• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Birds Shelter
ଗେଣ୍ଡାଳିଆଙ୍କ ପାଇଁ ଜନ୍ନତ ଷଡ଼ଙ୍ଗୀ ଗାଁ, ଲୋକେ ସନ୍ତାନ ଭଳି ନେଇଥାନ୍ତି ଯତ୍ନ

ଗେଣ୍ଡାଳିଆଙ୍କୁ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରନ୍ତି ସ୍ଥାନୀୟ ଲୋକ । କାରଣ ବିଶ୍ୱାସ ରହିଛି ଏମାନେ ରହୁଥିବା ସ୍ଥାନରେ ଭଲ ବର୍ଷା ହେବ ।

Jojonara Na Hariloot
ମୋ ବଗିଚା ନାଁରେ ଦୁର୍ନୀତି : ଆତ୍ମସାତ୍‌ ହେଉଛି ସରକାରୀ ଅର୍ଥ

ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ କରୋନା ମହାମାରୀ ବେଳେ ସରକାର ଆରମ୍ଭ କରିଥିବା ମୋ ଉପକାରୀ ବଗିଚା ଯୋଜନା ଏବେ ବାଟବଣା

Hannah Carroll vs Baba Vanga prediction for 2022
ଯୁବତୀଙ୍କ ୨୦୨୨ ବର୍ଷ ପାଇଁ ୨୮ ଭବିଷ୍ୟବାଣୀ; ସତ ହେଲାଣି ୧୦

ସାମ୍ନାକୁ ଆସିଲେ ଆଉ ଜଣେ ଭବିଷ୍ୟଦ୍ରଷ୍ଟା। ସତ ହେଉଛି ଅନେକ କଥା। ଭବିଷ୍ୟଦ୍ରଷ୍ଟା ଭାବେ ବାବା ଭେଙ୍ଗାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଏବେ କମ ବୟସର ଏହି ଯୁବତୀ ସେ ତାଲିକାରେ ସାମିଲ ହୋଇଛନ୍ତି। ଆସନ୍ତୁ ଜାଣିବା ସେ କିଏ ଓ ୨୦୨୨ ପାଇଁ କ’ଣ ରହିଛି ତାଙ୍କ ଭବିଷ୍ୟବାଣୀ ଆସନ୍ତୁ ଜାଣିବା।

Koraput rice
ଏହି ଚାଉଳର ଭାତ ଖାଇଲେ କେବେ ବି ହେବନି କ୍ୟାନସର !!

କଳାବତୀ କଲା କମାଲ। ଏହି ଚାଉଳ ଖାଇଲେ କେବେ ବି ହେବନି କ୍ୟାନସର। ହେଲେ ପ୍ରୋତ୍ସାହନ ଅଭାବରୁ ଏହି କିସମର ଧାନ ଚାଷ କରିବାକୁ ମନ ବଳାଉନାହାନ୍ତି ଚାଷୀ

Yojana ra na hariloo
ମଲା ଲୋକଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା : ସୂଚନା ଅଧିକାର ଆଇନ୍ ବଳରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ମଲା ଲୋକଙ୍କ ନାଁରେ କିଏ ଉଠାଉଛି ଭତ୍ତା ଟଙ୍କା ? ଟିପ ଚିହ୍ନ କାହାର ? ଟଙ୍କା ବାଣ୍ଟିବା ଦାୟିତ୍ୱ ପିଇଓଙ୍କର ଥିବା ବେଳେ ସେ ହିଁ ଉତ୍ତରଦାୟୀ ରହିବା କଥା । ତେବେ ଏଠି ପିଇଓ ତଦନ୍ତ ଚାଲିଥିବା କଥା କହି ପ୍ରଶ୍ନକୁ ଏଡ଼ାଇ ଯାଉଥିବାରୁ କିଛି ଗଡ଼ବଡ଼ ମନେ ହେଉଛି ।

Trade in bootleg liquor
ଚୋରା ମଦ ବେପାର ଚଳାଉଥିଲେ...ମାମୁଁଙ୍କୁ ଦେଖି ଭେଁ ଭେଁ କାନ୍ଦିଲେ..

