/odishatv-khabar/media/post_attachments/uploadimage/library/16_9/16_9_0/Power_Cut_1681292322.jpg)
Power Cut
ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର କଟ୍ ହେବନି। ଗ୍ରାମାଞ୍ଚଳରେ ବି ବିଦ୍ୟୁତ୍ କାଟ୍ ହେଉନି, ଯାନ୍ତ୍ରିକ ତ୍ରୁଟି ପାଇଁ ହୁଏତ ବିଦ୍ୟୁତ୍ କାଟ୍ କରାଯାଉଥିବ।
Advertisment
‘ପାୱାର କଟ୍ ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରି ନାହାନ୍ତି। ଆମ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଅଛି। ଲୋକଙ୍କ ଡିମାଣ୍ଡ୍ ଅନୁଯାୟୀ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି।
#ଏ_ବର୍ଷ_ପାୱାର_କଟ୍_ହେବନି: ଶକ୍ତି ମନ୍ତ୍ରୀ
ଏ ବର୍ଷ ପାୱାର କଟ୍ ହେବନି କହିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । 'ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର କଟ୍ ହେବନି' । ଗ୍ରାମାଞ୍ଚଳରେ ବି ବିଜୁଳି କାଟ୍ ହେଉନି, ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି ଯାଉଥିବ' । ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି କହିଲେ ଶକ୍ତି ମନ୍ତ୍ରୀ #OTVpic.twitter.com/plMGYLDit3— ଓଟିଭି (@otvkhabar) April 12, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)