ବିଜୁଳି ବିଭାଗର ଚରମ ଅବହେଳା। ଦୁଇ ହାତ ହରାଇଲା ୭ ବର୍ଷର କୁନି ପୁଅ ମୁନା। ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ହେଉଛି ଛଟପଟ। ଛୋଟ ବୟସରେ ପଚାରୁଛି ବଡ଼ ପ୍ରଶ୍ନ, ମୋ ଦୁଇ ହାତ ମତେ ଦେବ କିଏ? ଜାଣନ୍ତୁ କଣ ଥିଲା ପୂରା ଘଟଣା?
Published: Pallipuspa Samal
Last updated: 02 August 2022, 09:27 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।