• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Parent Seek Help
ଶତ୍ରୁ ସାଜିଲା ଶଗଡ, ୨୦ ବର୍ଷ ହେଲା ଉଠୁନି ପୁଅ

ଶଗଡ ସାଜିଲା ଶତ୍ରୁ। ଧାନ ଆଣୁ ଆଣୁ ଗୋବିନ୍ଦ ଉପରେ ଏମିତି ପଡିଗଲା ଯେ ୨୦ ବର୍ଷ ହେଲାଣି ଆଉ ବିଛଣାରୁ ଉଠିପାରୁନି ଭେଣ୍ଡିଆ ପୁଅ। ଚିକିତ୍ସା ପାଇଁ ଜମିବାଡ଼ି ବିକିଲେଣି ହେଲେ ପୁଅ ଭଲ ହେଉନି କି ଚାଲୁନି...ସରକାରୀ ସହାୟତା ଲାଗି ଗୁହାରି କରୁଛନ୍ତି ମାଆ-ବାପା

Kendrapara firecracker mishap: 1 injured person succumbs while under treatment
ଭସାଣି ଉତ୍ସବରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ବାଣୁଆ

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା।

Worlds oldest vegetarian food found in Iraq cave
କେବେ ଓ କେଉଁଠି ମଣିଷ ପ୍ରଥମେ ଖାଇଥିଲା ରୁଟି-ଡାଲି

ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।

Protest
ଆନ୍ଦୋଳନ କରିବାକୁ ଆସିଥିଲେ, ଲାଗିଗଲା ବାଇଡଙ୍କ ! କୁଣ୍ଡେଇ କୁଣ୍ଡେଇ ଅଣାୟତ୍ତ, ଦେଖନ୍ତୁ ଭିଡିଓ..

ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା

woman cries for govt aide for son’s treatment
ମାଆ ମୁଁ ଆଉ ସହି ପାରୁନି..ଏଇ ଖଟରେ ପଡ଼ି ପଡ଼ି ମରିଯିବି..

ଖଟରେ ପଡ଼ି ପଡ଼ି କେବେ ଯୌବନ ଛୁଇଁଲା ଜାଣି ବି ପାରିଲେନି.. ୨୦ ବର୍ଷ ହେଲା ଏ ବିଚିତ୍ର ଦୁନିଆର ସୁନ୍ଦର ଛବି କେମିତି… ଦେଖିନାହାନ୍ତି ଗୋବିନ୍ଦ.. ଚାରିକାନ୍ଥ ଦେଖି କଟୁଛି ଜୀବନ.. ଆଖିର ଲୁହ ପୋଛି ଶଯ୍ୟାଶାୟୀ ପୁଅର ସେବା କରିଚାଲିଛି ମାଆ.. ହେଲେ କେତେ ଦିନ

Yojanara Na Hariloot
5T ସ୍କୁଲରେ ଟଙ୍କା ଖାଇଲା କିଏ ?

ମାଳ ମାଳ ମିଥ୍ୟା ବିଲ୍.. ଲକ୍ଷ ଲକ୍ଷ ଟଙ୍କା ହଡ଼ପ.. ସ୍କୁଲ ପାଇଁ ଅଫିସ୍ ଚେୟାର, ଆଲମିରା, ଟେବୁଲ, ବେଞ୍ଚ, ଫ୍ୟାନ୍ ଆଦି କିଣା ନାଁ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍.. RTI ତଥ୍ୟରୁ ହେଲା ବଡ଼ ଖୁଲାସା..

Apana Eka Nuhanty
‘ମୋତେ ଭଲ କରିଦିଅ..ମୁଁ ପାଠ ପଢିବି..

ବହୁତ କଷ୍ଟ ଲାଗୁଛି.. ଭଲ ପାଠ ପଢିବି ବୋଲି ଭାବୁଥିଲି.. ମୁଁ କିଛି ବି କରିପାରୁନି.. ମୋର କେବଳ ଡାହାଣ ହାତ ଚାଲୁଛି, ବାକି ପୂରା ଶରୀର ଲକ୍ ହେଇଯାଇଛି..

Three miscreants attack Jharigaon BDO in his office
ଅଫିସ୍‌ ଭିତରେ ପଶି BDOଙ୍କୁ ଛେଚିଲେ !

୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। 

  • Friday, 25 November 2022
  • Attack
Maa Lakshmi
କ୍ଷୀର ପିଉଛନ୍ତି ମହାଲକ୍ଷ୍ମୀ !

ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀ ପିଉଛନ୍ତି କ୍ଷୀର ! ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏ ଦୃଶ୍ୟ.. ବୌଦ୍ଦ କରଞ୍ଜକଟା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି.. ଆସ୍ଥା ପ୍ରକଟ କରି ଏହି ଦୃଶ୍ୟ ଦେଖିବାକୁ ଲୋକେ ଭିଡ଼ ଜମେଇଛନ୍ତି..

News Fuse
ଘୋର କଳିକାଳ.. ଏଠି ଲେଡି ଦୁଃଶାସନ

ନାରଣ..ଏଇଟା ଘୋର କଳିକାଳ..ଏ ଯୁଗରେ ନାରୀ ନାରୀର ଭିଡ଼ୁଛି ବସ୍ତ୍ର.. ସିଏ ଭିଡ଼ୁ ଭିଡ଼ୁ ଦିଦି ଉଠେଇଲେଣି ଢେଲା..

Shraddha Murder Mystery
ସତ ହେଇଗଲା ଶ୍ରଦ୍ଧାଙ୍କ ଶେଷ ଚିଠି..

