ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କହିଲେ କୋର୍ଟ
ଆଶ୍ଚର୍ଯ୍ୟ !! କାଖରେ କଅଁଳା ଛୁଆକୁ ଧରି ରାଂପ୍ରେ ଚାଲିଲେ ଆଦିବାସୀ ମହିଳା...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...
ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….
ନବୀନ ବାବୁ ଆସନ୍ତୁ, ପାଣ୍ଡିଆନ୍ ବାବୁ ଆସିଲେ ଆମେ ରାସ୍ତାରୁ ହଟିବୁ। ଔଷଧ ନପାଇ ରାଜରାସ୍ତାରେ ଏମିତି ଗର୍ଜୁଛନ୍ତି କିଡନୀ ରୋଗୀ...ନାରଣ ଇଏ କଣ?
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।
ଘର ନୁହେଁ ପାଇଖାନା ପାଇଁ ବାପ-ପୁଅଙ୍କ ଭିତରେ ଲାଗିଛି କଳି। ବୁଢା ବାପାଙ୍କୁ ପାଇଖାନା କରାଇ ଦେଉନି ପୁଅ...ମିସ୍ତ୍ରୀ ଆସିଲେ ନାଲିଆଖି ଦେଖାଉଛି, କେତେବେଳେ ପୁଣି ଗୋଡାଉଛି। ପାଇଖାନା ପାଇଁ ଥାନାରେ ପହଞ୍ଚିଲେ ବାପା
୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।
ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା
ଏମିତିକା ପୁଅ ଥାଇ ଲାଭ କଣ? ଶୀତ ରାତିରେ ବାପା-ମାଆଙ୍କୁ ଧକ୍କା ଦେଇ ଘରୁ ଦେଲେ ତଡି। ନାତି ଟୋକା ବୁଢାବାପା ଉପରେ ସାଇକେଲ ମଡାଇ ଦେଲା...ପରିଣତ ବୟସରେ ଅଧ ରାତିରେ ଥାନାରେ ପହଞ୍ଚିଲେ ବାପା-ମାଆ...
ଅବିଶ୍ୱାସ ଲାଗିଲେ ବି ସତ !! ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ...୧୫ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ...ପାଠ ପଢା ବୟସରେ ମୂଲିଆ କାମ କରୁଛନ୍ତି ପିଲା, ସରକାରୀ ସହାୟତା ୟାଙ୍କ ପାଇଁ ସାତସପନ
ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ ।
ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।
ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ।
ଆଃ କି କଷ୍ଟ ଏଇ ଜୀବନ !! ପାଇଖାନା ଘରେ ବିତୁଛି ଜୀବନ...ସ୍ୱାମୀ ଚାଲିଗଲେ, ଘର ବି ଭାଙ୍ଗିଗଲା। ଉପାୟ ଶୂନ୍ୟ ହୋଇ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି ତୁଳସୀ
ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।
ଭୋଟ୍ ପୂର୍ବରୁ ଭଗବାନଙ୍କ ଶରଣ !! ପୁଣି ନରସିଂହଙ୍କୁ ଡାକିଲେଣି ପ୍ରଦୀପ...ଆଲୋ ଆଲୋ ଏଇଠି ହେଉଛି କଣ?
ଏହି ମେଡିକାଲରେ ରୋଗୀଙ୍କୁ କେବଳ ଭଗବାନ ଭରସା ।
ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?
ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି।
ଦୁର୍ନୀତି ରୋକିବାକୁ ରାଜ୍ୟରେ 5T କାମ କରୁଛି। ହେଲେ କଣ ଏମିତି ?
ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଅଳ୍ପ ସୁଖ ସହ ଭରି ଦିଅନ୍ତି କୋଟିଏ ଦୁଃଖ । ଯାହା ଲୁହ ହୋଇ ବୋହିଗଲେ ବି ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରିପାରେନାହିଁ । ଯେଉଁ ବୟସରେ ପୁଅର ସେବା ପାଇଥାଆନ୍ତେ ବାପା-ମାଆ, ସେହି ବୟସରେ ଏମିତି ପୁଅର କରୁଛନ୍ତି ସେବା ।
ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ସ୍ୱାମୀ ବିଛଣାରେ, ସ୍ତ୍ରୀ ଦୋକାନ କରି ପରିବାର ଚଳାଉଛି। ଦୁଇଟି କିଡନୀ ନଷ୍ଟ ହେବା ପରେ ନୂଆ କିଡନୀ ପ୍ରତିରୋପଣ ପାଇଁ ଆଶା ତ ଅଛି, ହେଲେ ଅର୍ଥ ସାଜିଛି ବାଧକ। ରୋଗୀଣା ସ୍ୱାମୀର ଦିନ ରାତି ସେବା କରୁଛି, କାନ୍ଦି କାନ୍ଦି ଦୁଃଖ କହୁଛି...କଣ କରିବି ମୁଁ ଜାଣିପାରୁନି..
ମୁଁ ରାଜନୀତି ଛାଡିଲେ ବି ରାଜନୀତି ମତେ ଛାଡିବ ନାହିଁ। ମୁଣ୍ଡଟା ତ ଅଛି, ସବୁବେଳେ ସେ କଥା ଗୁଡା ମୁଣ୍ଡରେ ପଶିବ। କୁକୁର ଯୋଉ କାମୁଡିଲା...ସେ ମାଲିକ ସେଥିପାଇଁ ଯାଉ ହେଲେ କୁକୁର ରହୁ