High Security Number Plate
ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଦେବାକୁ ପଡ଼ିବନି ଫାଇନ୍ । ଚେକିଂ ବେଳେ କିନ୍ତୁ ଦେଖାଇବାକୁ ପଡ଼ିବ ଅନଲାଇନ ବୁକିଂ ସ୍ଲିପ୍ । ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)