• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Sakhigopala Temple
ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଗୋପାଳଜୀଉ

ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ।

Tainted additional sub collector of Nabarangpur Prasanta Rout given compulsory retirement
ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା।

deadbody
ମଶାଣିରୁ ଗାଏବ ହୋଇଯାଉଛି ଶବ, ନେଉଛି କିଏ ?

ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ.. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସମ୍ପୂର୍ଣ୍ଣ ସତ.. ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା.. ଏବେ ପୁଣି ଏଇ ଘଟଣାର ପୁନରାବୃତ୍ତି ଘଟିଛି...

Tomato Price Hike
ଶହେ ଟପିଲା ଟମାଟୋ ଦର, କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି...

ଶହେ ଉପରେ ଟମାଟୋ ଦର।  ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

allege govt's apathy
ଏ ପାଣିରେ କିଏ ପାଦ ଧୋଇବନି.. ହେଲେ ଆମେ ପିଉଛୁ..

ଏମିତି ନୁହେଁ ଯେ ସରକାର ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିନାହାନ୍ତି.. ହେଲେ ସରକାରୀ ବ୍ୟବସ୍ଥାରେ ପାଣି କେମିତି ମିଳୁଛି ଆପଣ ନିଜେ ଦେଖନ୍ତୁ.. ଟ୍ୟାପରୁ ଟୋପା ଟୋପା ହୋଇ ପଡ଼ୁଛି ପାଣି.. ସେଇ ପାଣିକୁ ସଂଗ୍ରହ କରିବାକୁ ଅପେକ୍ଷା କରିଛନ୍ତି ଶହ ଶହ ହାଣ୍ଡି ଗରା.. ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ତାରଣା ଗାଁରେ ବିକାଶର ଚିତ୍ର..

tata power looting consumers with different tricks in odisha
ଟାଟା ପାୱାର ମହାଲୁଟ୍‌ର ଖୋଲୁଛି ଗୋଟିକ ପରେ ଗୋଟିଏ ଫର୍ଦ୍ଦ

ଗ୍ରାହକଙ୍କୁ ଲୁଟି ଚାଲିଛି ଟାଟା ପାୱାର। ଭିନ୍ନ ଭିନ୍ନ ଏରିଆରେ ଆପଣେଇଛି ଲୁଟ୍‌ର ଭିନ୍ନ ଭିନ୍ନ ତରିକା। କେଉଁଠି ନିଜ ବିଭାଗର ଭୁଲ୍ ସତ୍ତ୍ବେ ଜୋର ଜବରଦସ୍ତ ଫାଇନ୍ କାଟି ଉପଭୋକ୍ତାଙ୍କୁ ଶୋଷୁଛି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍ ଦେଇ ହାୟର ସ୍ଲାବରେ ଦେୟ ଆଦାୟ କରୁଛି। ଅପରପକ୍ଷରେ ଟାଟା ପାୱାରର ବିଲ୍ ଚଞ୍ଚକତା ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି।

Widow seeks financial assistance
ମଥାରୁ ସିନ୍ଦୁର ଲିଭିଲା ପରେ ବେସାହାରା ଜୀବନ ଜିଉଁଛନ୍ତି ଅସହାୟ ରଞ୍ଜୁ

ଗରିବ ଓ ବେସାହାରାମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଚଳନ କରିଛନ୍ତି । ଦୁଃଖର ବିଷୟ ପ୍ରଶାସନିକ ଅପାରଗତା ଓ ଲୋକଙ୍କ ଭିତରେ ସଚେତନତାର ଅଭାବ ଯୋଗୁ ଅନେକ ବାସହରା ଓ ନିରାଶ୍ରୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି…

News Fuse
ହେଇ ଦେଖ ପାୱାର କାଟିବାରୁ କି ପାଲା କଲେ ଲୋକେ

ବିଜୁଳି କଟିଲା ଘାଇଁ ଘାଇଁ ବିଜେପି ମାତିଲା ସାଇଁ ସାଇଁ । ଢେଙ୍କାନାଳରେ ବିଜୁଳି କାଟକୁ ନେଇ ତାତିଲେ ଲୋକେ ବିଜୁଳି ଅଫିସରେ ପକେଇ ଦେଲେ ତାଲା...

Illegal brick
ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ଭଳି ଦେଶୀ ଇଟା ଭାଟି ବେଆଇନ ଭାବେ ଚାଲୁଛି

ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ଭଳି ସ୍ଥାନେ ସ୍ଥାନେ ଗଢି ଉଠିଛି ବେଆଇନ ଦେଶୀ ଇଟା ଭାଟି । RIଙ୍କ ସଂପୃକ୍ତ ନେଇ ଆସିଛି ବଡ଼ ଅଭିଯୋଗ । ସେପଟେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବି ଅଭିଯୋଗ ଆଣିଛନ୍ତି ସଚେତନ ନାଗିରକ..

jagannath temple
କଡ଼ା ସୁରକ୍ଷା ସତ୍ତ୍ୱେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ପରିସର ଭିଡିଓ

ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି ।

mango farming
ବାଡିରେ ଫଳିଛି ନିଆରା ଆମ୍ବ : କିଲୋ ପିଛା ଦର ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ

Bhadrak Police Station
ଥାନାରେ ଖତ ଖାଉଛି ହଜାର ହଜାର ଗାଡ଼ି : ଦାବିଦାର କିନ୍ତୁ କେହି ନାହାନ୍ତି

ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍‌ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ

Lord Shiva’s temple
ପ୍ରତିଦିନ ବଢୁଛି ଶିବ ଲିଙ୍ଗ : ପାତାଳ ରାସ୍ତାରେ କାନ ଦେଲେ ଶୁଭୁଛି ଭୟଙ୍କର ଗର୍ଜନ

ବିଶ୍ୱାସର କଥା : ପ୍ରତିଦିନ କମୁଛି ବଢୁଛି ଶିବଲିଙ୍ଗ । ପୁଣି ପାତାଳ ରାସ୍ତାରେ କାନ ପାରିଲେ ଶୁଭୁଛି ଭୟଙ୍କର ଗର୍ଜନ । ପଥର ଦ୍ୱାର ଖୋଲିଥିଲେ ବୋଲି ଜଣେ ବାବାଜୀଙ୍କର ଯାଇଥିଲା ପ୍ରାଣ । ଏବେ ମନ୍ଦିରର ବିକାଶ ଲାଗି ଜୋର ଧରିଲାଣି ଦାବି

  • Sunday, 25 June 2023
Odisha first farmers market in Angul turns into ghost building
ମାଡ଼ି ଗଲାଣି ଗଛ, ଭାଙ୍ଗି ଯାଇଛି ଘର...ଭୂତ କୋଠି ପାଲଟିଛି ଓଡ଼ିଶାର ପ୍ରଥମ କୃଷକ ବଜାର

ପରିଚୟ ଖୋଜୁଛି ରାଜ୍ୟର ପ୍ରଥମ କୃଷକ ବଜାର। କେତେ ଆଶା ନେଇ ତିଆରି ହୋଇଥିବା ଏହି ବଜାର ଏବେ ଭୂତ କୋଠି ପାଲଟି ଯାଇଛି। 

  • Sunday, 25 June 2023
Unused building
ମଦୁଆଙ୍କ ଲାଗି କୋଠା ଘର ତିଆରି କଲେ ସରକାର !

ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ

  • Sunday, 25 June 2023
Cyber Crime
ବିଶ୍ୱାସର ଫାଇଦା ନେବାକୁ ଆର୍ମି ନାଁରେ ଲୁଟ୍‌ !

ଘର ଖୋଜୁଥିଲେ....ସାଇବର ଲୁଟେରାଙ୍କ ହାବୁଡରେ ପଡିଗଲେ । ପୁଣି ଠକେଇ ହେଲା ଆର୍ମି ନାଁରେ । ଦେଖନ୍ତୁ କଣ ଥିଲା ପୂରା ଷ୍ଟୋରୀ ?

Balabhadra’s chariot in Puri
ନେତା ଛୁଇଁଲେ ବୋଲି ରଥ ରହିଗଲା !

ଏଇଟା ବିରଳ ଦୃଶ୍ୟ । ଆଲୋ ଆଲୋ...ଇଏ କଣ ? ନେତା ଧରୁ ଧରୁ ରଥ ରହିଗଲା ଯେ ? ମଲା ଆଉ କଣ ସେ ପାୱାର ଅଛି ଯେ ଧରୁ ଧରୁ ସବୁ ଘିଡିଘିଡି ହୋଇ ଗଡିବ ।

Unused building turns safe haven for anti-socials in Odisha’s Khariar
ମଦୁଆଙ୍କ ଲାଗି କୋଠା ଘର ତିଆରି କଲେ ସରକାର !

ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।

mango farming
ବାଡିରେ ଫଳିଛି ନିଆରା ଆମ୍ବ: କିଲୋ ପିଛା ଦାମ୍‌ ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ ।

Villagers set 'encroached' house on fire in Odisha’s Athagarh
ଜବରଦଖଲରେ ରହିଲେ ବୋଲି ଘରେ ନିଆଁ ଲଗାଇଦେଲେ !

ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ।

Unclaimed vehicles
ଥାନାରେ ଖତ ଖାଉଛି ହଜାର ହଜାର ଗାଡ଼ି: ଦାବିଦାର କିନ୍ତୁ କେହି ନାହାନ୍ତି

ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍‌ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ

Mahaprayan vehicles gathering dusts at hospitals in Cuttack
ସରକାରଙ୍କ ମହାପ୍ରୟାଣ ଯୋଜନାକୁ ଏବେ ମାଡ଼ିବସିଛି ମହାବିପଦ

ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । କଟକ ସିଟି ହସ୍ପିଟାଲକୁ ଯୋଗାଇ ଦିଆଯାଇଥିବା ଗାଡି ସାଧାରଣଙ୍କ ହିତରେ ଆଦୌ ଲାଗିପାରୁନାହିଁ।

Electricity Bill
ଟାଇମ୍ ଅଫ୍ ଡେ’ ବିଦ୍ୟୁତ୍ ଟାରିଫ୍ ନେଇ ଦ୍ୱନ୍ଦ୍ୱରେ ବିଦ୍ୟୁତ୍ ଉପଭୋକ୍ତା

ବିଦ୍ୟୁତ୍ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ୍ ଦେୟ।

 NGT team reviews Sikharchandi project in Bhubaneswar
ଶିଖରଚଣ୍ଡୀ ପାହାଡ଼ ଲଣ୍ଡା କରିବାକୁ ଥିଲା ତ ପରିବେଶ ମଂଜୁରୀ ?

ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।

Mahaprayan vehicles gathering dusts at hospitals in Cuttack
ବାଟବଣା କି ମହାପ୍ରୟାଣ ଯୋଜନା? ଟ୍ରଲିରେ ତ ପୁଣି ସାଇକେଲରେ ବୁହା ହେଉଛି ମୃତଦେହ 

ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି ।