• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

know six IAS officers who cleared civil services examination in first attempt
ପ୍ରଥମ ଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିଲେ ଏହି ୬ IAS ଅଫିସର

ଏମିତି IAS ଅଫିସର ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି...

Customer finds bones from veg biryani
ଅନ୍‌ଲାଇନ୍‌ରେ ଅର୍ଡର କଲେ ଭେଜ୍‌ ବିରିୟାନୀ, ବାହାରିଲା ହାଡ଼...ଗ୍ରାହକଙ୍କ ମୁଣ୍ଡ ଗରମ

ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍‌ କିମ୍ବା ଚିକେନ୍‌ର ହୋଇଥାଇପାରେ।

Forest department
ଜଙ୍ଗଲରେ ଖେଳ ପଛେ ଜନ୍ତୁ ମାରନି

ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଭଲିବଲ୍ ଖେଳ । ଲୋକ ମାନଙ୍କ ଭିତରେ ବି ପ୍ରବଳ ଉତ୍ସାହ। ବନ କର୍ମଚାରୀଙ୍କ କଡା ତାଗିଦ୍ ଖେଳ ପଛେ ହେଲେ ଜୀବଜନ୍ତୁ ଶିକାର କରନି

tearful farewell
ପୁରୀ ଝିଅ , ଚିତ୍ରକୋଣ୍ଡାରେ ପଞ୍ଚଭୂତରେ ବିଲିନ ହେଲେ

ଜନ୍ମଭୂମି ଛାଡି ଆସିଥିଲେ ଚିତ୍ରକୋଣ୍ଡା । ଏଇଠି ଆରମ୍ଭ କରିଥିଲେ ନିଜ କର୍ମମୟ ଜୀବନ । ଏଇଠି ନେଲେ ଶେଷ ନିଶ୍ୱାସ ଆଉ କର୍ମଭୂମିରେ ଯୁଇ ଜଳିଲା

News Fuse
ବାପଲୋ କି ନିଶା , ଗେଟ୍ ପକାଇବାକୁ ଭୁଲିଗଲେ

ଏମିତି ନିଶାରେ ଘାଇଲାଯେ ସେ ଟ୍ରେନ୍ ଗେଟ୍ ପକାଇବାକୁ ଭୁଲିଗଲେ । ଟ୍ରେନ୍ ଆସି ଛି଼ଡା ହେଲା ଡ୍ରାଇଭର ଆସି ଗେଟ୍ ପକାଇଲେ । ଜଗୁଆଳି ନିଶାରେ ପୂରା ଚୁର୍

homeopathy facility
କୋରାପୁଟରେ ନାହିଁ ହୋମିଓପାଥି ସୁବିଧା

ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ

Solar Eclipse 2023
ଏପ୍ରିଲ ୨୦ରେ ଲାଗିବ ସୂର୍ଯ୍ୟ ପରାଗ, ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।

bee farming
ଜୀବିକା ଦେଉଛି ମହୁମାଛି ବାକ୍ସ

ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।

Violence during Hanuman Jayanti rally in Sambalpur Internet services suspended for 48 hours
୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ, ଚାରିଆଡ଼େ ପୋଲିସ୍‌ ଛାଉଣୀ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। 

Today 75th Bhubaneswar Foundation Day Celebration
ହାପି ବାର୍ଥ ଡେ’ ଭୁବନେଶ୍ୱର: ୭୫ ବର୍ଷରେ ପାଦ ଥାପିଲା ରାଜଧାନୀ

ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍‌ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର।

Srimandir Heritage Corridor
ବୋଝ ଉପରେ ନଳିତା ବିଡ଼ା ପାଲଟିବନି ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।

Power Cut
‘ଏ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି’

ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।

People worship Maa Karlapata
ବିଶ୍ୱାସ ରହିଛି ମା କର୍ଲାପଟା ଠାକୁରାଣୀଙ୍କ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୁଏ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭଣ୍ଡାର ଗାଁ ଗୁଜା ପର୍ବତ ନିକଟରେ ଅବସ୍ଥାନ କରିଛନ୍ତି ମାଆ କର୍ଲାପାଟ । ବିଶ୍ୱାସ ରହିଛି ଦେବୀ ମାଆ କର୍ଲାପାଟଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ...

