ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି ।
ସମ୍ବଲପୁର ଠେଲକୋଲିରେ ଥିବା JSW-ଭୂଷଣ କାରଖାନାର ପ୍ରଦୂଷଣରେ ଆକ୍ତାମାକ୍ତା ସ୍ଥାନୀୟ ବାସିନ୍ଦା । ଗତକାଲି ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିଲା ପାଉଁଶ ଝଡ଼ ।