ଗେଣ୍ଡାଳିଆଙ୍କ ସହ ଗାଁ ଲୋକଙ୍କ ସମ୍ପର୍କ ଜନ୍ମଜନ୍ମର । 10 ମାସର ରହଣି ମଧ୍ୟରେ ଘରର ପିଲାଭଳି ଗେଣ୍ଡାଳିଆଙ୍କ ଯତ୍ନ ନିଅନ୍ତି ଲୋକେ ।
ଗେଣ୍ଡାଳିଆ ୟାଙ୍କ ପାଇଁ ପୁଅ ସମାନ। ଚଢେଇଙ୍କ ଲାଗି ଗାଁରେ ତିଆରି ହୋଇଛି କମିଟି। ପକ୍ଷୀଙ୍କୁ ପୁଅ ପରି ପାଳୁଛନ୍ତି...ଘରେ ରଖି ସ୍ନେହ ଦେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଏଇଠି ବାଣ ଫୁଟେନି କି ଡିଜେ ବାଜେନି...
ଟାଇଁ ଟାଇଁ ଖରାରେ ବାହାରକୁ ବାହାରିଲେ ମୁଁହ ପୋଡି ଯାଉଛି l ପାରଦ ପୁରା ଉପରେ l ହେଲେ ଏହି ଅସହ୍ୟ ଖରାରେ ରାସ୍ତାର ତତଲା ପିଚୁରେ ହାତକୁ ହାତ ଧରା ଧରି ହୋଇ ଚାଲିଛନ୍ତି ଏକ ଯୁବ ଗୋଷ୍ଠୀ l ଏମାନଙ୍କ ଲକ୍ଷ୍ୟ ହେଉଛି ପରିବେଶ ସେବା l ଏକ ସ୍ୱତନ୍ତ୍ର ଚିନ୍ତାଧାରାରେ ନିମଗ୍ନ ଏହି ଯୁବ ଗୋଷ୍ଠୀଙ୍କ କାମକୁ ଦେଖିଲେ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି....