ନଦୀ ପାର ହେଲା ବେଳେ ପାଣିରେ ଫସି ରହିଲେ ମାଆ ପୁଅ । ୩ ଘଣ୍ଟା ଧରି ଫସି ରହିବା ପରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିବାର ସୂଚନା ମିଳିଛି ।