• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Social Viral

Traffic police fined a police employee for wearing wrong helmet
ଟ୍ରାଫିକ୍‌ ନିୟମ ନ ମାନି ଫାଇନ୍ ଗଣିଲେ ପୋଲିସ୍‌

ଟ୍ରାଫିକ ନିୟମ ଆଗରେ ସମସ୍ତେ ସମାନ। ସେହିଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଟ୍ରାଫିକ ପୋଲିସ ଅନ୍ୟ ଜଣେ ପୋଲିସଙ୍କର ଚାଲାଣ କାଟୁଛନ୍ତି।

Chicken help to Cat
ବିଲେଇକୁ ଖାଇବାରେ ସାହାଯ୍ୟ କଲା କୁକୁଡା

ମାଂସାହାରୀ ପଶୁମାନଙ୍କ ସମ୍ମୁଖରେ ଯଦି କୌଣଇ ପକ୍ଷୀଟିଏ ପଡିଯାଏ ତେବେ ସେ ତାକୁ ଶିକାର ନ କରି ଛାଡିଦେବା ପ୍ରାୟ ଦେଖାଯାଏ ନାହିଁ। ଏନେଇ ପକ୍ଷୀମାନେ ଭୟରେ ସେମାନଙ୍କଠାରୁ ଦୂରରେ ରୁହନ୍ତି। କିନ୍ତୁ ବେଳେବେଳେ ଏପରି କିଛି ଚିତ୍ର ବାହାରକୁ ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟକର। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ନଜରକୁ ଆସିଛି, ଯେଉଁଥିରେ ଏକ ବିଲେଇ ଏବଂ କୁକୁଡାର ଗଭୀର ବନ୍ଧୁତା ଦେଖିବାକୁ ମିଳିଛି।