• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Baitarani
ରକ୍ଷା କର..! ବୈତରଣୀ ଦେଖାଉଛି କରାଳ ରୂପ, ଅଧା ଗାଁ ଗିଳି ସାରିଲାଣି.. ଆଉ ଅଳ୍ପ ବାକି ଅଛି

ବର୍ଷା ଦିନେ ବୈତରଣୀ ଯେତେବେଳେ କରାଳ ରୂପ ଦେଖାଉଛି ସେତେବେଳେ ଆତଙ୍କିତ ହେଉଛନ୍ତି ଗାଁ ଲୋକେ ।

School
ଛଣ ଛପର ସ୍କୁଲ-ଗୋବର ଲିପା ଚଟାଣ-ଜରିପାଲ କାନ୍ଥ ! ଏମିତି ଚାଲିଛି ସ୍କୁଲ..

ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।

Suryakiran airshow
କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’

ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିଥିଲା। ଏହାକୁ ଦେଖିବା ପାଇଁ ଲୋନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡ ଏତେ ହୋଇଯାଇଥିଲା ଯେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା।

Special story
ହସ୍ପିଟାଲ୍‌ରେ ଅତ୍ୟାଧୁନିକ ସୁବିଧା...ହେଲେ ଆସୁନାହାଁନ୍ତି ରୋଗୀ, ଚାରିଆଡ ଖାଁ ଖାଁ

୧୦୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲରେ ଜଣେ ବି ରୋଗୀ ନାହାନ୍ତି ।

Bihar woman reaches Odisha’s Bolangir to marry ‘married’ boyfriend
‘ତୁମେ ମୋର, ମୁଁ ତୁମକୁ କେବେବି ଛାଡ଼ିବିନି’; ହେଲେ ଏବେ...

ପ୍ରେମିକକୁ ଖୋଜି ଖୋଜି ଏବେ ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ପ୍ରେମିକା। ଏହି ସମୟରେ ବଲାଙ୍ଗିର ରେଲ୍‌ୱେ ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।

Special story
ଭାଗ୍ୟକୁ ନିନ୍ଦୁଛି ସୁମିତ୍ରା : ୭ ବର୍ଷରେ ପରିବାରର ୮ଜଣଙ୍କୁ ହରାଇ ଏବେ ସେ ସମ୍ପୂର୍ଣ୍ଣ ଏକା

ବିବାହ ବୟସରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି ସୁମିତ୍ରା । ଏବେ ତା’ର ନିଜର ବୋଲି କେହି ନାହିଁ । ଆହା ପଦେ କହିବାକୁ ପରିବାର ଲୋକ ବୋଲି କେହି ନାହାନ୍ତି ।

Baitarani River engulfing village
ରୁଦ୍ର ରୂପ ଦେଖାଉଛି ବୈତରଣୀ : ଆଉ ମାତ୍ର କିଛି ବର୍ଷରେ...

ଉପରେ ମୁଣ୍ଡରେ ବ୍ରିଜ୍‌, ତଳମୁଣ୍ଡରେ ବାଲିଗୁଳା...ରୂପ ବଦଳାଉଛି ବୈତରଣୀ। ମାତ୍ର ୨ ବର୍ଷ ଭିତରେ ୩୦ ଫୁଟ୍‌ ଗାଁ ଆଡକୁ ମାଡି ଆସିଲାଣି ନଈ। ପ୍ରଶାସନ ଦୃଷ୍ଟି ନଦେଲେ ନଈ ଗର୍ଭରେ ଲୀନ ହେବ ଏଇ ସବୁ ପଂଚାୟତ। ଚିନ୍ତାରେ ଗାଁ ଲୋକ...

Under 18 Students Not Allowed To Enter FM Junior College Campus With Bike And Scooty
ଏଣିକି ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀ କଲେଜକୁ ଗାଡ଼ି ଆଣିପାରିବେନି, ଧରାପଡ଼ିଲେ...

ଯାଞ୍ଚ ସମୟରେ ୧୮ ବର୍ଷରୁ କମ୍‌ ବୟସର କୌଣସି ଛାତ୍ରଛାତ୍ରୀ ଯଦି ଲାଇସେନ୍ସ ନଥାଇ କଲେଜ ପରିସରରେ ସ୍କୁଟି କିମ୍ବା ବାଇକ୍‌ ଚଳାଇବା ବେଳେ ଧରାପଡ଼ନ୍ତି ତା’ହେଲେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବ।

Cuttack's primary school
ଏମିତି ଚାଲିଛି ମୋ ସ୍କୁଲ ! ଗୋବର ଚଟାଣରେ ପିଲା ପଢୁଛନ୍ତି ପାଠ

ଏ ସରକାର ଶୋଇଛି କୋଉଠି? କୁଆଡେ ଗଲା ମୋ ସ୍କୁଲ ଯୋଜନା? କଟକ ପରି ଜିଲ୍ଲାରେ ମାଟି କୁଡିଆରେ ପିଲାଏ ପଢୁଛନ୍ତି ପାଠ । ଗୋବର ଚଟାଣରେ ଚାଲିଛି ଅ, ଆ, ଇ, ଈ....

