irregularities in construction of road
ବାଃ ବାଃରେ ପ୍ରଶାସନ। ସାଢେ ସାତ କିମି ରାସ୍ତା କଲେ, ଆଉ ଦେଢ କିମି ବେଳକୁ ହାତ ଟେକିଦେଲେ। ଘାଟି ରାସ୍ତା ତିଆରି ନହେବାରୁ ରାସ୍ତା ନିର୍ମାଣର ଫଳ ଶୂନ। ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତି କରି ବସିପଡିଛି ପ୍ରଶାସନ। ହଇରାଣ ହେଉଛନ୍ତି ଗାଁ ଲୋକ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)