• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Babushan Mohanty
ବାବୁସାନଙ୍କ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ପତ୍ନୀ ତୃପ୍ତିଙ୍କ ସହ ବିବାଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Aamir Khan's stardom
ଆଉ ବଲିଉଡ୍‌ରେ ଚାଲୁନି ଅମୀର ଖାନ୍‌ଙ୍କ ଫିଲ୍ମ?

ବଲିଉଡ୍‌ରେ ଆଉ ଚାଲୁନି ଅମୀର ଖାନ୍‌ଙ୍କ ଫିଲ୍ମ। ଆକ୍ଟିଂ ଦେଖିବାକୁ ପସନ୍ଦ କରୁନାହାନ୍ତି କି ଲୋକେ? ନା କଣ ରହିଛି ଅନ୍ୟ କାରଣ?

Murder In khurdha
ଖୋର୍ଦ୍ଧାରେ ଚାଞ୍ଚଲ୍ୟ ! ଛାତ ଉପରେ ଶୋଇଥିବାବେଳେ ଯୁବକଙ୍କୁ ହତ୍ୟା

ଘର ଛାତ ଉପରେ ଶୋଇଥିବାବେଳେ ହତ୍ୟା...ମାରଣାସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ...

Making News
ମୁଁ କହିବି, ତୁ ମୋର କଣ ଓଖାଡି ଦେବୁ?

ଜାଗା ଭାଗ ହେଲେ ବାପା ରହିବେ କେଉଁଠି? କହିଦେଉଛି ସେଇଟାକୁ ଜମା ମଝିରେ ଏପଟ ସେପଟ କରନି..ନହେଲେ ଫୋପାଡି ଦେବି

scb medical
SCBରେ ଚାଲିଛି ବଡ଼ ଘୋଟାଲା...ବିନା ଲାଞ୍ଚରେ ହେଉନି ଅଲଟ୍ରାସାଉଣ୍ଡ !

ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍‌ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ

Cyber Crime
MSME ଆପ୍‌ ଡାଉନଲୋଡ୍‌ କରୁ କରୁ ଆକାଉଣ୍ଟରୁ ଗାଏବ ହେଲା ଟଙ୍କା...

ସରକାରୀ ଆପ୍‌ ଡାଉନଲୋଡ୍‌ କରୁ କରୁ ଆକାଉଣ୍ଟ ହୋଇଗଲା ଖାଲି। ଫୋନ୍‌ କରି ମାଗିଲେ ଟଙ୍କା...କହିଲେ ଯଦି ନଦେବ ତେବେ...ଦେଖନ୍ତୁ ଏହା ପରେ ହେଲା କଣ?

selfish dog owner
ସ୍ୱାର୍ଥପର ମଣିଷ, ବୁଢ଼ା ହେଇଗଲା ବୋଲି ପୋଷା କୁକୁରକୁ ରାସ୍ତାରେ ଛାଡ଼ି ଛୁ

ଘରର ଷ୍ଟାଟସ୍ ଓ ସୁରକ୍ଷା ବଢ଼େଇବା ପାଇଁ, ଦିନେ ଯେଉଁ ବିଦେଶୀ କୁକୁରଟିକୁ ଘରକୁ ଆଣିଥିଲେ, ଆଜି ତାକୁ ରାସ୍ତାକଡ଼ରେ ଛାଡ଼ି ଲୁଚି ଲୁଚି ପଳେଇଛନ୍ତି। କାରଣ ହେଲା, କୁକୁରଟି ବୁଢ଼ା ହୋଇଗଲା ଆଉ ତାକୁ ରୋଗ ମାଡ଼ି ବସିଲା। ମଣିଷ କ’ଣ ଏତେ ସ୍ୱାର୍ଥପର ପାଲଟି ଯାଇପାରେ? ଦେଖନ୍ତୁ ଏହି ଭିଡିଓ

Market Building
ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍‌ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।

Special story
ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ : ଓଟିଭି ଇଂଲିଶ୍ ସୋସିଆଲ୍ ମିଡିଆ ଟିମରେ କରୁଥିଲେ କାମ

ପଟିଆ ରେଳ ଷ୍ଟେସନ ନିକଟ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି ।

people risk their lives to cross river
ଭଙ୍ଗା ସିମେଣ୍ଟ ପୋଲ୍‌ ହିଁ ସାହାଭରଷା...ଟିକିଏ ଏପଟ ସେପଟ ହେଲେ ଚାଲିଯିବ ଜୀବନ...

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ଏଇ ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା...ପଂଚାୟତକୁ ଯାଉଛନ୍ତି ଲୋକ। ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।

Sans Bridge
ସ୍କୁଲ୍‌ ଯାଆସ ପାଇଁ ଭଙ୍ଗା ଦଦରା ସିମେଣ୍ଟ ଖୁଣ୍ଟ ହିଁ ଏକମାତ୍ର ସାହାରା

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା । ପଞ୍ଚାୟତକୁ ମଧ୍ୟ ଯିବା ଆସିବା କରୁଛନ୍ତି ଲୋକେ । ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।

News Fuse
ଟ୍ରାକ୍ଟରରେ ବସି ବନ୍ୟା ଅଂଚଳ ବୁଲିଲେ ମୁଖ୍ୟମନ୍ତ୍ରୀ...

ଟ୍ରାକ୍ଟରରେ ବସି ବନ୍ୟା ଅଂଚଳ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ଖାଲି ଶୁଣିଲେ ତାହା ନୁହେଁ ବରଂ କାଦୁଅ ଭିତରେ ପଶି ଲୋକଙ୍କ ସହ ହାତ ମିଳାଇଲେ, ସେମାନଙ୍କ ଦୁଃଖ ବୁଝିଲେ। ହେଲେ ଆମର ତ ଖାଲି ଭିଡ଼ିଓ କନଫରେନ୍ସିଂ...

Clerk leave letter viral in Kanpur block
ପତ୍ନୀ ରାଗି ବାପଘର ପଳେଇଲେ; ମନେଇବା ପାଇଁ ୩ ଦିନ ଛୁଟି ଦରଖାସ୍ତ

ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।

Srimandir
ଗର୍ଭଗୃହରେ ଖସିଲା ପ୍ଳାଷ୍ଟର, ବଡ଼ ଆଘାତରୁ ବର୍ତ୍ତିଗଲା ମହାପ୍ରଭୁ ବଳଭଦ୍ରଙ୍କ ଶ୍ରୀଅଙ୍ଗ

ଏଏସ୍‌ଆଇକୁ ଦୋଷ ଦେଲେ ସେବାୟତ ଓ ଭକ୍ତ । ଏତେ ଗୁରୁତର ଘଟଣା ନୁହଁ କହିଲେ ଏଏସ୍‌ଆଇ ଅଧିକାରୀ । ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ? 

B-Tech Studnet
ଚାକିରିରୁ ପାଉଥିଲେ ୧୬ ହଜାର, ଏବେ ଚାଷରୁ ମାସିକ ରୋଜଗାର ୭୦ ହଜାର

ସାରା ଦେଶରେ ଅନେକ ଚାଷୀ ରହିଛନ୍ତି । ହେଲେ ଆଜି ଆମେ ଏଭଳି ଏକ ଚାଷୀ କଥା କହୁଛୁ, ଯିଏ ବି-ଟେକ ପାଠ ପଢି ସାରିଲା ପରେ ଏଲଆନ୍‌ଟି ଭଳି କଂପାନୀର ଚାକିରି ଛାଡି ଗାଁକୁ ଆସି ଚାଷ କାମରେ ମାତିଛନ୍ତି । ଆଜି ସେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Daily Wage Labor
ଶହେ ଟଙ୍କା ଉଠାଇଲେ ଦିନ ମଜୁରିଆ, ATM ରୁ ସ୍ଲିପ୍ ଆସିଲା ଆକାଉଣ୍ଟରେ ଅଛି ୨.୭ କୋଟି ଟଙ୍କା

ବାରମ୍ବାର ବ୍ୟାଙ୍କ ଅଫିସରଙ୍କୁ କହିଲେ ଚେକ୍‌ କରିବା ପାଇଁ । ଶେଷରେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ମଧ୍ୟ ବାହାର କଲେ । ଆଉ ସେଥିରେ ମଧ୍ୟ ତାହା ସ୍ପଷ୍ଟ ଭାବେ ଲେଖା ଥିଲା ଯେ, ଆକାଉଣ୍ଟରେ ଜମା ଅଛି ୨.୭ କୋଟି ଟଙ୍କା ।

Famous people born in Pakistan who made india their home
ଏହି ୧୦ ମହାନ ବ୍ୟକ୍ତି ପାକିସ୍ତାନରେ ଜନ୍ମ ହୋଇଥିଲେ ବି ଭାରତୀୟ ଭାବେ ପରିଚିତ

ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ଥାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନକ କାମ ଆଜି ଭାରତକୁ ଗର୍ବିତ କରେ। ସେମାନଙ୍କୁ ସମସ୍ତେ ଭାରତୀୟ ବୋଲି ମାନନ୍ତି। ଆସନ୍ତୁ ଏମିତି ୧୦ ଜଣ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକେଇବା।

Stale Food
ବାସି ଖାଦ୍ୟ ନେଲା ଜୀବନ; ୫ ଗୁରୁତର

ବାଲେଶ୍ୱର ସିମୁଳିଆ ଥାନା ଦଧିବାମନପୁର ଗାଁରେ ବାସିଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

Private ITI college principal in Mayurbhanj in trouble after students protest
ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ୍‌ଙ୍କ ଭାଇ ! 

ଏକ ଘରୋଇ ITI କଲେଜରେ ଜଣେ ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ସାନ ଭାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ କଲେଜ ପ୍ରିନ୍ସିପାଲଙ୍କ ସାନ ଭାଇ ମାଡ଼ ମାରିବା ଭିଡିଓ ଭାଇରାଲ୍ ହୋଇଛି।

Rakhis For Jawans
ଏଥର ରାକ୍ଷୀପୂର୍ଣ୍ଣିମା ହେବ ନିଆରା, ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ ଯାଜପୁର ଛାତ୍ରଛାତ୍ରୀ

ଏଥର ଯାଜପୁରର ରାକ୍ଷୀ ବାନ୍ଧିବେ ଯବାନ। ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ। ସୀମାରେ ଦେଶର ସୁରକ୍ଷା କରୁଥିବା ଭାଇଙ୍କ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ସ୍ୱତନ୍ତ୍ର ଡାକରେ ପଠାଗଲା ରାକ୍ଷୀ। ଛାତ୍ରଛାତ୍ରୀ କହିଲେ, ଆମେ ତ ସେନାରେ କାର୍ଯ୍ୟରତ ଥିବା ଭାଇଙ୍କୁ କିଛି ଦେଉନୁ, ବାସ୍‌ ଟିକିଏ ସ୍ନେହ ଦେଉଛୁ..

Odisha woman elopes with another man
ପୁଅ, ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ସ୍ତ୍ରୀ ଫେରାର !

ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବାରମ୍ବାର ଥାନାକୁ ଡକାଉଥିବାରୁ ମାନସିକ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ନ୍ୟାୟ ନପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି।

Mother Son Stucked
ନଦୀ ମଝିରେ ଅଭାବନୀୟ ଘଟଣା; ୩ ଘଣ୍ଟା ଧରି ଫସି ରହିଲେ ମାଆ ପୁଅ

ନଦୀ ପାର ହେଲା ବେଳେ ପାଣିରେ ଫସି ରହିଲେ ମାଆ ପୁଅ । ୩ ଘଣ୍ଟା ଧରି ଫସି ରହିବା ପରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିବାର ସୂଚନା ମିଳିଛି ।

special report
ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

ଓଡ଼ିଶାରେ ବଢ଼ି ବଢ଼ି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । ଏବେ ରାଜ୍ୟରେ ଅଛନ୍ତି ୧୭ ଲକ୍ଷ ବୁଲା କୁକୁର।