ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।
ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୫୦ ହଜାର ଟଙ୍କାର ସହଯୋଗ କରିଛନ୍ତି ରାନୀ । ଆଉ ଲୋକଙ୍କଠାରୁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ।
ଏଇଟା ଦେଶୀ ହାଟ। ଏଇଠି ମିଳେ ସବୁ ତାଜା ତାଜା ପରିବା...ବିନା ରାସାୟନିକ ସାରରେ ପୂରା ଜୈବିକ ପଦ୍ଧତିରେ ମିଳୁଛି ଭଳିକି ଭଳି ପରିବା...ପରିବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍
ଅନ୍ୟକୁ ଠେଲୁଥିଲେ....ନିଜେ କଚଡା ଖାଇ ଗାଡିରୁ ପଡିଗଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।
ଝିଅକୁ ହତ୍ୟା କରିବାର ୧୦ ମାସ ଗଲା ପରେ...ଘରକୁ ଆସିଲା ବେନାମୀ ଚିଠି। ବାସ୍ ଚିଠିରେ ଲେଖା ଥିଲା ହତ୍ୟାକାରୀଙ୍କ ନାଁ। ପୋଲିସ୍ ଏବେ ତଦନ୍ତ କରୁଛି, ହତ୍ୟାକାରୀଙ୍କ ସିନ୍ ରିକ୍ରିଏସନ୍ ବି କରୁଛି
ଆଲୋ ଇଏ କଣ? ମରୁଭୂମି କଣ ବର୍ଷା ହେଲା କି? ସୂର୍ଯ୍ୟ ଜିତିବା ପରେ ଏମାନେ ଏମିତି ଉତ୍ପାତ ହେଉଛନ୍ତି ...କିଲୋ କଣ କହିଲେଣି ଆମେ ସରକାର କରିବୁ ବୋଲି
ଦିନକ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର, ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ ଏବେ ନିଘୋଡ଼ ନିଦରେ । ଗୋଟିଏ କି ଦୁଇଟି ନୁହେଁ, ଏକା ବେଳକେ ପଲେ ହାତୀ । କିଏ ଆଣ୍ଠୁ ମାଡ଼ିବା ଅବସ୍ଥାରେ ତ କିଏ ପୂରା ଚାରି ଗୋଡ଼ ଖୋଲି ।
ରାତାରାତି ଧନୀ ହେବାକୁ ଯାଇ ଅଧିକ ଗରିବ ହେଉଛନ୍ତି ଲୋକ। ଜାଣନ୍ତୁ କେମିତି?
ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।
ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ?
କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।
ଚର୍ଚ୍ଚାରେ ହୋତା ସାରଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍
ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।
କିଡ୍ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।
ଜଣେ ଜେଜେବାପାଙ୍କ ହୃଦୟରେ ଥିବା ଯୁବସୁଲଭ ଗୁଣ ଦେଖିବାକୁ ମିଳିଛି। ଏ ବୟସରେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଇଁ ପ୍ରେମ କମିନି। ସେ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଖୁସି କରିବା ପାଇଁ ଯାହା କରିଛନ୍ତି ତାହା କୌଣସି ଯୁବକ ଠାରୁ ବି କମ ନୁହେଁ।
କଟକ ବିଏମଡବ୍ଲ୍ୟୁ(BMW) କାର୍ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।
ବିଭିନ୍ନ କର୍ମକ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ହେଲ୍ମେଟ୍ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଏଠାରେ ପ୍ରଶ୍ନ ଆସେ ରଙ୍ଗ କାହିଁକି ଅଲଗା ହୋଇଥାଏ? ଏହା କେବଳ କର୍ମଚାରୀମାନଙ୍କୁ ଏକ ଭିନ୍ନ ରୂପ ଦେବା କାରଣରୁ କି ଏହା ପଛରେ ଅନ୍ୟ କିଛି କାରଣ ଅଛି? ଆସନ୍ତୁ ଜାଣିବା…
ଆଜି କାର୍ତ୍ତିକ ପୂର୍ଣ୍ଣିମା...କାର୍ତ୍ତିକ ମାସର ଶେଷ ଦିନ...ସକାଳୁ ସକାଳୁ କରନ୍ତୁ ଅଁଳା ଘିଅ ଅନ୍ନ...ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖୁଆନ୍ତୁ
ଦିଦିଙ୍କ ଅଜବ ନୀତି। ପିଲାଟି ଭଲ ପାଠ ପଢ଼ୁନି ବୋଲି ତାକୁ ଖାଇବାକୁ ଅଣ୍ଡା ଦେଲେନି। ଗଣମାଧ୍ୟମ ପ୍ରତିନିଧି ପଚାରିଲେ ବୋଲି ତାଙ୍କ ଫଟୋ ଉଠାଇ ରଖିଲେ। ପଚାରିଲାରୁ କହିଲେ ସବୁ ମିଛ କଥା
କଟକ ଜିଲ୍ଲା ବଡ଼ମ୍ବାରେ ଏମିତି ଏକ ଶୈବ ପୀଠ ଅଛି ଯେଉଁଠି ଶହଶହ ବେଲଗଛ । ଆଉ ବେଲ ଗଛରେ ତିନିଟିକିଆ ପତ୍ର ତ ଅଛି, ସେଠି 21ଟିକିଆ ବେଲପତ୍ର ବି ଅଛି। ପ୍ରାୟ ସବୁ ଡେମ୍ଫରେ 6,7,9 ଟିକିଆ ପତ୍ର ରହିଛି। ଦେଖନ୍ତୁ କେଉଁଠି ଏ ଶୈବ ପୀଠ।
ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ।
ପ୍ରଦୀପ ବାବୁ ବହୁଦିନ ହେଲାଣି ଖାଇନାହାନ୍ତି ବୋଧହୁଏ। ଦେଖୁନାହାନ୍ତି ପ୍ରଦୀପ ସେନା ଗଢାଯିବା ପରେ କେମିତି ହାଉଁ ହାଉଁ କରି ଖାଇ ଦେଉଛନ୍ତି ପ୍ରଦୀପ?
ଖୁସିର ମାହୋଲରେ ଦୁଃଖର କଳାବାଦଲ । ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ ।
ହାତ ନାହିଁ, ଗୋଡ ନାହିଁ । ହେଲେ କାହାରିଠୁ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ପାୟଲ ନାଗ, ଦାଦନ ଦୁଃଖର ଅନନ୍ୟ ଉଦାହରଣ । ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି । ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି । ଭଲ ଗୀତ ଗାଉଛନ୍ତି, ସୁନ୍ଦର ନୃତ୍ୟ କରୁଛନ୍ତି ।