ଘରେ ଚାଲିଥିଲା ପୂରା ଜୋରଦାର ଚୋରା ବେପାର। ବାସ୍‌ ଖବର ପାଇ ପହଞ୍ଚିଗଲେ ଅବକାରୀ ମାମୁଁ। ବାସ୍‌ ତା’ପରେ ଆରମ୍ଭ ହୋଇଗଲା ଜବରଦସ୍ତ ଆକ୍ଟିଂ। କବାଟ ତ ଖୋଲିଲେ ନାହିଁ ବରଂ ଅବକାରୀ ମାମୁଁଙ୍କୁ ଦେଖି ଭେଁ ଭେଁ କାନ୍ଦିଲେ ମହିଳା। ଆଉ କହିଲେ...

Add this Koraput rice in your kitchen to stay away from cancer
ଖାଦ୍ୟରେ ସାମିଲ କରନ୍ତୁ ଏହି ଚାଉଳ, ହେବନି କ୍ୟାନସର୍‌ ଓ ଡାଇବେଟିସ୍‌ !

କଳା ଚାଉଳରେ କ୍ୟାନସର୍‌ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି।

selfie with tiger
ବାଘ ସହ ସେଲଫି ନେବାକୁ ଉଦ୍ୟମ କରୁଥିଲେ ଯୁବକ। ହେଲେ...

ଘଞ୍ଚ ଜଙ୍ଗଲ ଭିତରେ ଯାଉଥିଲେ ଯୁବକ। ହଠାତ୍‌ ସାମ୍ନାକୁ ଗର୍ଜନ କରି ପଳାଇ ଆସିଲା ବାଘ। ସେହି ବାଘ ସହ ସେଲଫି ନେବାକୁ ଉଦ୍ୟମ କରୁଥିଲେ ଯୁବକ। ଦେଖନ୍ତୁ ତାହା ପରେ ହେଲା କଣ?

death
ଲଲିପପ୍ ନେଇଗଲା ଜୀବନ : ଖାଇବା ପରେ ୮ ବର୍ଷର ନାବାଳକ ମୃତ !

ନାବାଳକଙ୍କୁ ଘରକୁ ଡାକି ଦୋକାନୀ ଲଲିପପ୍ ଦେଇଥିବା ଅଭିଯୋଗ । ଏବେ ମୋହନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Yojana Ra Na Hariloot
କାଜୁ ଚାଷରେ କେଳେଙ୍କାରୀ ! କେବଳ ଫଳକରେ ସୀମିତ ବଗିଚା, ହେଲେ ଗଛର ଚିହ୍ନବର୍ଣ୍ଣ ନାହିଁ

କାଗଜ କଲମରେ କାଜୁ ଚାଷ । ୩୦୦ କାଜୁ ଗଛ ଚାଷ ପାଇଁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର ହେଲା, ଫଳକ ଲାଗିଲା, ତେବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । କିନ୍ତୁ ବିଲ୍ ହୋଇଛି ଲକ୍ଷାଧିକ ଟଙ୍କା ।

News Fuse
ଏଥର ଫୋନ୍‌ରେ ଆଉ ହ୍ୟାଲୋ କହିବନି...କହିବ ନବୀନ ପଟ୍ଟନାୟକ...ମୋ ବୋଉଲୋ

କିରେ ବବି ଭାଇ କଣ ଓଡିଆ କହୁନାହାନ୍ତି। ନାରଣ ତୁ ଭଲରେ ଶୁଣ...ସେ କହିଲେ ଆଉ ଫୋନ୍‌ରେ ହ୍ୟାଲୋ ନକହି ନବୀନ ପଟ୍ଟନାୟକ କହିବ। ବୁଝିଲୁ...ଖାଲି ତ କନକନ ହେଉଛୁ। ଦେଖ୍‌ ପୁଣି କହିଲେଣି ମାଆଙ୍କ ପାଖରେ ୧୦୦ ମୁଣ୍ଡ। ଆଲୋ ଦଶହରା ପରେ ମୁଣ୍ଡ ବଳି କିଏ ମାଗିଲା କିରେ?

