ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ
କେତେବେଳେ ସାଧାରଣ ଲୋକଙ୍କୁ ତ ଆଉ କେତେବେଳେ ବଡ଼ବଡ଼ ଅଫିସରଙ୍କୁ ଧକ୍କା ଦେଇ ମୋବସ୍ ଚର୍ଚ୍ଚାରେ ରହିଛି । ଅନେକ ବ୍ୟକ୍ତି ଦୁର୍ଘଟଣା ଲାଗି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଥାନ୍ତି । ହେଲେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଏୟାରପୋର୍ଟକୁ ଯିବା ସମୟରେ ମୋ ବସ୍ ସହ ଧକ୍କା ହୋଇଥିଲା । ପ୍ରଶ୍ନ ଉଠିଥିଲା ଭୁଲ୍ କାହାର?
ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ ।
ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ
ତିନି ବର୍ଷ ହେଲା ସ୍କୁଲ କି ଅଙ୍ଗନବାଡି ଦେଖିନାହାନ୍ତି ପିଲା
ଏମିତି ବିଦାୟୀ ସମ୍ୱର୍ଦ୍ଧନା କେବେ ଦେଖିନଥିବେ.. ଗଣିତ ସାରଙ୍କୁ କାନ୍ଧେଇ ନାଚିଲେ ଛାତ୍ରଛାତ୍ରୀ..
ରାଜା ବ୍ରଜରାଜ ୧୮୮୯ରେ ପୁରୀ ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ.. ଖଡ଼ିଆଳ ଫେରିବା ପରେ ସେ ୧୮୯୦ରୁ ଏଇଠି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ..
ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଦିନେ ରହିବା ପାଇଁ ଭଲ ଘର ନଥିଲା.. ଟେଣ୍ଟ ତଳେ ଆଶ୍ରା ନେଇଥିଲେ.. ଅର୍ଥାଭାବ ଯୋଗୁ ଅଧାରୁ ଖେଳ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିଲେ.. ହେଲେ ବିଧିର ବିଧାନ ଥିଲା କିଛି ଅଲଗା.. ଆଜି ସେ ଷ୍ଟାର୍ କ୍ରିକେଟର୍
ହଇରେ ନାରଣ.. ଏ ଭଉଣୀ କାହିଁକି ମୁହଁ ଲୁଚାଉଛନ୍ତି ? ମୁହଁରୁ ଗାମୁଛା ମୋଟରୁ କାଢୁନାହାନ୍ତି.. ଆମେ କଣ ଦେଢଶୂର !
ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇଲା ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଦ ହେବ।
ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି । ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଞ୍ଚିଥିଲେ କନିଆଁ ପାଖରେ । ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା ।
ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ ।
ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟର ନାକ । ୨୦୧୬ରେ ଥିଲା A+ , ୨୦୨୩ରେ ମିଳିଲା A ଗ୍ରେଡ୍ । ଉପରକୁ ଉଠିବା ବଦଳରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ନାକ୍ ପକ୍ଷରୁ ହୋଇଥିବା ସର୍ଭେରେ ଉତ୍କଳକୁ ମିଳିଛି ୩.୧୬ ସ୍କୋର । ଫଳରେ ୟୁନିଭରସିଟି A+ରୁ A ଗ୍ରେଡକୁ ଖସିଆସିଛି ।
ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।
କେବଳ ଟ୍ୱିଟ୍ କରି ୨ ହଜାର ସମସ୍ୟାର ସମାଧାନ କରିଦେଲେ ଯୁବ । ସ୍ଥାନୀୟ ଅଞ୍ଚଳରେ ଟ୍ବିଟର ବୟ ନାଁରେ କରିଛନ୍ତି ପ୍ରିସିଦ୍ଧି ଲାଭ ।
ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗୁରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।
ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକର ୫ଟି ପଞ୍ଚାୟତର ଲୋକେ...ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ । ଦୂଷିତ ଝରଣା ଜଳ ପିଇ ବଞ୍ଚୁଛନ୍ତି ଲୋକେ । ଶୀଘ୍ର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଲୋକଙ୍କ ଭୋଟ୍ ବର୍ଜନ ଚେତାବନୀ
ବିଗ୍ରହ ପ୍ରତିଷ୍ଠା ସରିଲା, ବେଙ୍ଗାଲୁରୁରେ ଖୁବଶୀଘ୍ର ଭବ୍ୟ ମନ୍ଦିରରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ
ହଇରେ ନାରଣ ! ପାଖଲୋକଙ୍କୁ ପାଖରୁ ଦେଖିବାକୁ ଦଳାଚକଟା ସ୍ଥିତି !
ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ୍ ନେବା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।
ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ ।
ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।
ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ ।
୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ଚାଷୀଙ୍କ ମୁହଁରେ ହସ ଫୁଟିଲା । ହୁଳହୁଳି ପଡ଼ିଲା,କଳସ ବସାଇ ବ୍ରାହ୍ମଣ ପୂଜା କଲେ । ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ ।