• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Meet Multi Talented Santosh

Meet multi-talented visually-challenged Santosh
ଦୃଷ୍ଟିବାଧିତ ହୋଇ ବି ଧୁରନ୍ଧର ସନ୍ତୋଷ

ସିଲେଇ କରିଜାଣନ୍ତି, ଇଲେକ୍ଟ୍ରି କାମ କରନ୍ତି, ଟେଣ୍ଟ୍ ହାଉସ୍ ବି ଅଛି। ହାରମନିୟମ ଧରିଲେ ଗୀତ ଗାଆନ୍ତି। ଏତେ କାମ କରି ପାରୁଥିବା ସନ୍ତୋଷ କିନ୍ତୁ ସରକାରଙ୍କ ଉପରେ ଅସନ୍ତୋଷ। କାରଣ ସେ ଦୁନିଆ ଦେଖି ପାରନ୍ତି ନାହିଁ। ଦୃଷ୍ଟିବାଧିତ ସନ୍ତୋଷଙ୍କ ପାଇଁ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି