ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...
Published: Pallipuspa Samal
Last updated: 10 November 2022, 02:26 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।