ଦୁଇ ଦେଶ ମଧ୍ୟରେ ଚିର ଶତ୍ରୁତା। କିନ୍ତୁ କୁନି ଝିଅଟିଏ ପାଖରେ ତାହା ହାରିଗଲା। ପାକିସ୍ତାନର ୨ ବର୍ଷୀୟା ଝିଅ ଅମୀରାର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର। ଏହି ଘଟଣା ବାର୍ତ୍ତା ଦେଇଛି, ଦେଶ-ଦେଶ ଭିତରେ ଶତ୍ରୁତା ଥାଇପାରେ, ହେଲେ ଦୁଇଦେଶର ମଣିଷଙ୍କ ଭିତରେ ମାନବିକତା ମରିନାହିଁ।
Published: Pallipuspa Samal
Last updated: 22 October 2022, 07:57 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।