ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହୋଇଗଲା ଅନଲାଇନ୍ ଟିକେଟ୍ ବ୍ୟବସ୍ଥା
ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...
ନାରଣ ରହରେ...ମହାପ୍ରସାଦ ପାଇକି ଯିବୁ । ଆଲୋ ଆଲୋ...ଇଏ ଅଶ୍ୱିନୀ ବାବୁ ଓଟିଭିକୁ କିଆଁ ଖୋଜିଲେ? ଆମ ପାଖରେ କ’ଣ କାମ ଅଛି କି?
ଆଜିଠୁ ନୂତନ ପଞ୍ଜିକା ପ୍ରଚଳନ କରାଯାଇଥାଏ। ଦୋଳ ପୂର୍ଣ୍ଣିମାରେ ପଞ୍ଜିକା ପଠନ କରାଯାଇଥିଲା। ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପଞ୍ଜିକାକୁ ସ୍ୱୀକୃତି ଦିଆଯାଇଛି।
ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଗୁଗଲ୍(Google) ଏକ ଖାସ୍ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ‘Auto-Archive’ । ଏକ ବ୍ଲଗ୍ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।
ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବ ଶୋଭାଯାତ୍ରା। ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନକ ପୂର୍ବରୁ ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ଏମିତି IAS ଅଫିସର ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି...
ଯୁବତୀ ଜଣକ ଅନ୍ଲାଇନ୍ରେ ଭେଜ୍ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍ କିମ୍ବା ଚିକେନ୍ର ହୋଇଥାଇପାରେ।
ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଭଲିବଲ୍ ଖେଳ । ଲୋକ ମାନଙ୍କ ଭିତରେ ବି ପ୍ରବଳ ଉତ୍ସାହ। ବନ କର୍ମଚାରୀଙ୍କ କଡା ତାଗିଦ୍ ଖେଳ ପଛେ ହେଲେ ଜୀବଜନ୍ତୁ ଶିକାର କରନି
ଜନ୍ମଭୂମି ଛାଡି ଆସିଥିଲେ ଚିତ୍ରକୋଣ୍ଡା । ଏଇଠି ଆରମ୍ଭ କରିଥିଲେ ନିଜ କର୍ମମୟ ଜୀବନ । ଏଇଠି ନେଲେ ଶେଷ ନିଶ୍ୱାସ ଆଉ କର୍ମଭୂମିରେ ଯୁଇ ଜଳିଲା
ଏମିତି ନିଶାରେ ଘାଇଲାଯେ ସେ ଟ୍ରେନ୍ ଗେଟ୍ ପକାଇବାକୁ ଭୁଲିଗଲେ । ଟ୍ରେନ୍ ଆସି ଛି଼ଡା ହେଲା ଡ୍ରାଇଭର ଆସି ଗେଟ୍ ପକାଇଲେ । ଜଗୁଆଳି ନିଶାରେ ପୂରା ଚୁର୍
ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।
ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର।
ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।
ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭଣ୍ଡାର ଗାଁ ଗୁଜା ପର୍ବତ ନିକଟରେ ଅବସ୍ଥାନ କରିଛନ୍ତି ମାଆ କର୍ଲାପାଟ । ବିଶ୍ୱାସ ରହିଛି ଦେବୀ ମାଆ କର୍ଲାପାଟଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ...
ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
ଅଲୌକିକ ଘଟଣା : ୫୦ ବର୍ଷ ହେଲାଣି ଚୁଲି ଜଲୁଛି ହେଲେ ପାଉଁଶ ବାହାରୁନି । ମନ୍ଦିରରେ ପ୍ରସାଦ ସେବନ କରି ବ୍ରତ ପାଳନ କରୁଛନ୍ତି ଶହଶହ ଲୋକ
ବନ୍ଧୁ ହେବ ତ ଏମିତି । ପରିଣତ ବୟସରେ ପର କରିଦେଲା ପରିବାର । କୋଳେଇ ନେଲେ ସାଙ୍ଗ...ଅଧ ରାତିରେ ଟ୍ରଲିରେ ବୋହିଲେ, ମେଡିକାଲରେ ପହଞ୍ଚାଇଲେ । ଲୋକେ କହିଲେ ଏମାନଙ୍କ ବନ୍ଧୁତା କୃଷ୍ଣ-ସୁଦାମଙ୍କ ପରି
ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।
ମୃତଦେହ ଅଦଳବଦଳ। ଅଜାଣତରେ ନିଜ ଲୋକର ଭାବି ଦାହ ସଂସ୍କାର କରିଦେଲେ ଅନ୍ୟ ଏକ ମୃତଦେହ।
ଲୋକମାନଙ୍କୁ ନକଲି ନୋଟ୍ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।