• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

BMCs mobile latrines worth crores of rupees damaging
ଧୂଳି ସାତ ହେଲାଣି ବିଏମ୍‌ସିର ମୋବାଇଲ ଟୟଲେଟ୍ ବ୍ୟବସ୍ଥା

୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।

BMC's mobile latrines worth crores of rupees damaging
ଖତ ଖାଉଛି ବିଏମ୍‌ସିର କୋଟି କୋଟି ଟଙ୍କାର ମୋବାଇଲ୍ ପାଇଖାନା

ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍‌ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା।

Elephant death in Odisha
କାହିଁକି ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା

କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍‌କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?

Ratnabhandar
ଖୋଲିବ କି ରତ୍ନଭଣ୍ଡାର ? ଭିତର ଭଣ୍ଡାର ବିମ୍‌ରେ ଫାଟ, ଛାତରୁ ଗଳୁଛି ପାଣି

ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।

BOLBAM
ଇଂଲଣ୍ଡରେ ବି କାଉଡ଼ିଆଙ୍କ ବୋଲବମ୍‌ ଯାତ୍ରା

ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।

Marriage
ନବ ବିବାହିତଙ୍କୁ ସରକାର ଦେବେ ଗିଫ୍ଟ ! କଣ୍ଡୋମ, ପ୍ରେଗ୍ନେନ୍‌ସି ଟେଷ୍ଟିଂ କିଟ୍ ଆଦି ରହିବ ପ୍ୟାକେଟ୍‌ରେ

ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।

Pipili Accident
ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହି ବସ୍ ! ଜଣେ ମୃତ, ୧୫ ଆହତ

ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Flood
ହୀରାକୁଦରେ ଖୋଲିଲା ୨୦ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...ଦେଖିବା କିଛି ଝଲକ୍...

ଆସୁଛି ଅଗଷ୍ଟ ୧୫...ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...

Ratna Bhandar Of Puri Jagannath Temple
ଖୋଲିବ କି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ?

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା।

Police Constable
ହାବିଲଦାରଙ୍କୁ ଶହେ ସଲାମ; ୮ ବର୍ଷ ହେବ ରାକ୍ଷୀପୂର୍ଣ୍ଣିମାରେ କରୁଛନ୍ତି ରକ୍ତଦାନ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ.

Dilapidated School
ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠପଢ଼ା! ଯେଉଁଠି ପଢ଼ିବେ, ସେଇଠି ଚାଲିଛି ରୋଷେଇ..

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

4 Police officials from Odisha receive Union Home Minister's Medal for Excellence in Investigation
ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ୍‌ ପାଇବେ ମେଡାଲ୍‌

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ୍‌ ଘୋଷଣା ହୋଇଛି। ଦେଶର ମୋଟ୍‌ ୧୫୧ ପୋଲିସ ଅଫିସରଙ୍କୁ ପଦକ ମିଳିବ।

Boat library
ସାବାସ୍ ବନବିଭାଗ...ବୋଟ୍‌ରେ ତିଆରି କଲା ଲାଇବ୍ରେରୀ...

ସାବାସ୍‌ ବନବିଭାଗ। ବୋଟ୍‌ରେ ତିଆରି କଲା ଲାଇବ୍ରେରୀ...ଯେଉଁ ପର୍ଯ୍ୟଟକ ବୁଲି ଆସିବେ, କୁମ୍ଭୀର ହରିଣ ଦେଖିବା ସହ ବହି ପଢି ଅନେକ କିଛି ଜାଣିବେ। ଦେଖନ୍ତୁ କେମିତି ଲାଇବ୍ରେରୀରେ ବହି ପଢିବା ପାଇଁ ଲାଗିଛି ଭିଡ଼

Bull With Fractured Leg
ନୃଶଂସ ମଣିଷ...ଧାନ ଖାଇଲା ବୋଲି ଷଣ୍ଢର ଗୋଡକୁ ଦେଲା ହାଣି..

