ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଲେ, ଆଉ ପିଲାମାନେ ଯେତେବେଳେ ଜାଣିଲେ ଆଜି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କରିବାର ଅନ୍ତିମ ଦିନ, ଆରମ୍ଭ ହୋଇଗଲା ସେଇ ଭାବପ୍ରବଣ ମୁହୂର୍ତ୍ତ । ପିଲାମାନେ ଏକାଠି ହୋଇ ଦିଦିଙ୍କୁ ପ୍ରଣାମ ଜଣାଇଲେ। ଆଉ ତା’ ପରେ କାନ୍ଦିବା ଆରମ୍ଭ କଲେ।