଣ ବିପଦ ଘଟିବ ତାହା କେହି ବି କହିପାରିବେ ନାହିଁ। ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି...ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି। ଏ ଦୃଶ୍ୟ ହେଉଛି ଗଂଜାମ ସୋରଡାର
ନିର୍ବାଚନ କମିଶନଙ୍କ ୱେବସାଇଟ୍ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।
ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଲେ, ଆଉ ପିଲାମାନେ ଯେତେବେଳେ ଜାଣିଲେ ଆଜି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କରିବାର ଅନ୍ତିମ ଦିନ, ଆରମ୍ଭ ହୋଇଗଲା ସେଇ ଭାବପ୍ରବଣ ମୁହୂର୍ତ୍ତ । ପିଲାମାନେ ଏକାଠି ହୋଇ ଦିଦିଙ୍କୁ ପ୍ରଣାମ ଜଣାଇଲେ। ଆଉ ତା’ ପରେ କାନ୍ଦିବା ଆରମ୍ଭ କଲେ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି...
ଭଜମନ ତୁମେ ହରିବୋଲ ପକାଅ। ଠିକ୍ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...
ଏଇ ନମ୍ବରରେ କଲ୍ ଆସୁଛି କି? ସାବଧାନ ରୁହନ୍ତୁ, ଉଠାଇବା ମାତ୍ରେ ବ୍ୟକ୍ତିଗତ ତଥ୍ୟ ସହ ଏଇ ସବୁ ଜିନିଷ ହେବ ଭାଇରାଲ
କେବଳ ଟ୍ରେନ ଓ ଫ୍ଲାଇଟ ନୁହେଁ ଏବେ ବସରେ ଯାତ୍ରୀ କରିପାରିବେ ବିଦେଶ ଭ୍ରମଣ...
ଇତିହାସ ରଚିଲା ବଣ୍ଡାଝିଅ। ୮୨.୬୬ ପ୍ରତିଶତ ନମ୍ବର ରଖି ହେଲା ଜିଲ୍ଲା ଟପ୍ପର। ଏବେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ...ହେଲେ ଅର୍ଥ ସାଜୁଛି ବାଧକ। ସରକାରୀ ସାହାଯ୍ୟ ମିଳିଲେ...
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କୁନି ଝିଅ। କହିଲା, ମୋଦି ଜୀ...ପେନସିଲ, ରବର ଆଉ କଟର ସବୁ ଦାମ ବଢାଇ ଦେଲେ। ସ୍କୁଲରେ ପେନସିଲ୍ ହଜେଇ ଦେବାରୁ ମାଆ ମତେ ପ୍ରବଳ ମାରୁଛି। ମୁଁ ଏବେ କରିବି କଣ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କୁନି ଝିଅର ଚିଠି
ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ । ହେଲେ ଦୁର୍ଭାଗ୍ୟବଶତଃ ନିଜେ ଖାଇ ମରିଗଲେ...
ମଣିଷ ପରି ଠୋ ଠୋ ହୋଇ ହସୁଛନ୍ତି ପକ୍ଷୀ... ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...
ଦେଓମାଳି ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ରେକର୍ଡରେ ନ ଥିବାବେଳେ କିଭଳି ରେକର୍ଡକୁ ଅଣାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍ଶୀଘ୍ର ବୈଠକ ବସି ସମାଧାନ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।
ବିଜୁଳି ବିଭାଗର ଚରମ ଅବହେଳା। ଦୁଇ ହାତ ହରାଇଲା ୭ ବର୍ଷର କୁନି ପୁଅ ମୁନା। ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ହେଉଛି ଛଟପଟ। ଛୋଟ ବୟସରେ ପଚାରୁଛି ବଡ଼ ପ୍ରଶ୍ନ, ମୋ ଦୁଇ ହାତ ମତେ ଦେବ କିଏ? ଜାଣନ୍ତୁ କଣ ଥିଲା ପୂରା ଘଟଣା?
କାଲିଫର୍ଣ୍ଣିଆରୁ ଫେରିଛନ୍ତି ନୂଆପଡାର ବୈଜ୍ଞାନିକ। ଆଖି ଡ୍ରପ୍ ପାଇଁ କରୁଥିଲେ ରିସର୍ଚ୍ଚ...ଆଉ ଯିଏ ତାଙ୍କ ଡ୍ରପ୍ ଥରେ ଆଖିରେ ପକାଇଛି ତାଙ୍କୁ କେବେବି କରିବାକୁ ନପଡ଼ିପାରେ ଆଖି ଅପରେସନ୍। ଦେଖନ୍ତୁ ଏଇ ଭିଡିଓ
ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ କରାଯାଇଥିଲା। ସର୍ଭେ ପରେ ଗୋପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ୍ ଇଣ୍ଡିଆ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।