ଯେଉଁଠି ଗାଈଗୋରୁ, ସେଇଠି ରହୁଛନ୍ତି ମଣିଷ। ଦଉଡ଼ି ଦଉଡ଼ି ନୟାନ୍ତ ହେଲା ପରେ ବି ମିଳୁନି ଘର ଖଣ୍ଡେ । ଛାତଘର ତାଙ୍କ ପାଇଁ ହୋଇଛି ସାତ ସପନ । ଏବେ ଅଭାବ ଅନାଟନରେ ବିତୁଛି ଅଭିରାମଙ୍କ ପରିଵାରର ଜୀବନ।
ଦୁଃଖର ମଲାଟ ଭିତରେ ଜୀବନ ପୁସ୍ତକର ଗୋଟିଏ ପରେ ଗୋଟିଏ ଅଧ୍ୟାୟକୁ ବିଦାୟ ଦେଇଚାଲିଛି ହତଭାଗିନୀ ସ୍ତ୍ରୀ.. ଲୁହ ଛଳ ଛଳ ଆଖିରେ ଏଇ ନୁଆଁଣିଆ ଭଙ୍ଗା କୁଡ଼ିଆ ଭିତରୁ ସ୍ୱାମୀର ଜୀବନ ଭିକ୍ଷା ମାଗୁଛି ସେ.. ଭୋକ ଯନ୍ତ୍ରଣାକୁ ସିନା ସେ ପେଟରେ ଓଦାକନା ପକାଇ ସହିଯିବ.. ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ନିଜ ସ୍ୱାମୀକୁ ଦେଖି ସେ ସହିପାରୁନି..
ଗଂଜାମ ଜଗନ୍ନାଥପ୍ରସାଦ କୁଡୁତାଇ ଗାଁର ଘଟଣା, ପିଲାଙ୍କ ପାଠପଢା ଓ ଘର ଖଣ୍ଡେ ପାଇଁ ନିବେଦନ