• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Indian doctor saves life
ବାଧା ଦେଇ ପାରିଲାନି ଶତ୍ରୁତା, ପାକିସ୍ତାନୀ କୁନିଝିଅର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର

ଦୁଇ ଦେଶ ମଧ୍ୟରେ ଚିର ଶତ୍ରୁତା। କିନ୍ତୁ କୁନି ଝିଅଟିଏ ପାଖରେ ତାହା ହାରିଗଲା। ପାକିସ୍ତାନର ୨ ବର୍ଷୀୟା ଝିଅ ଅମୀରାର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର। ଏହି ଘଟଣା ବାର୍ତ୍ତା ଦେଇଛି, ଦେଶ-ଦେଶ ଭିତରେ ଶତ୍ରୁତା ଥାଇପାରେ, ହେଲେ ଦୁଇଦେଶର ମଣିଷଙ୍କ ଭିତରେ ମାନବିକତା ମରିନାହିଁ।

  • Saturday, 22 October 2022
Traffic police fined a police employee for wearing wrong helmet
ଟ୍ରାଫିକ୍‌ ନିୟମ ନ ମାନି ଫାଇନ୍ ଗଣିଲେ ପୋଲିସ୍‌

ଟ୍ରାଫିକ ନିୟମ ଆଗରେ ସମସ୍ତେ ସମାନ। ସେହିଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଟ୍ରାଫିକ ପୋଲିସ ଅନ୍ୟ ଜଣେ ପୋଲିସଙ୍କର ଚାଲାଣ କାଟୁଛନ୍ତି।

Pet Dog
‘ଯିଏ ପୁଅର ସ୍ଥାନ ନେଇଥିଲା, ସେ ବି ଆମକୁ ଛାଡ଼ି ଚାଲିଗଲା’

ଡୁଗୁ ପାଇଁ ଶୋକାକୁଳ ପରିବେଶ । ୪ ଦିନ ହେବ ଚୁଲି ଜଳିନି, କି ପେଟକୁ ଦାନା ବି ଯାଇନି । ଘରର ପ୍ରତ୍ୟକ ସଦସ୍ୟଙ୍କ ଓଦା ଆଖି ଓ ଭଙ୍ଗା ମନ ଦେଖିଲେ ଯେ କେହି ବି ଠଉରାଇ ପାରିବ ଯେ ଡୁଗୁ ବିନା କେତେ ଦୁଃଖ, ଯନ୍ତ୍ରଣାରେ ବିତୁଛି ଜୀବନ ।

Jay Panda
'ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରାଯାଇଛି'

ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି। 

NBF National Conclave In Delhi
‘ମାତୃଭାଷା ଗଣମାଧ୍ୟମର ଦୃଷ୍ଟି ଶକ୍ତି ହେଲେ, ଇଂରାଜୀ ଭାଷା ଚଷମା ସଦୃଶ’

ମାତୃଭାଷା ଯଦି ଗଣମାଧ୍ୟମର ଦୃଷ୍ଟି ଶକ୍ତି ହୁଏ, ଇଂରାଜୀ ଭାଷା ଚଷମା ସଦୃଶ। ଯଦି ଦୃଷ୍ଟିଶକ୍ତି ଥିବ ତା’ ହେଲେ ଚଷମା କାମ କରିବ ବୋଲି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି।

  • Friday, 21 October 2022
  • NBF
  • Otv
Baba vanga prediction world war 3 will start soon
ଆରମ୍ଭ ହେବ କି ତୃତୀୟ ବିଶ୍ୱଯୁଦ୍ଧ; ଦୁନିଆକୁ ଡରଉଛି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ

ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଥିବା ବେଳେ ଏବେ ଆଉ ଏକ ଭବିଷ୍ୟବାଣୀ ସାରା ଦୁନିଆକୁ ଡରଉଛି। ତୃତୀୟ ବିଶ୍ୱଯୁଦ୍ଧ ଭବିଷ୍ୟବାଣୀକୁ ନେଇ ଏବେ ସାରା ଦୁନିଆ ସ୍ତବ୍ଧ ହୋଇଯାଇଛି।

News Fuse
ରଙ୍ଗବତୀ ରଙ୍ଗବତୀ ଗୀତରେ ମଂଚ ଦୁଲୁକାଇ ଦେଲେ ପ୍ରଶାନ୍ତ ଜଗଦ୍ଦେବ

ଆଲୋ ଆଲୋ ଇଏ ପୂରା ବୋବାଲିଆ ନାଚ ନାଚୁଛନ୍ତି। ଦେଖୁନାହାନ୍ତି କେମିତି ଦୁଇ ତରୁଣୀଙ୍କ ସହ ତାଳ ଦେଇ ମଂଚ ଦୁଲୁକାଉଛନ୍ତି ଚିଲିକା ବିଧାୟକ। ଇଏ ପୁଣି ରଙ୍ଗବତୀ ରଙ୍ଗବତୀ ଗୀତରେ...

 Dhamnagar bypoll
ଆମେ ପାରିବୁନି ଯଦି ନବୀନ ବାବୁ ଯିବେ...ମୁଁ ଭିଡିଓ ଭାଇରାଲ କରିଦେବି....

ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରମିଳା। କହିଲେ, ଆମେ ନପାରିଲେ ନବୀନ ବାବୁ ଯିବେ। ଧାମନଗର ଆମକୁ ବୁକେଇ ଯିବନି...ମୁଁ ତ ବୁଲୁଛି, ମତେ ଯାଜପୁରିଆ କହି କେହି ଗୋଡାଇ ନାହାନ୍ତି। ଦରକାର ପଡିଲେ ମୁଁ ବି ଗୋଟିଏ ଭିଡିଓ ଭାଇରାଲ କରିଦେବି...

NBF's national conclave underway in New Delhi
NBFର ନ୍ୟାସନାଲ କନକ୍ଲେଭ୍‌: ଏଥର ପ୍ରସଙ୍ଗ- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌’

ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍‌କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି।ଏହି ସମ୍ମିଳନୀରେ ଓଟିଭି ନେଟ୍‌ଓ୍ୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍‌ମେଣ୍ଟ୍‌ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି। 

  • Friday, 21 October 2022
  • NBF
  • Otv
Patient treated inside auto rickshaw under mobile torch light in Cuttack’s Niali CHC
ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ୍‌, ଅଟୋ ଭିତରେ ରୋଗୀଙ୍କୁ ଦିଆଗଲା ଇଞ୍ଜେକ୍ସନ

ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହା କୌଣଣି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। 

Why some people gets more mosquitoes bites
କିଛି ଲୋକଙ୍କୁ କାହିଁକି ଅଧିକ ମଶା କାମୁଡିଥାନ୍ତି

କିଛି ଲୋକ କମ ମଶା କାମୁଡାର ଶିକାର ହୋଇଥିବା ବେଳେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି। ଏହା ପଛରେ ଏକ ବଡ କାରଣ ରହିଛି। ଆସନ୍ତୁ ଜାଣିବା କେଉଁମାନେ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି।

Meet this Odisha doct
ଡାକ୍ତରଙ୍କ ହାତର କମାଲ୍‌...୩୦ ହଜାରରୁ ଅଧିକ କଲେଣି ଫ୍ୟାମିଲି ପ୍ଲାନିଂ ଅପରେସନ୍‌

ଡାକ୍ତରଙ୍କ ବଡ଼ କମାଲ୍‌। ନିଜର କାର୍ଯ୍ୟକାଳ ଭିତରେ ୩୦ ହଜାରରୁ ଅଧିକ ଥର କଲେଣି ଫ୍ୟାମିଲି ପ୍ଲାନିଂ ଅପରେସନ୍‌...୨୨ ଥର ପାଇଲେଣି ପୁରସ୍କାର...୧୫୦ ରୁ ଅଧିକ ଦେଶର କଏନ ରଖି କରିଛନ୍ତି ବିରଳ ରେକର୍ଡ

  • Friday, 21 October 2022
firecracker
ଦୁଇବର୍ଷ ପରେ କଟକଣାମୁକ୍ତ ଦୀପାବଳି : ବର୍ଷା ଆଶଙ୍କା କରି ଗ୍ରାହକ ବି ବାଣ କିଣିବେ ନା ନାହିଁ ଦ୍ୱନ୍ଦ୍ୱରେ

ଦୀର୍ଘ ଦୁଇବର୍ଷର କଟକଣା ପରେ ଟିକେ ହସ ଫୁଟିଛି । ଏଥର ଦୀପାବଳିରେ ଭଲ ବ୍ୟବସାୟର ଆଶା ଥିଲା । ହେଲେ ବାଣ ବ୍ୟବସାୟୀଙ୍କ ମନରେ ଏବେ ନିରାଶାର ଭାବ କାହିଁକି ନା ବାତ୍ୟା ଓଡ଼ିଶା ମୁହାଁ ହେଉନଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୀପାବଳି ବତୁରିଯିବା ଆଶଙ୍କାକୁ ନେଇ ବାଣ କିଣିବେ କି ନାହିଁ ଗ୍ରାହକ ଚିନ୍ତା କରିପାରୁ ନାହାନ୍ତି ।

FAKE FARMER
ଏକାସଙ୍ଗେ ଗୋଟିଏ ବାଇକ୍‌ରେ ୧୨୫୦ କିଲୋମିଟର ବୁଲିଲେ ୨୫ ଚାଷୀ !