Special story
ଅନୁଭବଙ୍କ ଟ୍ୱିଟ୍‌ ବାଣ : ଭାଇରାଲ୍‌ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କୁ ପ୍ରଶ୍ନ

ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ଅଡିଓକୁ ନେଇ ଟ୍ୱିଟ୍ କରି ସତ, ମିଛ ପଚାରିଲେ

Kid donates eyes
ଅମର ରହିବ ଶୁଭମ୍‌...ନିଜେ ଚାଲିଗଲା, ଦୁଇଜଣଙ୍କୁ ଦୁନିଆ ଦେଖାଇଲା

ଶୁଭମ୍‌ଙ୍କୁ ସାଲ୍ୟୁଟ୍‌। ନିଜେ ସିନା ଚାଲିଗଲେ ହେଲେ ଦୁଇଜଣଙ୍କୁ ଦୁନିଆ ଦେଖାଇଲେ...ସପ୍ତମ ଶ୍ରେଣୀର ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ମାଆ...ପାଣି ଛିଞ୍ଚିଲେ ବି ଉଠୁନି। ଆଉ ସେପଟେ ପୁଅ ଯୋଉ କାମ କରିଦେଇ ଗଲା ସେନେଇ ଗର୍ବ କରୁଛନ୍ତି ପରିବାର। ଗୋଟିଏ ପଟେ ଜୁଇ ଜଳୁଛି, ଅନ୍ୟ ପଟେ ଶୁଭମ ଅମର ରହେ ନାରା ପଡୁଛି

Special story
ମାଟିରେ ମିଶିଲା ପ୍ରସିଦ୍ଧ କିଶୋର ମଟନ୍‌ ହୋଟେଲ୍

ବୁଲଡୋଜର ଲଗାଇ ହୋଟେଲ୍ ଭାଙ୍ଗି ଦେଇଛି ବିଏମସି

Cash withdrawn from dead man’s account
ଜମା ଖାତାରୁ ଭୂତ ନେଇଗଲା ଟଙ୍କା

ଜମାକାରୀଙ୍କ ମୃତ୍ୟୁ ପରେ ଭୂତ ଚେକ୍ ମାଧ୍ୟମରେ ଉଠାଯାଉଛି ଟଙ୍କା। ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ  ଉଠାଇଲା ଟଙ୍କା ?

  • Friday, 16 September 2022
  • Fraud
News Fuse
ଅତିଥି ହୋଇ ଯାଇଥିଲେ...ଷ୍ଟେଜ୍‌ରେ ଧୁମ୍‌ ନାଚିଲେ କେନ୍ଦ୍ରମନ୍ତ୍ରୀ

ମଲା...ନେତା କଣ ନାଚନ୍ତି? ସେମାନେ ନଚାନ୍ତି ନା...ନାରଣ ଦେଖିଲୁ...ଇଏ କଣ? ଅତିଥି ହୋଇଯାଇଥିଲେ ଷ୍ଟେଜ୍‌ ଉପରେ ଧୁମ୍‌ ନାଚିଲେ ମନ୍ତ୍ରୀ। ଗାୟିକା ଭଉଣୀ ବି ଛାଡୁନାହାନ୍ତି

Woman in Maharastra
ବାଘଠୁ ଜୀବନ ବଂଚାଇବା ପାଇଁ..୭୦ କିମି ପହଁରିଲେ ମହିଳା...

ଜୀବନ ବଞ୍ଚାଇବା ପାଇଁ....୭୦ କିମି ନଈ ପହଁରିଲେ ମହିଳା। କହିଲେ...କଦଳୀ ପାଟୁଙ୍ଗା ସହ ଭଗବାନ ହେଲେ ସାହା...

Rs 80,00,000 cash seized during raid at a lodge in Bolangir
ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ, କେଉଁଠୁ ଆସିଲା ଏତେ ଟଙ୍କା ?

ଚଢାଉ ବେଳେ ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।

Suryakiran Airshow by IAF to be held at Kuakhai River Bank in Bhubaneswar today
ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା

ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍‌ୱା ଦେଖିବେ। 

Orphaned Grandson
ନାତି ପାଠପଢ଼ି ବଡ଼ ମଣିଷ ହେବ; ଅହରହ ଖଟୁଛି ଜେଜେମାଆ

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?

Share Market
ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।

Muslim Devotee
ମୁସଲିମ୍‌ ଭକ୍ତଙ୍କ ମୁହଁରେ ଜଗନ୍ନାଥ ଭଜନ

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌।

IAF Suryakiran Air Show
କାଲି ଶୋ’ ଆଉ ଆଜି ଜୋରଦାର୍‌ ଅଭ୍ୟାସ

ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି।

Farmer's Children
ଚାଷୀଘର ପିଲା ଇଣ୍ଡିଆ ଟପ୍ପର..

ଇଚ୍ଛାଶକ୍ତି ଥିଲେ ବାହାନା ନୁହେଁ ବରଂ ବାଟ ଦେଖାଏ। ଆଉ ନିଷ୍ଠା ଥିଲେ କେମିତି ସଫଳତା ମିଳେ ତାହା ଶିଖନ୍ତୁ ଏଇ ପିଲାଙ୍କଠୁ..

Artha Tatwa Chid Fund Scam
ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Special story
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଣଦେଖା : ଉଦଘାଟନର ୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ହଷ୍ଟେଲ୍

ବାଃ ବାଃ !! ଉଦଘାଟନ ହେଲା ହଷ୍ଟେଲ। ହେଲେ ୮ ବର୍ଷ ପରେ ବି କାମରେ ଲାଗିଲାନି...ଆଦିବାସୀ ଛାତ୍ରୀଙ୍କୁ କାହିଁକି ଅଣଦେଖା କଲା ପ୍ରଶାସନ?