Advertisment

ଅମର ରହିବ ଶୁଭମ୍‌...ନିଜେ ଚାଲିଗଲା, ଦୁଇଜଣଙ୍କୁ ଦୁନିଆ ଦେଖାଇଲା

ଶୁଭମ୍‌ଙ୍କୁ ସାଲ୍ୟୁଟ୍‌। ନିଜେ ସିନା ଚାଲିଗଲେ ହେଲେ ଦୁଇଜଣଙ୍କୁ ଦୁନିଆ ଦେଖାଇଲେ...ସପ୍ତମ ଶ୍ରେଣୀର ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ମାଆ...ପାଣି ଛିଞ୍ଚିଲେ ବି ଉଠୁନି। ଆଉ ସେପଟେ ପୁଅ ଯୋଉ କାମ କରିଦେଇ ଗଲା ସେନେଇ ଗର୍ବ କରୁଛନ୍ତି ପରିବାର। ଗୋଟିଏ ପଟେ ଜୁଇ ଜଳୁଛି, ଅନ୍ୟ ପଟେ ଶୁଭମ ଅମର ରହେ ନାରା ପଡୁଛି

author-image
Pallipuspa Samal

ଶୁଭମ୍‌ଙ୍କୁ ସାଲ୍ୟୁଟ୍‌। ନିଜେ ସିନା ଚାଲିଗଲେ ହେଲେ ଦୁଇଜଣଙ୍କୁ ଦୁନିଆ ଦେଖାଇଲେ...ସପ୍ତମ ଶ୍ରେଣୀର ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ମାଆ...ପାଣି ଛିଞ୍ଚିଲେ ବି ଉଠୁନି। ଆଉ ସେପଟେ ପୁଅ ଯୋଉ କାମ କରିଦେଇ ଗଲା ସେନେଇ ଗର୍ବ କରୁଛନ୍ତି ପରିବାର। ଗୋଟିଏ ପଟେ ଜୁଇ ଜଳୁଛି, ଅନ୍ୟ ପଟେ ଶୁଭମ ଅମର ରହେ ନାରା ପଡୁଛି

Advertisment
Kid Dead In Snake Bite Donates Eyes
Advertisment
Advertisment