ବସ୍‌ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍‌ର।

Jeypore airport gets license from DGCA
ଏଣିକି କୋରାପୁଟର ଜୟପୁର ବିମାନବନ୍ଦରକୁ ଉଡ଼ିବ ବିମାନ

ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି।

 firecracker sale
ଦୁଇବର୍ଷ ପରେ କଟକଣାମୁକ୍ତ ଦୀପାବଳି : ବର୍ଷା ଆଶଙ୍କା କରି ଗ୍ରାହକ ବି ବାଣ କିଣିବେ ନା ନାହିଁ ଦ୍ୱନ୍ଦ୍ୱରେ

ସମ୍ଭାବ୍ୟ ବର୍ଷା ଓ ପ୍ରଶାସନର ଚଢାଉକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ

Primary teachers association demands regularization of jobs
ଚୁକ୍ତିଭିତ୍ତିକ ପ୍ରଥାକୁ ନେଇ ସରକାରଙ୍କୁ ଚେତାବନୀ ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ।

Special story
ପୁଅ ବିଡିଓ ! ଟଙ୍କା ପଇସାର ଅଭାବ ନାହିଁ, ତଥାପି ବାପାମାଆ ନେଉଛନ୍ତି ରାସନ ଚାଉଳ

ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି ।

diyas making
ସରିନାହିଁ ସରିତାଙ୍କ ସଙ୍ଘର୍ଷ, ଏକା ଏକା ଚାଲୁଛନ୍ତି ଜୀବନ ପଥ

ରାଉରକେଲାର ୨୨ବର୍ଷିୟ ଯୁବତୀ ସରିତା, ଜନ୍ମରୁ ଦିବ୍ୟାଙ୍ଗ। ହୁଇଲ ଚେୟାର ତାଙ୍କ ସାଥୀ, ହେଲେ ସେ ହାରି ନାହାନ୍ତି। ୟୁଟ୍ୟୁବ ଦେଖି ଦେଖି ସବୁ ଶିଖିଛନ୍ତି। ଦୀପାବଳି ପାଇଁ ନିଜ ହାତରେ ତିଆରିଛନ୍ତି ରଙ୍ଗିନ ଦୀପ, ରଙ୍ଗିନ ମହମବତୀ…

BDO
ବିଡିଓ ହେବ ତ ଏମିତି…ପାହାଡ ଚଢି ବୁଝିଲେ ଲୋକଙ୍କ ଦୁଃଖ

ଏମିତି ବିଡିଓ ଥିଲେ ଲୋକଙ୍କର ଅସୁବିଧା ହେବ କଣ? ଖାତିର କଲେନି ବଣଜଙ୍ଗଲ ରାସ୍ତାକୁ...୧୦ କିମି ପାହାଡ ଚଢିଲେ....ଲୋକଙ୍କ ଦୁଃଖ ବୁଝିଲେ

Vegetable
କାର୍ତ୍ତିକରେ କରେଣ୍ଟ ମାରୁଛି ପରିବା ଦର, ଯାହାକୁ ଛୁଇଁବ ୫୦

ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି।

Mo Bus
ଖୋଲିଲାନି ମୋ ବସ୍‌ର ଡୋର୍‌; ଝରକା ଡେଇଁ ପଦାକୁ ବାହାରିଲେ ଯାତ୍ରୀ

କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍‌ର ଦୁଇଟି ଯାକ ଡୋର ଖୋଲି ନଥିଲା ।

  • Wednesday, 19 October 2022
  • Mo Bus
Skyrocketing Abadha Prices
ଆକାଶଛୁଆଁ ଅବଢ଼ା ଦର; ୨ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ

ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।

Patnagarh
ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ସୋମବାରି ବିଶି। ବୟସ ୫୦ ଟପିଲାଣି। ଦୀର୍ଘ ୨ ଦଶନ୍ଧି ପରେ ଗାଁକୁ ଫେରିଛନ୍ତି। ଫେରିଛନ୍ତି ନିଜ ପୁଅ ମାନଙ୍କ ପାଖକୁ, ସ୍ୱାମୀଙ୍କ ପାଖକୁ,ପରିବାର ପାଖକୁ।ହାବଭାବ ଦେଖିଲେ ଲାଗୁଛି, ରକ୍ତ ସଂପର୍କୀୟମାନେ ତାଙ୍କୁ ଝାପ୍ସା ଝାପ୍ସା ମନେପଡୁଛନ୍ତି। କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ ଦୋ ପାଞ୍ଚ ହେଉଛନ୍ତି।

  • Wednesday, 19 October 2022
Puri
ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର

ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର