• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

viral vedio
ଚଳନ୍ତା ଅଟୋରୁ ଚେଞ୍ଜ ହେଲା ଟାୟାର୍‌

ଆଶ୍ଚର୍ଯ୍ୟ ! ଫୁଲ ସ୍ପିଡ୍‌ରେ ଚାଲୁଥିଲା ଗାଡ଼ି...ହଠାତ୍‌ ପମ୍ପଚର ହେଲା ଟାୟାର । ଗାଡି ରଖିଲେନି ବରଂ ଚାଲୁଚାଲୁ ଚେଞ୍ଜ ହୋଇଗଲା ଟାୟାର୍‌ । ଭାଇରାଲ ହେଲା ଭିଡିଓ

School Student
ସାର୍ ଗଲେ ଆମେ ପାଠ ପଢିବୁ କେମିତି ? ଏମିତି କହି ସ୍କୁଲ୍‌ ଗେଟ୍‌ରେ ତାଲା ଠୁଙ୍କିଲେ ପିଲା

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

News Fuse
ଶୌଚାଳୟ ପିଣ୍ଡାରେ ସାବୁନ ଲଗେଇଦେଲେ

ଆଲୋ ଆଲୋ ଇଏ କଣ? ଶୌଚାଳୟରେ ତାଲା କିଏ ପକାଇଲା? ଗଲା ଗଲା...ଦେଖୁନୁରେ ନାରଣ । କେମିତି ଶୌଚାଳୟ ସାମ୍ନାରେ ସାବୁଲ ଲଗେଇ ଲଗେଇ ଗାଧୋଉଛନ୍ତି ସୁବାଷ ସଂଗଠନର ଯୁବକ

Biriyani
ବିରିୟାନି ଅର୍ଡର କରିଥିଲେ, ଅସରପା ବାହାରିଲା

ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...

Factory
କଲୋନୀ କରିବେ କହିଲେ, ଏବେ ଫ୍ୟାକ୍ଟ୍ରି ହେଉଛି !

କଲୋନୀ କରିବେ ବୋଲି କହିଲେ । ଶାଗମାଛ ଦରରେ ଜମି କିଣିନେଲେ...ଏବେ ଫ୍ୟାକ୍ଟ୍ରି କରିବେ କହୁଛନ୍ତି । ଆମେ କରାଇ ଦେବୁନି । ଏତେ ପ୍ରଦୂଷଣରେ ଆମେ ରହିବୁ କେମିତି?

ଓଡ଼ିଶାରେ ମହାମହିମ
ପାହାଡ଼ପୁର ଗାଁରେ ମାଟିର ଝିଅ, ଆପଣାର ଲୋକଙ୍କୁ ଭେଟି ଭାବବିହ୍ୱଳ ମାଡାମ ପ୍ରେସିଡେଣ୍ଟ

୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସି ଜନ୍ମମାଟି ମୟୁରଭଞ୍ଜରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାହାଡ଼ପୁର ଗାଁରେ ପହଞ୍ଚିଛନ୍ତି ମାଟିର ଝିଅ। ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନଙ୍କ ସହ ଆପଣାର ଲୋକ ମାନଙ୍କୁ ଭେଟି ଭାବବିହ୍ୱଳ ହୋଇଛନ୍ତି ମାଡାମ ପ୍ରେସିଡେଣ୍ଟ। ପାଖରେ ପାଇ କିଏ ତାଙ୍କୁ ଡାକୁଥିଲେ ଭଉଣୀ ତ ଆଉ ସମ୍ବୋଧନ କରୁଥିଲେ ଭାଣିଜୀ ବୋଲି...

distance board between Bhubaneswar and Puri
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଶିଶୁପାଳଗଡ଼ରେ ଲାଗିଥିବା ତିନିଟି ବୋର୍ଡରେ ରହିଛି ତିନି ପ୍ରକାର ତଥ୍ୟ। NH କର୍ତ୍ତୃପକ୍ଷଙ୍କ ଏହି ସାଇନବୋର୍ଡ କହୁଛି ୫୨ କିମି, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବୋର୍ଡ କହୁଛି ୫୦ ଓ ସେହି ନିକଟରେ ଥିବା ମାଇଲ ଖୁଣ୍ଟ ଓ ବୋର୍ଡରେ ଲେଖାଯାଇଛି ୫୬ କିଲୋମିଟର।

  • Thursday, 04 May 2023
distance board between Bhubaneswar and Puri
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।

President Murmu arrives in Odisha on a three-day visit
ସୁପ୍ରିମ୍‌ କମାଣ୍ଡରଙ୍କୁ ପାଖରେ ପାଇ ଭାବବିହ୍ୱଳ ପାହାଡ଼ପୁର

ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।

PMAY scheme
ଘର ଗୋଟିଏ, ହେଲେ ହିତାଧିକାରୀ ତିନି ଜଣ : ଗୋଟିଏ ଘରକୁ ଦେଖାଇ ୧୬ ଲକ୍ଷ ହଡ଼ପ

ଆଶ୍ଚର୍ଯ୍ୟର କଥା ହେଲା ହିତାଧିକାରୀମାନେ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ସେମାନେ ହେଲେ ବିଚିତ୍ରାନନ୍ଦ ଜେନା, ତାଙ୍କ ପତ୍ନୀ ଅନନ୍ୟା ରାଉତରାୟ ଓ ପୁଅ ବିଶ୍ୱଜିତ ରାଉତରାୟ।

President Murmu advises youths to quit drugs
ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ କାରକେଡ୍ ହେଲିପ୍ୟାଡରୁ ବାହାରୁଥିଲା ତ, ତାଙ୍କୁ ଦେଖିବାକୁ ହେଲିପ୍ୟାଡ୍ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ।

 Insects destroy
ଧାନ ଫସଲକୁ ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ

President Droupadi Murmu
ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଖନ୍ତୁ ରାଷ୍ଟ୍ରପତି ହେଲିପ୍ୟାଡରେ ଓହ୍ଲାଇବାର ଚିତ୍ର...

Basic amenities still a dram for these tribals in Odisha’s Mohana
ଏମାନେ ବି ଭୋଟର; ପାହାଡ଼ ତଳେ ଗାଁ, କାହାକୁ ମିଳିନି ପକ୍କାଘର

ଭୋଟ୍ ପାଇଁ ନେତାଏ ଏମାନଙ୍କ ପାଖକୁ ଆସନ୍ତି.. ଆଉ ଭୋଟ୍ ସରିଗଲେ ଏମାନଙ୍କୁ ତୁଚ୍ଛ କରନ୍ତି..

Odia actor Chandan shares his fitness mantra
ହ୍ରିତିକଙ୍କ ଟ୍ରେନର୍ ଦେଲେ ଚନ୍ଦନଙ୍କୁ ଫିଟନେସ୍ ମନ୍ତ୍ର

ହ୍ରିତିକଙ୍କ ଟ୍ରେନର୍ ଦେଲେ ଓଲିଉଡ୍‌ ଅଭିନେତା ଚନ୍ଦନଙ୍କୁ ଫିଟନେସ୍ ମନ୍ତ୍ର । ଶୁଣନ୍ତୁ...

  • Thursday, 04 May 2023
President Of India
ଆସୁଛନ୍ତି ରାଷ୍ଟ୍ରପତି : ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁଠି?

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମାଡାମ୍‌ ପ୍ରେସିଡେଣ୍ଟ । ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁଠି?

Drink And Driving
ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ୨ବର୍ଷ ଯାଏଁ ଜେଲ୍ ଓ ୧୫ ହଜାର ଜୋରିମାନା

ମଦ ପିଇ ଗାଡ଼ି ଚଳାଉଛନ୍ତି କି ? ହୁସିଆର ! ଧରାପଡ଼ିଲେ ଆଉ ଦୟାମାୟା ନାହିଁ । ଖାଲି ଫାଇନରେ ମିଳିବନି ନିସ୍ତାର। ଗିରଫ ହେବେ, ଜେଲ୍ ଯିବେ । ମଦୁଆ ଗାଡ଼ି ଚାଳକଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ରାଜ୍ୟର ସବୁ ଥାନାକୁ ନିର୍ଦ୍ଦେଶ ଜାରି ପାଇଁ କହିଛି ବାଣିଜ୍ୟ ଓ ପରିବହନ ବିଭାଗ । ଏନେଇ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ ଉଷା ପାଢ଼ୀ ।

Droupadi Murmu
ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ଜନ୍ମମାଟି ରାଇରଙ୍ଗପୁର

ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ରାଇରଙ୍ଗପୁର । ଦେଶର ପ୍ରଥମ ନାଗରିକଙ୍କୁ ନିଜ ମାଟିରେ ଦେଖିବାକୁ ନିଜ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ ।

Droupadi Murmu
ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ଜନ୍ମମାଟି ରାଇରଙ୍ଗପୁର

ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ହେଲେ ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ ।

Ropeway
ରଜରୁ ନନ୍ଦନକାନନ ରୋପୱେର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ

MO BUS
ମୋ ବସ୍‌ ସହ ଏଡିଏମ୍‌ଙ୍କ ଗାଡ଼ି ଦୁର୍ଘଟଣା : ଭୁଲ କାହାର ?

କେତେବେଳେ ସାଧାରଣ ଲୋକଙ୍କୁ ତ ଆଉ କେତେବେଳେ ବଡ଼ବଡ଼ ଅଫିସରଙ୍କୁ ଧକ୍କା ଦେଇ ମୋବସ୍ ଚର୍ଚ୍ଚାରେ ରହିଛି । ଅନେକ ବ୍ୟକ୍ତି ଦୁର୍ଘଟଣା ଲାଗି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଥାନ୍ତି । ହେଲେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଏୟାରପୋର୍ଟକୁ ଯିବା ସମୟରେ ମୋ ବସ୍ ସହ ଧକ୍କା ହୋଇଥିଲା । ପ୍ରଶ୍ନ ଉଠିଥିଲା ଭୁଲ୍ କାହାର?

indian airlines
ମେ’ ୧୫ରୁ ଆରମ୍ଭ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା

ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ ।

Raja
ରଜରୁ ନନ୍ଦନକାନନ ରୋପୱେର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ

Sarva Shikshya Abhiyan
ତିନି ବର୍ଷ ହେଲା ସ୍କୁଲ କି ଅଙ୍ଗନବାଡି ଦେଖିନାହାନ୍ତି ପିଲା

ତିନି ବର୍ଷ ହେଲା ସ୍କୁଲ କି ଅଙ୍ଗନବାଡି ଦେଖିନାହାନ୍ତି ପିଲା

grand farewell to Maths teacher
ପିଲାଙ୍କ କାନ୍ଧରେ ବସିଲେ ଗଣିତ ସାର୍.. ଜାକଜମକରେ ହେଲା ଫେୟାରଓ୍ୱେଲ୍

ଏମିତି ବିଦାୟୀ ସମ୍ୱର୍ଦ୍ଧନା କେବେ ଦେଖିନଥିବେ.. ଗଣିତ ସାରଙ୍କୁ କାନ୍ଧେଇ ନାଚିଲେ ଛାତ୍ରଛାତ୍ରୀ..