ମଟନ, ଚିକେନ, ପନିର, ଛତୁ, ବୈଡ୍, ବିରିୟାନୀ... କୌଣସି ଖାଦ୍ୟ ବାଦ୍ ପଡିନି ବାସି ଲିଷ୍ଟରୁ ।
ବାଲେଶ୍ୱର ସିମୁଳିଆ ଥାନା ଦଧିବାମନପୁର ଗାଁରେ ବାସିଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।