ଭଜମନ ତୁମେ ହରିବୋଲ ପକାଅ। ଠିକ୍ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...
Published: Pallipuspa Samal
Last updated: 02 August 2022, 01:44 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।