ଏ ମଣିଷ ନା ରାକ୍ଷସ? ବିଲରେ ପଶି ଧାନ ଖାଇଦେଲା ବୋଲି ଗୋଡେଇ ଗୋଡେଇ ଷଣ୍ଢର ଗୋଡ ହାଣିଦେଲା ନୃଶଂସ ମଣିଷ। ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ନିରୀହ ପଶୁ। ସେପଟେ ଷଣ୍ଢର ଅବସ୍ଥାକୁ ଦେଖି ସ୍କୁଲରେ ରଖି ସେବା କରୁଛନ୍ତି ଶିକ୍ଷୟିତ୍ରୀ..
Published: Manoranjan Behera
Last updated: 12 August 2022, 01:07 PM IST
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..