ଚାକିରି ପାଇଁ ମହିଳାଙ୍କ ଅଜବ ରିଜ୍ୟୁମ୍। ନିଜ ସୃଜନଶୀଳତା ଦେଖେଇବା ନେଇ କେକ୍ରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା।
ସିଲେଇ କରିଜାଣନ୍ତି, ଇଲେକ୍ଟ୍ରି କାମ କରନ୍ତି, ଟେଣ୍ଟ୍ ହାଉସ୍ ବି ଅଛି। ହାରମନିୟମ ଧରିଲେ ଗୀତ ଗାଆନ୍ତି। ଏତେ କାମ କରି ପାରୁଥିବା ସନ୍ତୋଷ କିନ୍ତୁ ସରକାରଙ୍କ ଉପରେ ଅସନ୍ତୋଷ। କାରଣ ସେ ଦୁନିଆ ଦେଖି ପାରନ୍ତି ନାହିଁ। ଦୃଷ୍ଟିବାଧିତ ସନ୍ତୋଷଙ୍କ ପାଇଁ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି
ଏହା ପରେ ସେମାନେ ହସ୍ପିଟାଲକୁ ଆସି ନିଜ ପିଲାକୁ ନେଇ ତୋଫାନଙ୍କ ଝିଅକୁ ଛାଡ଼ି ଯାଇଛନ୍ତି।
ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ଯାଇଁଲୁରେ ନାରଣ ତୁ ଆଉ କିଛି କହନା। ଏଠି ଟାଙ୍କି ପୂରା ଫୁଲ୍। ଗାଡ଼ି ମେନ୍ ରେ ଅଛି। ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି। ଆଜି ପେଗ୍ ବଢ଼ି ଯାଇଛି
ଆଜି ସହିଦ ଭଗତ ସିଂହଙ୍କ ଜନ୍ମଦିନ। ସେ ଦେଶର ସ୍ୱାଧୀନତା ପାଇଁ କମ ବୟସରେ ଫାଶି ଖୁଣ୍ଟରେ ଝୁଲିଯାଇ ନିଜ ନାଁକୁ ମୁକ୍ତି ସଂଗ୍ରାମରେ ଲେଖିଦେଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।
ମାଆଙ୍କୁ ଅନ୍ତରର କଥା ଜଣାଇ ମାନସିକ ପୂରଣ ପାଇଁ ଲେଖିଛନ୍ତି ଭକ୍ତ ଜଣକ ।
ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।
ବର୍ଷା ଦିନରେ ବିବର୍ଣ୍ଣ ରୂପ ଦେଖି ଶ୍ରଦ୍ଧାଳଙ୍କୁ ମନରେ ଶଙ୍କା । ଉଦ୍ୟାନ ବିଭାଗ କହିଲା ସଁବାଳୁଆ ପ୍ରଭାବରୁ ପତ୍ରଝଡ଼ା ।
ମାନସିକ ପୂରଣ ପାଇଁ ମାଆଙ୍କ ନିକଟକୁ ଚିଠି । ସମଲେଇଙ୍କ ହୁଣ୍ଡିରୁ ବାହାରିଲା ଏକାଧିକ ହାତଲେଖା ଚିଠି ।
ଡେଡ୍ ଲାଇନ୍ ପୂର୍ବରୁ ଆବେଦନ କରିଥିଲେ ଫାଇନ୍ ନାହିଁ । ବୁକିଂ ସ୍ଲଟ ମିଳୁନଥିବାରୁ ଟେନ୍ସନ୍ରେ ଲୋକେ ।
ମନସ୍କାମନା ପୁରଣ ପାଇଁ ଭକ୍ତ, ଭଗବାନଙ୍କ ନିକଟରେ ଗୁହାରି କରିଥାଏ। କିଏ ହାତ ଯୋଡି ଜୁହାର ହୋଇଥାଏ ତ ଆଉ କିଏ ମୁଣ୍ଡିଆ ମାରିଥାଏ। ହେଲେ ଠାକୁରଙ୍କୁ ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ।
ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଗାଡିର ନମ୍ବର ପ୍ଲେଟ୍ ନଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ !
ଗାଁର କିଏ କେତେବେଳେ ଦୟାକରି କିଛି ଖାଇବାକୁ ଦେଲେ ଖାଆନ୍ତି ନହେଲେ ଭୋକରେ ରହିବାକୁ ପଡେ।
ବାହାଘରିଆ ଭୋଜିଭାତ ହେଉ କି କୌଣସି ହୋଟେଲ୍, ଆପଣ ଚିକେନ୍ ପତ୍ରପୋଡ଼ା ଖାଇଥିବେ। ହେଲେ ଘରେ କରି କେବେ ଖାଇଛନ୍ତି? ନିଜ ଘରେ ଗ୍ୟାସରେ କେମିତି ଚିକେନ୍ ପତ୍ରପୋଡ଼ା କରି ଖାଇବେ ଚାଲନ୍ତୁ ଦେଖିବା। ଆଜି ଏ ସୁଆଦିଆ ଆଇଟମ୍ ଟି ଆମକୁ ଶିଖାଇବେ ବନ୍ଦନା ଅପା
ଆରେ ଆମେ ପୁରୁଣା କଂଗ୍ରେସିଆ ନେତା। ଆମ ଦେହରେ କଂଗ୍ରେର ରକ୍ତ ଟକଟକ। ତୁ ଆଉ ଏଠି ବେଶି କଟିଂ ନଦେଖେଇ ମୋ ଗାଡ଼ିଟାକୁ ଟିକେ ଯୋଡାଯୋଡି କରି ଦେ। ମୁଁ ସିଧା ଏଇ ଗାଡ଼ିରେ ଦିଲ୍ଲୀ ପଳେଇବି।
ପୁଣି ଦୂତି-ସରସ୍ୱତୀ କଳି। ସୋସିଆଲ୍ ମିଡିଆରେ ଯୁଦ୍ଧ। ଦୁଇ ଭଉଣୀ ପରସ୍ପର ବିରୋଧରେ ବର୍ଷିଛନ୍ତି।
ଆଗରୁ କେବେବି ପୀଠରେ ଥିବା ବଟବୃକ୍ଷମାନଙ୍କର ଏଭଳି ଅବସ୍ଥା ହୋଇନଥିଲା। ହଠାତ ଏଭଳି ହେବା ଶୁଭ ସୂଚନା ନୁହେଁ ବୋଲି ମହନ୍ତ ଗଗନାନନ୍ଦ କହିଛନ୍ତି।
୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ।
ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ। ଏହିଠାରେ ରହିଛି ମହାକଳ୍ପବଟ। ଏଠାରେ ସଦାବେଳେ ଭକ୍ତଙ୍କ ଭିଡ ଜମେ। ହେଲେ ଏବେ ଏହି କଳ୍ପବଟ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଯାଇଛି। ଗୋଟିଏ ବି ପତ୍ର ନାହିଁ। ସବୁ କଞ୍ଚା ପତ୍ର ଝଡ଼ିଯାଉଛି। ମହନ୍ତ କହୁଛନ୍ତି ସମୟ କିଛି ଭଲ ନାହିଁ
ଟୁରିଷ୍ଟ୍ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।
ବୁଝିଲୁ ନାରଣ, ତୋ ଜୀବନରେ ତୁ ଆନ୍ଦୋଳନ କରିପାରିବୁନି। ଖାଲି ସେଇଠି ଠିଆ ଠିଆ ଟାହୁଲି କରିବୁ। ଚାଲିଲୁ ଯିବା ସେଠି ଦେଖିବା ଆମ କଂଗ୍ରେସ ନାନୀ କେମିତି ଆନ୍ଦୋଳନ କରୁଛନ୍ତି ?