Bird Lovers
ପକ୍ଷୀ ପ୍ରେମରେ ପାଗଳ ଷଡଙ୍ଗୀ ଗାଁ ଲୋକେ...ପୁଅ ପରି ଯତ୍ନ ନେଉଛନ୍ତି...ଘରେ ରଖି ସ୍ନେହ କରୁଛନ୍ତି

ଗେଣ୍ଡାଳିଆ ୟାଙ୍କ ପାଇଁ ପୁଅ ସମାନ। ଚଢେଇଙ୍କ ଲାଗି ଗାଁରେ ତିଆରି ହୋଇଛି କମିଟି। ପକ୍ଷୀଙ୍କୁ ପୁଅ ପରି ପାଳୁଛନ୍ତି...ଘରେ ରଖି ସ୍ନେହ ଦେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଏଇଠି ବାଣ ଫୁଟେନି କି ଡିଜେ ବାଜେନି...

OCA
ଓଡ଼ିଶା ସିଟିଜେନ୍ ଆଓ୍ୱାର୍ଡ ୨୦୨୨: ରାଜନୀତି ବର୍ଗରେ ଭକ୍ତଚରଣ ଦାସ ପୁରସ୍କୃତ

ସମାଜସେବାରେ ଡାକ୍ତର ନାରାୟଣୀ ପଣ୍ଡା । କ୍ରୀଡ଼ାରେ ପାରା ଆଥ୍‌ଲେଟ୍ ଜୟନ୍ତୀ ବେହେରା ଏବଂ ସ୍ୱାସ୍ଥ୍ୟସେବାରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ।

NHAI
ପୂରା ରାସ୍ତା ସାରା କେବଳ ଖାଲ ଖମାରେ ଭର୍ତ୍ତି

ଏଇଟା ରାସ୍ତା ନୁହେଁ ମରଣଯନ୍ତା। ପୂରା ରାସ୍ତା ସାରା କେବଳ ଖାଲ ଖମାରେ ଭର୍ତ୍ତି...କେତେବେଳେ ଘଟିପାରେ ଦୁର୍ଘଟଣା

Tragedy
୪ ଶିଶୁ କନ୍ୟାଙ୍କୁ ନେଇ କେମିତି ଚଳିବେ ମମତା ? ହସଖୁସିର ସଂସାର ଏବେ ଦୁଃଖର ପାହାଡ଼ ତଳେ...

ମମତା ଏବେ ପରଦୁଆରେ ମୂଲ ଲାଗିବା ସହିତ ବିଲରେ କାମ ବି କରୁଛନ୍ତି । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଉଛନ୍ତି ।

monkey
ସମ୍ପର୍କ ଏ ନିବିଡ଼ତାର: ମଣିଷ ପରି ମାଙ୍କଡ଼ର ବି ହେଲା ଶବ ସତ୍କାର

ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ । ତେବେ ସେହି ସମ୍ପର୍କର ଡୋର ଛିଣ୍ଡାଇ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ନୀରିହ ମାଙ୍କଡ଼ର ଜୀବନ ।

Special story
ଦଶହରା ଚାନ୍ଦା ନଦେବାରୁ ଗାଁ ଲୋକଙ୍କୁ ଶାସ୍ତି ! ଜଳ ଯୋଗାଣ ବନ୍ଦ କରିଦେଲେ ପମ୍ପ ଚାଳକ

ମନ ମୁତାବକ ଚାନ୍ଦା ଦେଲେନି ଗାଁ ଲୋକ, ରାଗ ଜର ଜର ହୋଇ ପାଣି ଦେଲେନି ପମ୍ପ ଚାଳକ ।

Excise department conducts raids at village in Athagarh, destroys thousands of litre of ‘pocha’
ବାହାରୁ ଦେଖିଲେ ଚକାଚକ୍‌ ଘର, ଆଉ ଭିତରେ ଦେଶୀ ମଦର କୁଟୀର ଶିଳ୍ପ; ଯୁଆଡ଼େ ଦେଖିବେ, ସିଆଡ଼େ ଖାଲି ମଦ...

ଘର ଭିତରେ ମଦ, ଚାଳ ଆଟୁରେ ମଦ, ଘର ତାଜାରେ ମଦ। ଯୁଆଡ଼େ ଦେଖିବେ, ସିଆଡ଼େ ଖାଲି ବ୍ୟାରେଲ୍ ବ୍ୟାରେଲ୍‌ ମଦ। ଘରର ଡ୍ରେସିଂ ରୁମ୍, ଡ୍ରଇଂ ରୁମ୍, ସିଢ଼ିଘର ତଳ, ଉପର ମହଲା, ଟଏଲେଟ୍‌ର ଉପର କପ୍‌ ବୋର୍ଡ ସବୁଆଡ଼େ ବ୍ୟାରେଲ ବ୍ୟାରେଲ୍‌ ମଦ ଆଉ ପୋଚ ମହଜୁଦ ରଖାଯାଇଛି।

