ଶିକ୍ଷକ ଲଲାଟ ଚନ୍ଦ୍ର ବେହେରା ୨୦୨୨ରେ ବିଦ୍ୟାଳୟରେ ଯୋଗ ଦେବା ପରେ ବଦଳି ଯାଇଛି ସ୍କୁଲର ରୂପ ଓ ଶିକ୍ଷା ବ୍ୟବସ୍ଥା ।
ତିନି ବର୍ଷ ହେଲା ସ୍କୁଲ କି ଅଙ୍ଗନବାଡି ଦେଖିନାହାନ୍ତି ପିଲା
ଶହୀଦ୍ଙ୍କ ନାଁରେ ହେଲା ସରକାରୀ ସ୍କୁଲର ନାମ। ଜାମ୍ମୁକାଶ୍ମୀରରେ ଥିବା ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯାଇ ଶହୀଦଙ୍କ ନାମ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜାମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ସାମ୍ୱା ଗାଁର ସାଙ୍ଗୱାଲିରେ ଥିବା ସରକାରୀ ମିଡିଲ୍ ସ୍କୁଲ୍ର ନାମ କୁ ପରିବର୍ତ୍ତନ କରାଯାଇ ସୁଶିଲ ଖଜୁରିଆଙ୍କ (Kirti Chakra awardee martyr Lieutenant Sushil Khajuria) ନାମରେ ନାମିତ କରାଯାଇଛି ।