କେବେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଉପକୂଳ ରାଜପଥ ନିର୍ମାଣ କାମ ? ଡିଜାଇନ୍ରେ ପରିବର୍ତ୍ତନ ହେବା ପରେ ପୁଣି ଉଠିଥିବା ବିବାଦକୁ ନେଇ ଉଠିଛି ଏମିତି ପ୍ରଶ୍ନ । ଏଥର ବିବାଦ ଚିଲିକାକୁ ନେଇ ନୁହେଁ, ବିରୋଧ ଉଠିଛି ଜଗତ୍ସିଂହପୁର ଜିଲ୍ଲାରୁ ।
ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ।
ଖାଦ୍ୟ ସାମଗ୍ରୀର ଦର ଘୁ ଘୁ ବଢ଼ିବା ଦ୍ୱାରା ହନ୍ତସନ୍ତ ଖାଉଟି ଶ୍ରମିକ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।
ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ । ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।
ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା ମିଳିନାହିଁ ।
ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।
ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ
ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢିଲା ବୁଲ୍ ଡୋଜର
ଭକ୍ତଙ୍କ ଭକ୍ତିର ହେଲା ଜୟ। ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ
ବକ୍ସିସ୍ ଦେଲେ ପାଣି ଛାଡିବୁ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୂଜା ବକ୍ସିସ୍ ନଦେବାରୁ ପାଣି ସପ୍ଲାଏ ବନ୍ଦ କରିଦେଲେ ସରକାରୀ କର୍ମଚାରୀ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ।
ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
୨୨ ବର୍ଷ ଦେଶ ସେବା ପରେ ଏବେ ଗାଁକୁ ଫେରିଲେ ଯବାନ। କହିଲେ, ମାଗଣାରେ ଗାଁ ଯୁବକଙ୍କୁ ଦେବେ ଆର୍ମି ଟ୍ରେନିଂ। ଯବାନଙ୍କ ପାଇଁ ୧ କିମି ପର୍ଯ୍ୟନ୍ତ ଲାଗିଥିଲା ଶୋଭାଯାତ୍ରା...
ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଜାତି ଫଳ ଗଛ ।
ସକାଳୁ ସକାଳୁ ବାଥରୁମ୍ କବାଟ ଖୋଲିଥିଲେ ଏହି ପରିବାର। ବାସ୍ ଘର ଭିତରେ ଶୋଇଥିଲା କୁମ୍ଭୀର...ଦେଖିବା ପରେ ସମସ୍ତଙ୍କର ଉଡିଗଲା ହୋସ୍
ରାଜ୍ୟରେ ପ୍ରଥମ...ଏଣିକି ରେଲୱେ ଟ୍ରାକ୍ରେ ଆଉ ଯିବନି ହାତୀଙ୍କ ଜୀବନ । ଟ୍ରେନ୍ ଲାଇନ୍କୁ ଆସିବା ମାତ୍ରେ ହାତୀଙ୍କୁ ଲାଗିବ ବିଦ୍ୟୁତ୍ ଝଟକା..ହେଲେ ହେବନି କୌଣସି କ୍ଷତି। ଏମିତି ପଦକ୍ଷେପ ରାଜ୍ୟରେ ପ୍ରଥମ
ଏଇଟା ଅର୍ଚ୍ଚନାଙ୍କ ରାଜ ଉଆସ । ଯେଉଁଠି ରାତି ୧୨ଟା ପରେ ଦାମୀଗାଡିର ଲାଗେ ଲମ୍ବା ଲାଇନ୍। ଦିନରେ ଫିଲ୍ମ ସୁଟିଂ ହୁଏ ଆଉ ରାତି ବଢିଲେ ବେଡ୍ ରୁମ୍ରେ ବଢେ ତାତି। ନାଗ ଫାସରେ ପଡିଛନ୍ତି ଅନେକ ବଡବଡିଆ । ତେବେ ଅଧ ରାତିରେ ଆଲିଶାନ୍ ଘରେ କାହିଁକି ହୁଏ ଏତେ ଭିଡ?
ପୂଜାରେ ଜୋରଦାର ଚାଲିଥିଲା ନାଚ। ଦୁଲୁକୁଥିଲା ମଂଚ...ହେଲେ ଏତିକି ବେଳେ ନିଆଳି ଛେନା ନାଚୁ ନାଚୁ ମଂଚରୁ ଗଳିପଡିଲେ ଡ୍ୟାନ୍ସର। ବାସ୍ ଜାଗା ଉପରେ ଜମିଗଲା ଖେଳ
ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି ।
ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ ।
ପାଳି ସରିଗଲା ବୋଲି ରୋଗୀଣା ମାଆକୁ ଆଣି ସାନ ମଝିଆ ଭାଇ ଦୁଆରେ ଶୁଆଇଦେଲେ । ଦାଣ୍ଡରେ ଭାଇକୁ ଘୋଷାଡି ପିଟିଲେ ଆଉ ତା ସ୍ତ୍ରୀକୁ ଜୀବନରୁ ପାରିଦେଲେ । ବେଳେ ବେଳେ ପାରିବାରିକ କହଳ କେତେ ଉଗ୍ର ରୂପ ନେଇ ପାରେ , ଶେଷରେ ଜନ୍ମକଲା ମାଆବି ସେଥିରୁ ବର୍ତ୍ତିଲାନି
ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରୁଥିଲେ, ଏବେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଇଚ୍ଛା ଥିଲେ ସଫଳତା ଆପେ ଆପେ ଆସେ। କଠିନ ପରିଶ୍ରମ କରିଥିଲେ ଫଳ ନିଶ୍ଚୟ ମିଳେ...ଏମାନେ ସେହି ୪ ସଫଳ ଛାତ୍ରଛାତ୍ରୀ...କିଏ ବିନା କୋଚିଂରେ ସଫଳତା ପାଇଛନ୍ତି ତ ଆଉ କିଏ ଇଣ୍ଟରନେଟ୍ରୁ ପାଠ ପଢି ପାଇଲେ ଓଏଏସ୍।