ମୁନା ସେଠୀ ଓ ତାଙ୍କ ପରିବାର
ପୁଅ OAS ହେବା ଶୁଣି ବାପା ମା'ଙ୍କ ଆଖିରେ ଖୁସିର ଲୁହ

ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ପର ଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି।

serial killer
୧୮୧ ବର୍ଷ ହେଲାଣି କାଚ ଜାର ଭିତରେ ପଶି ରହିଛି ସିରିଏଲ କିଲରର ମୁଣ୍ଡ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୧୮୧ ବର୍ଷ ହେଲାଣି କାଚ ଜାର ଭିତରେ ଭର୍ତ୍ତି ହୋଇ ରହିଛି ସିରିଏଲ କିଲରର ମୁଣ୍ଡ। ୭୦ରୁ ଅଧିକ ଲୋକଙ୍କୁ ଅତି ନିର୍ମମ ଭାବରେ କରିଛି ହତ୍ୟା...

Widow seeks govt help
ବାପା ଚାଲିଯିବା ପରେ...୪ ପିଲାଙ୍କ ମୁହଁରେ ଆହାର ପାଇଁ ବିଲରେ ଖଟୁଛି ବିଧବା ମାଆ

ସିଏ ପରା ମାଆ...ବାପା ଚାଲିଯିବା ପରେ ୪ ଝିଅଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ପୁଣି କେତେବେଳେ ବିଲରେ କାମ କରୁଛନ୍ତି ବିଧବା ମାଆ। ସରକାରୀ ସହାୟତା ପାଇଁ କାନ୍ଦି କାନ୍ଦି ଏମିତି କରୁଛନ୍ତି ଗୁହାରି

OPEC+ to raise daily
ସାବଧାନ ଗ୍ରାହକ ! ପୁଣି ବଢିବ ପେଟ୍ରୋଲ ଓ ଡିଜେର ଦର...

ଖାଉଟିଙ୍କ ପାଇଁ ବଡ଼ ଖବର। ପୁଣି ଏତିକି ଟଙ୍କା ବଢିପାରେ ପେଟ୍ରୋଲ ଓ ଡିଜେଲ ଦର...ହେଲେ କାହିଁକି?

  • Saturday, 08 October 2022
BMC Street Food Vendors Bhubaneswar Municipal Corporation
ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ କଟକଣା ଜାରି

ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC କଟକଣା ଜାରି କରିଛି। ଯଦି ଆଉଟଲେଟ୍ ପାଖରେ ପାର୍କିଂ ସ୍ପେଶ୍‌ ନାହିଁ, ତା’ହେଲେ ଖାଇବା ବାରଣ କରାଯାଇଛି।

elderly man spends night on road side
ବଳ ଗଲା, ଅର୍ଥ ବି ଗଲା... ଏବେ ବାପାଙ୍କୁ ରଖି ଲାଭ କଣ ?

ନାରାୟଣ ନିଜର ସମସ୍ତ ସମ୍ପତ୍ତିକୁ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାଠୁ ଆରମ୍ଭ କରି ବଡ଼ କରିବା ଯାଏଁ ସବୁ କିଛି ସେ ବୁଝିଛନ୍ତି।

  • Saturday, 08 October 2022
  • Father
News Fuse
ଏମାନେ କଣ ନେତା? ଜାଗା ଉପରେ ଅଣ୍ଡା ଖାଇପାରିବେ?

ଇଏ ପା’ ସରକାରୀ ଅଣ୍ଡା। ବିଧାୟକ ଖାଇଲେ କଥା ଖରାପ ହେବନି। ଏ ଝିଅର ବୋଧହୁଏ ବିଶ୍ୱାସ ହେଉନି ନେତାଙ୍କ ଅଣ୍ଡା ଉପରେ। କେତେବେଳେ ଦେବେ ପୁଣି ଯଦି କେତେବେଳେ ନେଇଯିବେ ଯଦି? କେତେ କେୟାରିଂ ଆମ ରୁଦ୍ର ଭାଇ। ଯଦି ସମସ୍ତେ ଏମିତି ହୁଅନ୍ତେ...