ଏ ମଣିଷ ନା ରାକ୍ଷସ? ବିଲରେ ପଶି ଧାନ ଖାଇଦେଲା ବୋଲି ଗୋଡେଇ ଗୋଡେଇ ଷଣ୍ଢର ଗୋଡ ହାଣିଦେଲା ନୃଶଂସ ମଣିଷ। ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ନିରୀହ ପଶୁ। ସେପଟେ ଷଣ୍ଢର ଅବସ୍ଥାକୁ ଦେଖି ସ୍କୁଲରେ ରଖି ସେବା କରୁଛନ୍ତି ଶିକ୍ଷୟିତ୍ରୀ..

Police Constable
ଭାଇ ତୁମେ ମହାନ... ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ କରୁଛନ୍ତି ରକ୍ତ ଦାନ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..

Wife Begging
ରୋଜଗାରିଆ ପୁଅର ଜୀବନ ପାଇଁ ବାର ଦୁଆରେ ହାତ ପାତୁଛନ୍ତି ପରିବାର

ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ । ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ । ଅପରେସନ୍‌ ହେଲେ ସ୍ୱାମୀ ବଞ୍ଚିବେ । ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ । ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର, ଅକ୍ଷୟଙ୍କୁ ବଞ୍ଚାଇ ଦିଅ ।

3 arrested for duping over Rs 4 crore on pretext of selling Apolo clinic
କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ଟଙ୍କା ଠକେଇ

 ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ୬୪ ଲକ୍ଷ ଟଙ୍କା ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

  • Friday, 12 August 2022
  • Fraud
Jalaka river crosses danger mark
ବିପଦ ସଙ୍କେତ ଟପିଲା ଜଳକା ନଦୀ

ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ମଥାନୀ ଠାରେ ଜଳକା ଏବେ ୬.୨୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି।

Vendors mint money as demand for tricolour flag flies high
ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା

ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା।  ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର। 

Post Mortem Delayed For 20 Hrs As Police Didn't Turn Up
୨୦ ଘଣ୍ଟା ହେଲାଣି ପଡ଼ିଛି ଶବ, ପୋଲିସ୍‌ ନଆସିବାରୁ ହୋଇପାରୁନି ପୋଷ୍ଟମର୍ଟମ

୨୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, ସକାଳରୁ ସଞ୍ଜ ହେଲା, ପୁଣି ସକାଳ ହେଲା, କିନ୍ତୁ ପୋଲିସ ନଆସିବାରୁ ହୋଇପାରୁନି ଶବ ବ୍ୟବଚ୍ଛେଦ। ଏବେ ବି ମୃତଦେହ ସେମିତି ହସ୍ପିଟାଲ୍‌ରେ ପଡ଼ି ରହିଛି।

  • Friday, 12 August 2022
Ratna Bhandar
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି ଲେଖିଲା ASI

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା।

Heart attack
ଫିଟ୍‌ ରହିବା ପାଇଁ ବିଷ ଖାଉଛନ୍ତି ଆଜିକା ଯୁବକ !

ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍‌ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍‌ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।

Mentally Challenged
ଭୋକ ଏତେ ଯେ, ଶେଷରେ ଡଷ୍ଟବିନ୍‌ରୁ ପଚାସଢ଼ା ଖାଦ୍ୟ ଖାଇଲେ

ଦାରୁଣ ଦୃଶ୍ୟ...ଭୋକରେ ପେଟ ପୋଡିଯାଉଛି, କିଛି ଖାଇବାକୁ ମିଳୁନି। ଭୋକ ଏତେ ମାତ୍ରାରେ ହେଉଛି ଯେ, ରାସ୍ତାରେ ଥିବା ଡଷ୍ଟବିନରୁ ପଚା ଖାଦ୍ୟ ଖାଇଯାଉଛି ମଣିଷ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Deepika
''ମୋ ଟେଣ୍ଟ ଭାଙ୍ଗିଦେଲେ, ଧମକ ଚମକ ଦେଲେ''

ସ୍ତ୍ରୀର ମାନ୍ୟତା ଦାବି କରି ଧାରଣାରେ ପ୍ରାୟ ୧୦ ଦିନ ହେଲା ବସି ରହିଛନ୍ତି ଦୀପିକା ।