Odisha reels under intense heat wave, mercury to rise further
ଆସନ୍ତାକାଲି ଯାଏ ୪ ଜିଲ୍ଲାକୁ ସତର୍କ ସୂଚନା

ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। 

An earthen stove
୫୦ ବର୍ଷ ହେଲା ଚୁଲି ଜଳୁଛି, ପାଉଁଶ ବାହାରୁନି

ଅଲୌକିକ ଘଟଣା : ୫୦ ବର୍ଷ ହେଲାଣି ଚୁଲି ଜଲୁଛି ହେଲେ ପାଉଁଶ ବାହାରୁନି । ମନ୍ଦିରରେ ପ୍ରସାଦ ସେବନ କରି ବ୍ରତ ପାଳନ କରୁଛନ୍ତି ଶହଶହ ଲୋକ

Krishna-Sudama
ପରିବାର ପଚାରିଲାନି...ନିଜର କରିନେଲା ସାଙ୍ଗ

ବନ୍ଧୁ ହେବ ତ ଏମିତି । ପରିଣତ ବୟସରେ ପର କରିଦେଲା ପରିବାର । କୋଳେଇ ନେଲେ ସାଙ୍ଗ...ଅଧ ରାତିରେ ଟ୍ରଲିରେ ବୋହିଲେ, ମେଡିକାଲରେ ପହଞ୍ଚାଇଲେ । ଲୋକେ କହିଲେ ଏମାନଙ୍କ ବନ୍ଧୁତା କୃଷ୍ଣ-ସୁଦାମଙ୍କ ପରି

Anubhav Mohanty
ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ; ବର୍ଷାଙ୍କ ମନ୍ତବ୍ୟ ଉପରେ ଟ୍ୱିଟ୍ କଲେ ଅନୁଭବ

ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।

family cremates another man body after courier firm mixes up delivery of corpses
ଅଦଳବଦଳ ହୋଇଗଲା ଶବ: ଅଜାଣତରେ ନିଜ ସମ୍ପର୍କୀୟର ଭାବି ସଂସ୍କାର କଲେ ଅନ୍ୟ ଏକ ଶବ

ମୃତଦେହ ଅଦଳବଦଳ। ଅଜାଣତରେ ନିଜ ଲୋକର ଭାବି ଦାହ ସଂସ୍କାର କରିଦେଲେ ଅନ୍ୟ ଏକ ମୃତଦେହ। 

Fake Note
କେମିତି ଚିହ୍ନିବେ ନକଲି ନୋଟ୍‌ ? ଜାଣିନିଅନ୍ତୁ ଏହି ସରଳ ଉପାୟ

ଲୋକମାନଙ୍କୁ ନକଲି ନୋଟ୍‌ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍‌ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।

Normal rainfall during monsoon this year
ଏ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Governor Prof Ganeshi lal exhibits humility
ରାଜ୍ୟପାଳଙ୍କ ମହାନତା: ସିଂହାସନ ଛାଡ଼ି ଛୋଟ ଚୌକିରେ ବସିଲେ

ତାଙ୍କର ପ୍ରତିଟି କଥା ଅନ୍ୟକୁ ପ୍ରେରଣା ଦେଇଥାଏ।

Explosive comment by Actress Varsha Priyadarshini
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିସ୍ଫୋରକ ବୟାନ: ମୋ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା

ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା, ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି ।

Dibyanga lady
ଦେହ ଭିନ୍ନକ୍ଷମ, ମନ ସକ୍ଷମ..

ଦେହ ଭିନ୍ନକ୍ଷମ, ମନ ସକ୍ଷମ..ପୋଲି ଓ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବେ ଭଦ୍ରକର ମଧୁସ୍ମିତା..

Kendrapara man worked with US military
ଆମେରିକା ଆର୍ମୀରେ ଓଡ଼ିଆ ପୁଅ

ଆମେରିକା ସେନା ଓ ନାଟୋ ସଂଗଠନରେ ୨୦ ବର୍ଷ କାମ କରି ଗାଁକୁ ଫେରିଲେ କେନ୍ଦ୍ରାପଡ଼ାର ରଶ୍ମୀକାନ୍ତ ବେହେରା । ବଖାଣିଲେ ଆଖି ସାମ୍ନାରେ ଦେଖିଥିବା ଯୁଦ୍ଧର ଛାତିଥର କାହାଣୀ..

kidney
କିଡ୍‌ନୀ ରୋଗର ଗାଁ, ଭୟରେ ଗାଁ ଛାଡୁଛନ୍ତି ଲୋକେ

ଭୟରେ ଗାଁ ଛାଡୁଛନ୍ତି ଲୋକେ । ଖାଲି ହୋଇଯାଉଛି ମାଆକୋଳ..ବିବାହର କିଛିମାସ ମଧ୍ୟରେ ସ୍ତ୍ରୀ ମଥାରୁ ଲିଭିଯାଉଛି ସିନ୍ଦୁର । ପିଣ୍ଡଦାନ କରିବାକୁ ବଂଶରୁ ବଞ୍ଚୁନାହାନ୍ତି କେହି