• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Illegal Brick Kilns

illegal brick kiln
ସବୁ ଦେଖି ବି ପ୍ରଶାସନ ଚୁପ୍

ଗ୍ରୀଷ୍ମର ଡହ ଡହ ଖରାରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ ଭଦ୍ରକ ଚାନ୍ଦବାଲିରେ ସ୍ଥିତି କିନ୍ତୁ ଆହୁରି ସାଙ୍ଗାତିକ । ଜିଲ୍ଲା ଚାନ୍ଦବାଲି ବ୍ଲକ ତହସିଲ ଅଧିନରେ ଗଢ଼ି ଉଠିଥିବା ବେଆଇନ ଇଟା ଭାଟି ଗରମ ଗୁଳୁଗୁଳିକୁ ଯେମିତି ଦ୍ୱିଗୁଣିତ କରୁଛି । ଇଟା ଭାଟିରେ ବ୍ୟବହୃତ କାଠ କୋଇଲାରୁ ନିର୍ଗତ ଧୂଆଁ କେବଳ ପରିବେଶ ପ୍ରଦୂଷଣ କରୁନାହିଁ ବରଂ ଅତ୍ୟନ୍ତ ଖରା,ଗରମରେ ସ୍ଥାନୀୟ ଲୋକଙ୍କୁ ଏମିତି ଵେହାଲ କରୁଛି ଯେ ଏବେ ସାଧାରଣ ଲୋକେ ସ୍ଵର ଉଠାଇବାକୁ ବାଧ୍ୟ ହୋଇଛନ୍ତି ।

Illegal brick
ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ଭଳି ଦେଶୀ ଇଟା ଭାଟି ବେଆଇନ ଭାବେ ଚାଲୁଛି

ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ଭଳି ସ୍ଥାନେ ସ୍ଥାନେ ଗଢି ଉଠିଛି ବେଆଇନ ଦେଶୀ ଇଟା ଭାଟି । RIଙ୍କ ସଂପୃକ୍ତ ନେଇ ଆସିଛି ବଡ଼ ଅଭିଯୋଗ । ସେପଟେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବି ଅଭିଯୋଗ ଆଣିଛନ୍ତି ସଚେତନ ନାଗିରକ..