୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ ।