special story
ଛାତିଫଟା ଦୃଶ୍ୟ...ଶାଶୂଘର ଲୋକଙ୍କ ଅତ୍ୟାଚାରରେ ବେହୋସ ହୋଇ ପଡ଼ିଲା ମାଆ। ଟକଟକ ବାଲିରେ ସିଝି ଯାଉଥିଲା ବୋହୂ...ହେଲେ ମାଆର କଷ୍ଟକୁ ଦେଖି ପାରିଲା ନାହିଁ ଛୁଆ। ଛତା ଧରି ମାଆକୁ ଦେଲା ଛାଇ। ସ୍ୱାମୀର ଅନୁପସ୍ଥିତିରେ ବୋହୂକୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଦେଖନ୍ତୁ କେମିତି ମାଆକୁ ଛାଇ ଦେଉଛି କୁନି ଛୁଆ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)