ନଭେମ୍ବର ୨୩, ୨୦୨୦ରେ ଏମିତି ଏକ ଚିଠି ଲେଖି ବଞ୍ଚିବାକୁ ଗୁହାରୀ କରିଥିଲେ ଶ୍ରଦ୍ଧା ଓ୍ୱାକର୍..

lady devotee
ମହାପ୍ରଭୁଙ୍କ ବାମନ ଭକ୍ତ ଟୁକୁ

ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..

 Sculptures and their traditions
ହଜିଯିବ କି ପଥର କଳା ?

କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଚାଲିଛି ସଂଘର୍ଷ.. ହେଲେ ଏମିତି କେତେ ଦିନ ଚାଲିବ ! ସଂଘର୍ଷ ଭିତରେ ହଜିଯିବନି ତ ପଥର କଳା ?

Self Help Group
୧୦୦ ଟଙ୍କା ସଞ୍ଚୟରୁ ୩୫ ଲକ୍ଷ ରୋଜଗାର

୧୦ ବର୍ଷ ତଳେ ୧୦ ମହିଳା ଏକାଠି ହୋଇ ଦେଖିଥିଲେ ସ୍ୱପ୍ନ.. ମାତ୍ର ୧୦୦, ୧୦୦ ଟଙ୍କା ସଞ୍ଚୟ କରି ଆରମ୍ଭ କଲେ ବ୍ୟବସାୟ.. ଆଜି ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୩୫ ଲକ୍ଷ..

Film Producer Akshay Parija
ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ ମାମଲା: ସକାଳ ୧୦ରୁ ରାତି ୧୦ ଯାଏ ଅକ୍ଷୟ ପରିଜାଙ୍କୁ ଜେରା

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି।

Thailand berries
ଓଡ଼ିଶାରେ ଥାଇଲାଣ୍ଡ କୋଳି

ଓଡ଼ିଶାରେ ଫଳୁଛି ଦୁଇ ପ୍ରକାରର ଥାଇଲାଣ୍ଡ ବରକୋଳି.. ଆଉ ଏଥିପାଇଁ ଅଭିମନ୍ୟୁ ପ୍ରଧାନଙ୍କୁ ବାଟ ଦେଖାଇଛି ୟୁଟ୍ୟୁବ୍.. ଆଉ ମାସେ ଭିତରେ ପାଚିଲା ପରେ ଖାଇବା ଯୋଗ୍ୟ ହୋଇଯିବ.. ସେତେବେଳେ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ଅଭିମନ୍ୟୁ..

  • Thursday, 24 November 2022
Priest Dies During Ongoing Sankirtan In Binika
‘ହରେ କୃଷ୍ଣ ହରେ ରାମ’ ଗୀତ ଗାଉ ଗାଉ ତଳେ ପଡ଼ିଗଲେ, ସବୁଦିନ ପାଇଁ ଚାଲିଗଲେ ଆରପାରିକୁ...

କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ରାମ ନାମ କୃଷ୍ଣ ନାମ ଜପୁଥିବା ବେଳେ ଜଣେ ପୂଜକଙ୍କ ଜୀବନ ଚାଲି ଯାଇଛି। 

Kendrapara cracker mishap
ଭସାଣି ଉତ୍ସବରେ ଭୟଙ୍କର ବାଣ ବିସ୍ଫୋରଣ: କ୍ଷଣିକ ମଧ୍ୟରେ ସବୁକିଛି ଛିନ୍‌ଛତ୍ର, ICUରେ ୯ ଜଣ ଭର୍ତ୍ତି

କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ହୋଇ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Lord Jagannath
ଭାବର ଠାକୁରଙ୍କ ପ୍ରତି ଅସମ୍ମାନ କରିବାକୁ କେମିତି ଗଲା କାହା ହାତ

ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି।

Loud Sound
କେଉଁଠୁୁ ଓ କାହିଁକି ଶୁଭିଲା କାନଫଟା ଶବ୍ଦ

ଏହା କୌଣସି ପ୍ରାକୃତିକ ଘଟଣା, ନା ମନୁଷ୍ୟକୃତ?

  • Wednesday, 23 November 2022
Love Story
ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ବାରମ୍ବାର ମନା କରିବା ପରେ ବି କାହାର କଥାକୁ ଖାତିର ନକରି ଦିବ୍ୟାଙ୍ଗ ପ୍ରେମିକ ସଦନଙ୍କ ହାତ ଧରି ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ ନୀଳମତି ।

E-detection portal to check vehicles plying without valid documents
ବୈଧ ଡକ୍ୟୁମେଣ୍ଟ ବିନା ଗାଡ଼ି ଚଲାଇଲେ ଧରିବ ଇ-ଡିଟେକ୍ସନ

ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରୁଛି।

ଯୋରନ୍ଦା ଗାଦିରେ ୧୪୪ ଧାରା
ଫଟୋରେ ଦେଖିବା ରାଜ୍ୟର କିଛି ଖବର...

ଢେଙ୍କାନାଳ ଯୋରନ୍ଦା ଗାଦିରେ ଭଙ୍ଗାରୁଜା ପରେ ସେଠାରେ ଜାରି ହୋଇଛି ୧୪୪ ଧାରା। ଫଳରେ ସାରା ଅଞ୍ଚଳ ଏବେ ଖାଁ ଖାଁ।

Special story
ଦୁଇ ଦିନ ହେଲା ଦାଣ୍ଡରେ ପଡ଼ିଛି ଶବ ! ଶ୍ମଶାନ ଜମି ବିବାଦ ପାଇଁ . . .

ଦାହ ନହେବାରୁ ଦୁଆର ମୁହଁରେ ପଡ଼ି ରହିଛି ରହିଛି ବୃଦ୍ଧାଙ୍କ ଶବ, ଆଉ ଜଗି ବସିଛନ୍ତି ଆତ୍ମୀୟ ସ୍ୱଜନ

Odisha Assembly
କାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ : ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