ଏଇ ନମ୍ବରରେ କଲ୍ ଆସୁଛି କି? ସାବଧାନ ରୁହନ୍ତୁ, ଉଠାଇବା ମାତ୍ରେ ବ୍ୟକ୍ତିଗତ ତଥ୍ୟ ସହ ଏଇ ସବୁ ଜିନିଷ ହେବ ଭାଇରାଲ
Published: Pallipuspa Samal
Last updated: 02 August 2022, 12:50 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।